ରଜରେ ଓଡିଶା ଛୁଇଁନପାରେ ମୌସୁମୀ

ଭୁବନେଶ୍ୱର: ତାତି ଭିତରେ ଆହୁରି ଦରଦୀ ତଥା ଯନ୍ତ୍ରଣାଯୁକ୍ତ ଖବର ସାମନାକୁ ଆସିଛି । ତାହା ହେଲା ରଜ ସୁଦ୍ଧା ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା କ୍ଷୀଣ । ଏନେଇ ଆଇଏମଡିର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ
Read More...

ନୃଶଂସ ସ୍ୱାମୀ, ସ୍ତ୍ରୀକୁ ମାରି ଛଅବର୍ଷର ଝିଅର ତଣ୍ଟି କାଟିଲା

ଭୁବନେଶ୍ୱର: ମଦ ଉଜାଡି ଦେଲା ସଂସାର । ମଦ ପାଇଁ ଅନେକ ଅଭାବନୀୟ କାଣ୍ଡ ଘଟିଯାଉଛି । ମଦ ନିଶାରେ ଲୋକେ ନିଜର ହିତାହତ ଜ୍ଞାନ ହରାଇ ବସୁଛନ୍ତି । ଆଜି ପୁଣି ମଦ ପାଇଁ ଏକ ନାରକୀୟ କାଣ୍ଡ ଘଟିଯାଇଛି । ନିଶା ପାଇଁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ’କୁ ମାରିଦେବା ସହ ୬ବର୍ଷର ଝିଅର ତଣ୍ଟିକୁ କାଟି
Read More...

ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା

ନୂଆଦିଲ୍ଲୀ :ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଗୁରୁବାର ଦିନ ଅପରାହ୍ନ ୩ ଟାରେ ନିର୍ବାଚନ ତାରିଖ ଘୋଷଣା କରିବେ । ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୫ ରେ ଶେଷ ହେବ ।ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଏକ ବଡ଼ ଘୋଷଣା
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ୬୦ଟି ବିଦ୍ୟାଳୟ

ଦଶପଲ୍ଲା : ଓଡ଼ିଶାର ଲୋକପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚୁୁଆଲ୍‌ ମାଧ୍ୟମରେ ଉଦଘାଟିତ ହେଲା ନୟାଗଡ଼ ଜିଲ୍ଲାରେ ୬୦ ଟି ରୂପାନ୍ତରିତ ବିଦ୍ୟାଳୟ । ଯାହା ମଧ୍ୟରେ ନୟାଗଡ଼ ସଦର ବ୍ଲକର ୧୦ଟି ବିଦ୍ୟାଳୟ, ଓଡ଼ଗାଁର ୧୩ ଟି, ଦଶପଲ୍ଲା ବ୍ଲକର ୫ଟି, ନୂଆଗାଁ ବ୍ଲକର ୯ଟି,
Read More...

ଧାରଣାକୁ ସମର୍ଥନ ଦେଲେ ସିପିଆଇଏମ୍‌ ନେତା ବିଶ୍ୱନାଥ ଓ ଶରତ

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ ପାଇଁ ଦୀର୍ଘବର୍ଷ ଧରି ଚାଲିଥିବା ଅଧଗ୍ରହଣ ପ୍ରକ୍ରିୟା ଶେଷ ହେବାର ନାଁ ଧରୁନାହିଁ । ଆଦିବାସୀଙ୍କ ଚାଷଜମି ରେଳପଥ ନିର୍ମାଣ ପାଇଁ ବ୍ୟବହାର ହେଉଥିବାବେଳେ ସେମାନଙ୍କୁ ଅନ୍ଧାରରେ ରଖାଯାଇଛି । ଜମି ବାବଦ ସହାୟତା ରାଶି ସେମାନଙ୍କୁ ମିଳିବ ନା
Read More...

ସ୍ୱାଭିମାନର ସହିତ ବଞ୍ଚିବେ ବସ୍ତି ବାସିନ୍ଦା

ଦଶପଲ୍ଲା :ନୟାଗଡ଼ ପୌର ପରିଷଦ ପକ୍ଷରୁ ବୁଧବାର ଜାଗା ସମ୍ପର୍କ ଉତ୍ସବ ଓ ସଶକ୍ତି କରଣ ସଚେତନତା ଶିବିର ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ
Read More...

ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ପକ୍ଷରୁ ମକଡ୍ରିଲ

ପୁରୀ: ଭକ୍ତମୟ ପରିବେଶରେ ହେବ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା । ଆଉ ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେବ । ତେଣୁ ଭିଡନିୟନ୍ତ୍ରଣ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୁଲିସ ଓ ରାପିଡ ଆକ୍ସନ ଫୋର୍ସଙ୍କର ହୋଇଛି ମକଡ୍ରିଲ । ଆରଏଏଫର ଗୋଟିଏ କମ୍ପାନୀ ଅର୍ଥାତ ୨୨୨ଜଣ ଓ
Read More...

ଟି-୨୦ ସିରିଜରୁ ବାଦ ପଡିଲେ କେଏଲ ରାହୁଲ, ପାଣ୍ଡ୍ୟାଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଖେଳିବେନି କେ.ଏଲ୍. ରାହୁଲ। ଆହତ କାରଣରୁ ସେ ପୂରା ସିରିଜ୍‌ରୁ ବାଦ ପଡ଼ିଛନ୍ତି। ତେଣୁ ତାଙ୍କସ୍ଥାନରେ ୱିକେଟ୍‌ କିପର ରିଷବ ପନ୍ଥଙ୍କୁ ଭାରତୀୟ ଟିମ୍‌ର ଅଧିନାୟକ ଭାବେ ଚୟନ କରାଯାଇଛି। ହାର୍ଦ୍ଦିକ ପାଣ୍ଡିଆଙ୍କୁ ଉପ-ଅଧିନାୟକ ଭାବେ
Read More...

ଧାନ ସମେତ ୧୭ଟି ଫସଲର ଏମ୍‌ଏସ୍‌ପି ବଢାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଧାନ ସମେତ ୧୭ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି । ଏ ସଂପର୍କିତ ପ୍ରସ୍ତାବକୁ ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ମଂଜୁରୀ ଦିଆଯାଇଛି । କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସୂଚନା ଓ
Read More...

କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ମିତାଲି

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର କିମ୍ବଦନ୍ତୀ ଖେଳାଳି ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ସହ ଗୋଟିଏ ଯୁଗର ଅନ୍ତ ଘଟିଛି। ମହିଳା ଦିନିକିଆରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ମିତାଲିଙ୍କ ନାଁରେ
Read More...