ଦୁର୍ଘଟଣା ନେଲା ଗୋଟିଏ ପରିବାରର ୮ ଜୀବନ
ଜୟପୁର: ରାଜସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା । ବିବାହରେ ଯୋଗ ଦେବାକୁ ଯାଉଥିବା ବେଳେ କାର-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ବାରମେର ଜିଲ୍ଲାର ଗୁଡାମଲାନି ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା । ସମସ୍ତ ମୃତକ ଗୋଟିଏ!-->…
Read More...
Read More...