ଜିଲ୍ଲା ଶିକ୍ଷା ନିରୀକ୍ଷକ କମଳାକାନ୍ତଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର : ପାପଡାହାଣ୍ଡି ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଦେସେନା ପ୍ରଧାନଙ୍କ ସଭାପତିତ୍ୱରେ ଜିଲ୍ଲାର ସମସ୍ତ ଆଶ୍ରମ, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ବୈଠକ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି
Read More...

ପଦ୍ମ ଧରିଲେ ହାର୍ଦ୍ଦିକ ପଟେଲ

ନୂଆଦିଲ୍ଲୀ: ବିଜେପିରେ ଯୋଗଦେଲେ ହାର୍ଦ୍ଦିକ ପଟେଲ । ଗାନ୍ଧିନଗରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ହାର୍ଦ୍ଦିକ ବିଜେପିରେ ଯୋଗଦେଇଛନ୍ତି । ଯୁବନେତା ହାର୍ଦ୍ଦିକ ପଟେଲ ନିକଟରେ କଂଗ୍ରେସ ଛାଡ଼ିଥିଲେ ।କିଛି ଦିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ନିଜ ଇସ୍ତଫା
Read More...

ପଶ୍ଚିମବଙ୍ଗ ଦମ୍ପତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୯ ତମ ଶିଶୁକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ପଶ୍ଚିମବଙ୍ଗ ରାଜ୍ୟର ହୁଗୁଳି ଜିଲ୍ଲାର ଗୋଟିଏ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି ।ଗତ ଲକ୍‌ ଡାଉନ୍‌ ଏବଂ ସଟ୍‌ ଡାଉନ୍‌ ସମୟରେ ଜିଲ୍ଲାର ବିଭିନ୍ନ
Read More...

ବିପୁଳ ପରିମାଣର କାଠ ଜବତ୍‌, ଖସିଗଲା ଅଭିଯୁକ୍ତ

ବେଆଇନ ଭାବେ ଚାଲି ଆସିଥିବା କାଠ ବ୍ୟବସାୟୀଙ୍କ ଘର ଉପରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କା ମୂଲ୍ୟର ଶାଳ ସାଇଜ୍‌ ସହ ଶାଗୁଆନ ପଟ୍ଟା ଜବତ କରାଯାଇଛି । ଗ୍ରାମର ବ୍ରଜବିହାରୀ ସାହୁ ଦୀର୍ଘ ଦିନ ଧରି ଘରେ ଚୋରା ଭାବରେ କାଠ, ପଟ୍ଟା ରଖି ବ୍ୟବସାୟ ଚଳାଇ ଆସିଥିଲେ । ଏ ସମ୍ପର୍କରେ ଖବରପାଇ
Read More...

ଶୀତଳଷଷ୍ଠୀ ଯାତ୍ରାର ନୃସିଂହ ନିଉତା ବିଧି ଅନୁସାରେ ସମସ୍ତ ଦେବଦେବୀ ନିମନ୍ତ୍ରିତ

ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ନୃସିଂହ ନିଉତା ବିଧି ଅନୁସାରେ ବମବରାଡ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ପକ୍ଷରୁ ଗତ ରାତିରେ ସମସ୍ତ ଦେବଦେବୀ ନିମନ୍ତ୍ରିତ ହୋଇଛନ୍ତି । କହିବାକୁ ଗଲେ ମହାଦେବ ଶିବଙ୍କ ସହିତ ଆଦିମାତା ମହାଶକ୍ତି ପାର୍ବତୀଙ୍କ ଏହି ବିବାହ ବାସ୍ତବରେ ଅଲୋକିକ
Read More...

ସୋନିଆ ଗାନ୍ଧୀଙ୍କୁ କରୋନା

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ବ୍ୟତୀତ ଆହୁରି ବହୁ କଂଗ୍ରେସ ନେତା ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଖବର ରହିଛି । ନିକଟରେ ରାଜସ୍ଥାନରେ ଅନୁଷ୍ଠିତ ହୋଇଥିବା କଂଗ୍ରେସର ଚିନ୍ତନ ଶିବିରରେ ଶ୍ରୀମତୀ ଗାନ୍ଧି ଯୋଗ ଦେଇଥିଲେ
Read More...

ଆସନ୍ତାକାଲି ଆସିବ ବ୍ରଜରାଜନଗର ଉପ ନିର୍ବାଚନ ଫଳ

ଝାରସୁଗୁଡ଼ା: ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ହେବ। ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲରେ ଏହି ଗଣତି ହେବ। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସକାଳ ୮ଟାରୁ ଭୋଟ ଗଣତି ହେବ। ଏଥିପାଇଁ ୧୪ଟି ଟେବୁଲ କରାଯାଇଛି। ୨୦ ରାଉଣ୍ଡ ଗଣତି ହେବ। ଜଣେ
Read More...

ଦେଶରେ ଉପର ମୁହାଁ କରୋନା ଗ୍ରାଫ

ନୂଆଦିଲ୍ଲୀ: ଦେଶରେ ଉପର ମୁହାଁ କରୋନା ଗ୍ରାଫ । ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ଗୋଟିଏ ଦିନ କମ୍‌ ହେଲେ ପରଦିନ ବୃଦ୍ଧି ହେଉଛି। ଆଜି ତିନି ହଜାର ଉପରେ ରହିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୭୧୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବୃଦ୍ଧି
Read More...

ଦ୍ୱିତୀୟ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲାର ୪୧ଟି ହାଇସ୍କୁଲ ୫-ଟି ରେ ସାମିଲ

ସୁବର୍ଣ୍ଣପୁର : ଗତକାଲି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୫ ଟି ଜିଲ୍ଲାର ୫୩୨ ଟି ହାଇସ୍କୁଲ ୫-ଟି ଉପକ୍ରମରେ ରୂପାନ୍ତରଣ କରାଯାଇଥିବାରୁ ଏହାକୁ ଭର୍ଚୁୁଆଲ ମୋଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ଭିଡିଓ କନଫରେନ୍ସ ରେ ୫-ଟି ସଚିବ ଭି. କେ ପାଣ୍ଡିଆନ ଏହାକୁ
Read More...

ରୋଗ ଶଯ୍ୟାରେ କମଲ ବରିହା, ସରକାରୀ ସହାୟତା ଅପେକ୍ଷାରେ ଗରିବ ପିତାମାତା

ପାଟଣାଗଡ଼: ଆଖିରେ ଆଖିଏ ସ୍ୱପ୍ନ,ଜୀବନ ସାରା ହାଡ଼ ଭଙ୍ଗା ପରିଶ୍ରମ ର ଫଳ ମିଳିବ । ପୁଅ ଦିନେ ହାକିମ ହେବ, ହେଲେ ଦଇବ ସହିଲା ନାହିଁ ଭେଣ୍ଡିଆ ପୁଅ ଏବେ ରୋଗ ଶଯ୍ୟାରେ । ଏହା କୌଣସି ନାଟକର ସଂଲାପ ନୁହେଁ ବରଂ ରୋଗ ଶଯ୍ୟାରେ ପଡିଥିବା ଜଣେ ପୁଅର ବୃଦ୍ଧ ମାଆ ବାପାଙ୍କର କୋହଭରା କଥା ।
Read More...