ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ନବରଙ୍ଗପୁର: ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ନବରଙ୍ଗପୁର ଠାରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ରଞ୍ଜନ କୁମାର ବେହେରାଙ୍କ ସଭାପତତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଡ. ଅରବିନ୍ଦ କୁମାର ଓଝା ଏବଂ ମନ୍ମଥ କୁମାର ମାଝୀ ଯୋଗ ଦେଇ
Read More...

ମାସକ ପରେ ରଥଯାତ୍ରା, ଜୋରସରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ:ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ଖଳା ଚଳଚଞ୍ଚଳ । ତିନିରଥର ଅନୁକୂଳ ଅଖକୁ ମିଶାଇ ମୋଟ ୨୧ ଗୋଟି ଅଖ ନିର୍ମାଣ ଶେଷ ହୋଇଛି । ତିନିରଥର 'ଗରଗରା'ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି । ତିନିରଥର ଭୁଇଁଚଉତା ନିର୍ମାଣ ଶେଷ ପରେ ଚଉତା ର ଦୁଇପଟ ସାଲ ଶେଷ ପର୍ଯ୍ୟାୟରେ ପହଂଚିଛି ।ତାଳଧ୍ୱଜ ରଥର
Read More...

ସମ୍ବଲପୁର ଜିଲ୍ଲାର ସବୁ ଡାକ୍ତରଖାନାରେ ଲାଗିବ ସୋଲାର ପ୍ୟାନେଲ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ସ୍ଥିତ ସବୁ ଡାକ୍ତରଖାନାରେ ସୋଲାର ପ୍ୟାନେଲ ଖଞ୍ଜି ସେଗୁଡିକର ନିଜସ୍ୱ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ବଳରେ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ସମ୍ବଲପୁର ସହିତ କଳାହାଣ୍ଡି ଜିଲ୍ଲା ମଧ୍ୟ ଏହି ପ୍ରକାରେ ସ୍ୱାବଲମ୍ବୀ ହୋଇପାରିବ ବୋଲି
Read More...

ସମଲେଈ ମନ୍ଦିରରେ ଦର୍ଶନ ପାଇଁ ନୂତନ ସମୟ ନିର୍ଘଣ୍ଟ ଘୋଷଣା

ସମ୍ବଲପୁର: ଆଜି ସମଲେଈ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ବୈଠକର ନିଷ୍ପତ୍ତି ଓ ପୂଜକ ମାନଙ୍କ ସହମତିରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି । ଆସନ୍ତାକାଲି ଗୁରୁବାର ଦିନ ଠାରୁ ମନ୍ଦିର ସକାଳ ୬:୦୦ ଟା ରୁ ଖୋଲାଯାଇ ରାତ୍ର
Read More...

ଜଗତଜନନୀ ମହାଶକ୍ତି ପାର୍ବତୀଙ୍କୁ କନ୍ୟା ରୂପେ ଘରକୁ ଆଣି ପୂଜାର୍ଚ୍ଚନା ଆରମ୍ଭ

ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଆଜି ମହାସମାରୋହରେ ସମ୍ପନ୍ନ ହୋଇ ଯାଇଛି । ଏବର୍ଷ ନନ୍ଦପଡ଼ା ସ୍ଥିତ ବମବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହ ପାଇଁ ସ୍ୱଇଚ୍ଛାର ସହିତ କନ୍ୟାପିତା ସାଜିଥିବା ପୂର୍ବ ନଗରପାଳ ଗିରିଶ ପଟେଲ ସପତ୍ନୀକ ବନ୍ଧୁବାନ୍ଧବ ଙ୍କୁ
Read More...

ଆଜି ବିବାହ ବନ୍ଧନରେ ବାନ୍ଧିହେବେ ଦୀପକ ଚହର, ଭାଇରାଲ ହେଲା ସଂଗୀତ ଓ ମେହେନ୍ଦି ବେଳର ଫଟୋ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଦୀପକ ଚହର ଏବଂ ତାଙ୍କ ପ୍ରେମିକା ଜୟା ଭରଦ୍ୱାଜ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ । ଦୀପକ ନିଜ ଘର ଆଗ୍ରାରେ ବିବାହ କରୁଛନ୍ତି । ତାଙ୍କ ବିବାହରେ ଯୋଗଦେବା ପାଇଁ ଏମଏସ ଧୋନି ମଧ୍ୟ ପହଞ୍ଚିବେ ବୋଲି କୁହାଯାଉଛି । ଦୀପକ-ଜୟାଙ୍କ ସଂଗୀତ ଏବଂ
Read More...

ମରାମତି ନାଁରେ ଚାଲିଛି କାଳକ୍ଷେପଣ ନୀତି, ମୁନ୍ଦାଏ ପାନୀୟ ଜଳ ପାଇଁ ହନ୍ତସନ୍ତ ଟାକରା ଗ୍ରାମବାସୀ

ଦଶପଲ୍ଲା : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଥିବାବେଳେ, ବୋଝ ଉପରେ ନଳିତା ବିଡା ଲଦିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଟାକରା ଗ୍ରାମରେ । ଆଜକୁ ଏକ ସପ୍ତାହ ଧରି ଟାକରା ଗ୍ରାମକୁ ଯୋଗାଣ ହୋଇପାରୁନାହିଁ ପାନୀୟଜଳ । ପ୍ରଚଣ୍ଡ
Read More...

ମେଡିକାଲରେ ମାଡିଗଲା ଗାଡି, ଜଣେ ମୃତ

ଭଦ୍ରକ : ଭଦ୍ରକ ଜିଲ୍ଲା ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଦୁର୍ଘଟଣା । ମେଡିକାଲ କାମରେ ନିୟୋଜିତ ବୋଲେରୋ ଧକ୍କାରେ ରୋଗୀ ଓ ସମ୍ପର୍କୀୟ ଆହତ ହୋଇଛନ୍ତି । ବୋଲେରୋ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣ ଗୁରୁତର ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଶିଶୁ ଥିବା
Read More...

ଭିଜିଲାନ୍ସ ଜାଲରେ ହିନ୍ଦୋଳ ଏସଡିପିଓ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ପଡ଼ିଗଲେ ଏସଡିପିଓ । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ ନାୟକଙ୍କୁ ମାଡ଼ି ବସିଲା କଟକ ଭିଜିଲାନ୍ସ ବିଭାଗ । ହିନ୍ଦୋଳ ଅଞ୍ଚଳର ଦୁଃଖବନ୍ଧୁ ସାହୁ ନାମକ ଜଣେ ପଥରଖଣି ମାଲିକଙ୍କଠାରୁ କାରନ୍ଦା ଛକ
Read More...

ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି : ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ମହାରାଜା ଗୌର ଚନ୍ଦ୍ର ଗଜପତିଙ୍କ ସମ୍ମିଳନୀ କକ୍ଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କେ.ଦିଲେଶ୍ୱର ରାଓଙ୍କ ଅବସର ଗ୍ରହଣ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟ ପରିଚାଳନା କମିଟିର
Read More...