ଶପଥ ନେଲେ ଦିଲ୍ଲୀର ନୂଆ ଉପରାଜ୍ୟପାଳ
ନୂଆଦିଲ୍ଲୀ,୨୬/୫ : ଦିଲ୍ଲୀର ନୂଆ ଉପରାଜ୍ୟପାଳ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ବିନୟ କୁମାର ସାକ୍ସେନା । ଆଜି ରାଜ ନିବାସରେ ଆୟୋଜିତ ନିରାଡମ୍ବର ଉତ୍ସବରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ବିପିନ ସାଙ୍ଘି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଦିଲ୍ଲୀର ଉପରାଜ୍ୟପାଳ!-->…
Read More...
Read More...