ପ୍ରଶାସନ ପକ୍ଷରୁ ହରିଶଙ୍କରରେ ପଡ଼ିଥିବା ଅଳିଆ ଆବର୍ଜନାକୁ ସଫେଇ କାର୍ଯ୍ୟକ୍ରମ
ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥସ୍ଥଳୀ ହରିଶଙ୍କରଠାରେ ଆୟୋଜିତ ହରିଶଙ୍କର ମହୋତ୍ସବ ନୃସିଂହ ଚର୍ତ୍ତୁଦ୍ଦଶୀ ବୈଶାଖ ମେଳା ଶେଷ ହେବା ପରେ ସେଠାରେ ପଡ଼ିଥିବା ଅଳିଆ ଆବର୍ଜନା ସଫା କରାଯାଇନଥିଲା । ଏନେଇ ସବିଶେଷ ଖବର ପ୍ରକାଶ ପାଇଥିଲା । ଏନେଇ ପ୍ରଶାସନ!-->…
Read More...
Read More...