ମ୍ୟାକକୁଲମ ଇଂଲଣ୍ଡର ମୁଖ୍ୟକୋଚ ନିଯୁକ୍ତ

ନୂଆଦିଲ୍ଲୀ,୧୨/୫: ନ୍ୟୁଜିଲାଣ୍ଡର ପୂର୍ବତନ ବ୍ୟାଟସମ୍ୟାନ୍‌ ଼ବ୍ରେଣ୍ଡନ୍‌ ମ୍ୟାକକୁଲମ୍‌ଙ୍କୁ ଇଂଲଣ୍ଡର ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚଭାବେ ନିଯୁକ୍ତ କରାଯାଇଛି । ଇସିବି ଏକ ବିବୃତି ଜରିଆରେ ଆଜି ଏହା ଘୋଷଣା କରିଛି । ଆସନ୍ତା ଜୁନରୁ ହେବାକୁ ଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ
Read More...

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସମ୍ମିଳନୀ ଗୃହରେ ଆସନ୍ତା ଜୁଲାଇ ୧ ତାରିଖ ଦିନ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ନିମନ୍ତେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ
Read More...

ଗନ୍ଧରାଡି ଲୋକକଳା ମହୋତ୍ସବ-୨୦୨୨ ପାଇଁ ୧୬ରେ ଶୁଭ ଖମ୍ବ ସ୍ଥାପନ

ଜହ୍ନାପଙ୍କ:ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଚାରିଶମ୍ଭୁଠାରେ ଆସନ୍ତା ଜୁନ ପ୍ରଥମ ସପ୍ତାହରେ ଆରମ୍ଭ ହେବାକୁ ଥିବା ଗନ୍ଧରାଡି ମହୋତ୍ସବ ୨୦୨୨ ପାଇଁ ଶୁଭ ଖମ୍ବ ସ୍ଥାପନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଗନ୍ଧରାଡି ଲୋକକଳା ମହୋତ୍ସବ କମିଟିର ସଭାପତି ଏସଡି ଅଶୋକ ସାହୁଙ୍କ
Read More...

ରନ୍‌ୱେରେ ଜଳିଗଲା ବିମାନ

ବେଜିଂ: ଚୀନରେ ଆଜି ଶତାଧିକ ବିମାନଯାତ୍ରୀ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ତିବତ ଏୟାରଲାଇନ୍ସର ଏକ ବିମାନ ଚାଇନିଜ୍‌ ଏୟାରପୋର୍ଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ନିଆଁ ଲାଗି ଯାଇଥିଲା । ବିମାନରେ ମୋଟ ୧୧୩ ଜଣ ଯାତ୍ରୀ ଓ ୯ ଜଣ କ୍ରୁ ସଦସ୍ୟ ଥିଲେ । ବିମାନ କ୍ଷତିଗ୍ରସ୍ତ
Read More...

ଡମ୍ଫର ଭିତରେ ପଶିଗଲା ବୋଲେରୋ ; ୫ ମୃତ

ନୂଆଦିଲ୍ଲୀ : ଯମୁନା ଏକ୍ସପ୍ରେସ ୱେ ଏବେ ମରଣଯନ୍ତା ପାଲଟିଛି । ପ୍ରତିଦିନ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଛି । ଆଜି ଏ ବଡ଼ଧରଣର ସଡକ ଦୁର୍ଘଟଣା ଘଟିଛି । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ବୋଲେରୋରେ ୭ ଜଣ ଯାତ୍ରୀ ଥଲେ । ବୋଲେରୋଟି ଟୋଲ୍‌ ଗେଟ୍‌ରୁ
Read More...

ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ବିବାହ ସହାୟତା

ସମ୍ବଲପୁର: ଆଜି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଅନାଥ ମହିଳା ଏବଂ ପୁରୁଷଙ୍କୁ ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଆଜି ଯୁବ ଅନାଥ ମହିଳାଙ୍କୁ ସେମାନଙ୍କ ବାହାଘର ନିମନ୍ତେ ପ୍ରତ୍ୟେକଙ୍କୁ ୫୦ ହଜାର ଏବଂ ଜଣେ ଯୁବ ପୁରୁଷଙ୍କୁ ୪୦ ହଜାର ଟଙ୍କାର ସହାୟତା ରାଶି
Read More...

ଜୀବନ ଯୁଦ୍ଧରେ ହାରିଗଲେ ଜୀବନଜ୍ୟୋତି !

ଦଶପଲ୍ଲା : -ଜୀବନଯୁଦ୍ଧରେ ହାରିଗଲେ ନୟାଗଡ଼ ଜିଲ୍ଲା ଗଣିଆଁ ବ୍ଲକ୍‌ ଜଗନ୍ନାଥ ପ୍ରସାଦ ଗ୍ରାମର ସୁଦର୍ଶନ ଶତପଥୀଙ୍କ ଉଚ୍ଚ ଶିକ୍ଷିତ ପୁଅ ଜୀବନଜ୍ୟୋତି ଶତପଥୀ । ମୃତ ଜୀବନଜ୍ୟୋତି ଅତ୍ୟନ୍ତ ଗରିବ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିବାବେଳେ, ତାଙ୍କ ପିତା ଏକ ସାଇକେଲ ମରାମତି ଦୋକାନ କରି
Read More...

କାଠ ଫାଳିଆରେ ସ୍ତ୍ରୀକୁ ମାରିଲା, ନିଜେ ବିଷ ପିଇଲା ମଦ୍ୟପ ସ୍ୱାମୀ

ପାଟଣାଗଡ଼ : ଲରମ୍ଭା ଥାନା ଖୁଣ୍ଟସମଲେଇ ଗାଁରେ ମଦ୍ୟପ ସ୍ୱାମୀ ଘାଷି ତଅଁଲାର କାଠ ଫାଳିଆ ଚୋଟରେ ସ୍ତ୍ରୀ କୁନ୍ତୀ ତଅଁଲାର ମୃତ୍ୟୁ ହୋଇଥିବା ବେଳଏ ପରେ ସ୍ୱାମୀ ଘାଷି ବିଷ ପିଇ ଆତ୍ମହତ୍ୟା କରିଥିବା ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଘାଷି ତଅଁଲା ପ୍ରତିଦିନ ମଦପିଇ
Read More...

ନିଟ୍‌ ପିଜି ପରୀକ୍ଷା ଘୁଞ୍ଚାଇବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି

ନୂଆଦିଲ୍ଲୀ: NEET PG 2022 ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଇଣ୍ଡିଆନ ମେଡିକାଲ ଆସୋସିଏସନ(IMA) । ଚଳିତ ମାସ ୨୧ ତାରିଖରେ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାସ ଟେଷ୍ଟ (NEET PG) ପରୀକ୍ଷା ଅନୁଷ୍ଠିତ ହେବାର ଅଛି । ଅନେକ
Read More...

ରାଜୀବ କୁମାର ନୂଆ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ ୧୨/୦୫ : ଦେଶର ନୂଆ ନିର୍ବାଚନ ଆୟୁକ୍ତ ହେଲେ ରାଜୀବ କୁମାର । ୧୫ ମେରେ ସମ୍ଭାଳିବେ କାର୍ଯ୍ୟଭାର । ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ରାଜୀବ କୁମାର ନୀତି ଆୟୋଗର ଉପାଧ୍ୟକ୍ଷ ରହିଥିଲେ । କିଛି ବର୍ଷ ଧରି ସେ ଏହି ପଦବୀରେ ରହିଆସୁଥିଲେ । ରାଜୀବ କୁମାର ନୀତି ଆୟୋଗଙ୍କ
Read More...