ପାରଳାରେ ଶ୍ରୀମୁତ୍ୟାଲୁ ମା’ଙ୍କ ଘଟଯାତ୍ରା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ୱାର୍ଡ ନମ୍ବର ୨ରେ ଶ୍ରୀମୁତ୍ୟାଲୁ ମାଙ୍କ ଘଟଯାତ୍ରା ପର୍ବ ପାଳନ ହୋଇଯାଇଛି । ଏହି ପର୍ବ ଚଳିତ ୯ ତାରିଖଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରତିଦିନ ସନ୍ଧ୍ୟା ୭ ଟାରୁ ଏଗାରଟା ପର୍ଯ୍ୟନ୍ତ ମାଆଙ୍କ ଘଟ ନଗର ପରିକ୍ରମା!-->…
Read More...
Read More...