ସାମ୍ବାଦିକଙ୍କ ସୁରକ୍ଷା ଦାବି କଲା ଓଡିଶା ସାମ୍ବାଦିକ ସଂଘର ଗଜପତି ଜିଲ୍ଲା ଶାଖା, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ପାରଳାଖେମୁଣ୍ଡି : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ପୁଲିସ ସେଠାକାର ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ପୁଲିସ୍‌ ପକ୍ଷରୁ ଯେଉଁଭଳି ଅତ୍ୟାଚାର କରାଗଲା ଏବଂ ଗୋଡରେ ବେଡି ପକାଗଲା ତାହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ଆଗରୁ ମଧ୍ୟ ଅନେକ
Read More...

ଶାହବାଜ୍‌ ସରିଫ୍‌ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଶେଷରେ ବହୁ ଛକାପଞ୍ଝା ପରେ ପାକିସ୍ତାନର ବିରୋଧୀ ଦଳ ନେତା ଶାହବାଜ୍‌ ସରିଫ୍‌ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ପାକିସ୍ତାନର ୩ ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ସରିଫଙ୍କ ବଡ଼ ଭାଇ ତଥା ୭୦ ବର୍ଷୀୟ ଶାହବାଜ୍‌ ସରିଫ୍‌ ନୂଆ ରାଷ୍ଟ୍ର ମୁଖ୍ୟ ଭାବେ
Read More...

ନାଇକେନପାଲିରେ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ

ସୁବର୍ଣ୍ଣପୁର -ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବ୍ଲକସ୍ତରୀୟ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ଏହି ପାଳନ ଉତ୍ସବରେ ଯୋଗ ଦେଇ ଉପସ୍ଥିତ ଗର୍ଭବତୀ ମହିଳାଙ୍କୁ ନିରାପଦ ମାତୃତ୍ୱର ବିଭିନ୍ନ
Read More...

ବେଲପଡାରେ ତାରିଣୀ ପୂଜା ପାଇଁ ପୂର୍ଣ୍ଣ କଳସ ଯାତ୍ରା

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ବେଲପଡା ପ୍ରସିଦ୍ଧ ତାରିଣୀ ପୀଠରେ ଚୈତ୍ର ତାରିଣୀ ପୂଜା ଉତ୍ସବ ପାଇଁ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୋଖରୀରୁ ପୂର୍ଣ୍ଣ କଳସ ଆଣି ପୀଠରେ କଳସ ସ୍ଥାପନ ସହ ପୂଜାର୍ଚ୍ଚନା କରଯାଇଥିଲା । ପୂଜା କର୍ତ୍ତା ଭାବେ ଅରୁଣ ଜୈନ ଓ ତାଙ୍କ
Read More...

ପାଟଣାଗଡ଼ରେ ଶିକ୍ଷା ସଚେତନ ରଥର ଶୁଭାରମ୍ଭ

ପାଟଣାଗଡ଼ :ସମଗ୍ର ଶିକ୍ଷା ବଲାଙ୍ଗୀର ଓ ପାଟଣାଗଡ଼ ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ପାଟଣାଗଡ଼ ବ୍ଲକ ତଥା ବିଜ୍ଞପିତ ଅଞ୍ଚଳରେ ଜନ ସଚେତନ ପାଇଁ ଶିକ୍ଷା ସଚେତନ ରଥର ଆଜି ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳସ ସ୍ଥାପନ ସହ ପୂଜାର୍ଚ୍ଚନା
Read More...

ପ୍ରଧାନମନ୍ତ୍ରୀ ନିର୍ବାଚନକୁ ବର୍ଜନ କଲେ ଇମ୍ରାନ, କହିଲେ ଚୋରମାନଙ୍କ ସହ ବସିବି ନାହିଁ

ଇସଲାମାବାଦ: ଇମ୍ରାନ ସରକାରର ପତନ ଘଟିବା ପରେ ଏବେ ପାକିସ୍ତାନ ପାଇଁ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ କରାଯିବ। ଏନେଇ ଆଜି ସଂସଦରେ ନିର୍ବାଚନ ହେବାକୁ ଥିବା ବେଳେ ମତଦାନକୁ ବର୍ଜନ କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସେ କହିଛନ୍ତି ଯେ, କୌଣସି ପରିସ୍ଥିତିରେ
Read More...

ଗଛରୁ ତିନି ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ନବରଙ୍ଗପୁର: ଉମରକୋଟ ଥାନା ଅନ୍ତର୍ଗତ ତୋହରା ଗ୍ରାମ ନିକଟ ଜଙ୍ଗଲ ମଧ୍ୟରେ ଥିବା ଏକ କୁସୁମ ଗଛରୁ ତିନି ଜଣ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରି ଉମରକୋଟ ପୋଲିସ୍‌ ଏବଂ ସାଇଣ୍ଟିଫିକ୍‌ର ତଦନ୍ତ ଆରମ୍ଭ କରିଛି । ତିନି ଜଣକ ମଧ୍ୟରେ ଦୁଇ ଜଣ ନାବାଳିକା ଏବଂ ଜଣେ ବିବାହିତା ବୋଲି
Read More...

ଶୋଭାଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କଲେ ରାମଭକ୍ତ

କଣ୍ଟାବାଞ୍ଜି : କେଶରିୟା ପତାକା, ଧ୍ୱଜାରେ ଶୋଭାୟମାନ ସହରର ରାସ୍ତା ଓ ଛକ, ଘରେ ଘରେ ମଧ୍ୟ ଲାଗି ରହିଥିଲା ଭଗବାନ ଶ୍ରୀରାମଙ୍କ ଛବି ପତାକା । ଏହା ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା କଣ୍ଟାବାଞ୍ଜିରେ । ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଭାରତ ବର୍ଷରେ ରାମ ନବମୀ ରୂପେ ପାଳିତ
Read More...

ବୌଦ୍ଧରେ ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରତିଷ୍ଠା ଦିବସ ସମାରୋହ ପାଳିତ

ବୌଦ୍ଧ,୧୧/୪: ଶିକ୍ଷାରେ ଭାରତୀୟତା ପ୍ରୟୋଗ କଲେ ରାଷ୍ଟ୍ରର ପୁନଃରୁଥାନ ହୋଇପାରିବ ବୋଲି ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରତିଷ୍ଠା ଦିବସ ସମାରୋହ ପାଳନ ଅବସରରେ ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସଂଗଠନର ସଭାପତି ଟଙ୍କଧର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା
Read More...

ହାଇଦ୍ରାବାଦରୁ ହାର୍ଡକୋର ଗଞ୍ଜେଇ ମାଫିଆ ଗିରଫ

ଭୁବନେଶ୍ବର: ଓଡିଶା ଏସଟିଏଫକୁ ବଡ ସଫଳତା । ହାଇଦ୍ରାବାଦରୁ ଗିରଫ ହେଲା ହାର୍ଡକୋର ଗଞ୍ଜେଇ ମାଫିଆ । ମାଲକାନଗିରିର ଏକ ଗଞ୍ଜେଇ କାରବାରର ମାଷ୍ଟର ମାଇଣ୍ଡ ଥ୍ୟାଲି ଶ୍ୟାମ ସୁନ୍ଦରକୁ ହାଇଦ୍ରାବାଦର ଅମ୍ବରପେଟ୍ଟା ସାଇକ୍ରିଷ୍ନା ନଗରରୁ କାବୁ କରିଛି ଓଡିଶା ଏସଟିଏଫ।ଗତବର୍ଷ ଅକ୍ଟୋବର
Read More...