ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ

ଭୁବନେଶ୍ୱର: ଗିରଫ ଚିଲିକା ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ । ବିଳମ୍ବିତ ରାତିରେ ଅସୁସ୍ଥ କାରଣରୁ ତାଙ୍କୁ ବାଣପୁର ସବଜେଲରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଏଥିପାଇଁ ତାଙ୍କୁ ଭୁବନେଶ୍ୱର ଅଣାଯାଇ
Read More...

ଆଇପିଏଲ : ଆଜି ମୁହାମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ

ପୁନେ : ଚଳିତ ଆଇପିଏଲ୍‌ର ପଞ୍ଚମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ଇତି ମଧ୍ୟରେ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ମେଗା ନିଲାମ ପରେ ଉଭୟ ଦଳରେ ଅନେକ ଖେଳାଳି ପରିବର୍ତ୍ତନ ହୋଇଛି । ଫଳରେ ମଙ୍ଗଳବାର ମ୍ୟାଚ୍‌କୁ ନେଇ
Read More...

ଗୁଳିକାଣ୍ଡରେ ସମିତି ସଭ୍ୟାଙ୍କ ସ୍ୱାମୀ ମୃତ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ବାଗଦୋର ପଞ୍ଚାୟତର ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କ (୪୫) ସୋମବାର ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଗୁଳି ମାଡରେ ମୃତ୍ୟୁ ଘଟିଛି । ନିଜ ଘର ସମ୍ମୁଖରେ ଉଭୟ ସ୍ୱାମୀ ସ୍ତ୍ରୀ ବସିଥିବା ବେଳେ ଏକ୍‌
Read More...

ଜେଲେନସ୍କିଙ୍କୁ ପୁଣି ହତ୍ୟା ଉଦ୍ୟମ

କିଭ୍‌ : ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ପୁଣିଥରେ ହତ୍ୟା କରିବାକୁ ଉଦ୍ୟମ ହୋଇଛି । ତେବେ ହତ୍ୟା ଉଦ୍ୟମ ଫେଲ ମାରିଛି । ରୁଷର ସ୍ପେଶାଲ ସର୍ଭିସ ପକ୍ଷରୁ ଜେଲେନସ୍କିଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରାଯାଇଥିବା ଆଜି ୟୁକ୍ରେନ ସରକାର କହିଛନ୍ତି । ରୁଷିଆନ ସ୍ପେଶାଲ ଫୋର୍ସ
Read More...

ପାଣ୍ଡ୍ୟା ବ୍ରଦର୍ସ ମୁହାଁମୁହିଁ

ମୁମ୍ବାଇ: ଏଥର ଆଇପିଏଲ ଏକ ନୂଆ ଢଙ୍ଗରେ ଆରମ୍ଭ ହୋଇଛି । ଏହି କାରଣରୁ କ୍ରକେଟପ୍ରେମୀ ଉତ୍ସାହିତ । ଚଳିତ ଆଇପିଏଲରେ ନୂଆ କରି ସାମିଲ ହୋଇଥିବା ଲକ୍ଷ୍‌ନୌ ସୁପର ଜିଆଣ୍ଟସ ଓ ଗୁଜରାଟ ଟାଇଟନ୍ସ ଆଜି ମୈଦାନକୁ ଓହ୍ଲାଇଛନ୍ତି । ଏହି ମ୍ୟାଚରେ ଗୁଜରାଟ ଅଧିନାୟକ ହାର୍‌ଦ୍ଦିକ ପାଣ୍ଡ୍ୟା ଟସ୍‌
Read More...

ଯୋଗୀ-ଅଖିଳେଶ ସାଥ୍‌ ସାଥ୍‌

ଲକ୍ଷ୍‌ନୌ: ରାଜନୀତିରେ ସବୁକିଛି ସମ୍ଭବ । ବାହାରେ ବିରୋଧ କରୁଥିବା ଅଖିଲେଶ ଓ ଯୋଗୀ ବିଧାସଭାରେ ଭିତରେ ହେଲେ ଏକାଠି । ହାତ ମିଳାଇଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ଅଖିଲେଶଷଙ୍କ ସହ ହାତ ମିଳାଇବା ସହ ତାଙ୍କ ପିଠି ମଧ୍ୟ
Read More...

ବୌଦ୍ଧ ଯୋଗେନ୍ଦ୍ରଦେବ ଉଚ୍ଚବିଦ୍ୟାଳୟରେ ବିଜ୍ଞାନମେଳା ଅନୁଷ୍ଠିତ

ବୌଦ୍ଧ,୨୮/୩:- ବୌଦ୍ଧ ସହରର ଯୋଗେନ୍ଦ୍ରଦେବ ଉଚ୍ଚବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ଏକଦିବସୀୟ ବିଜ୍ଞାନ ମେଳା ଆଜି ଦିନ ୧୦ଘଣ୍ଟା ସମୟରେ ବରିଷ୍ଠ ଶିକ୍ଷକ ଟଙ୍କଧର ସାହୁଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିବେଶରେ ଉଦଘାଟିତ ହୋଇଯାଇଛି । ବାମଣ୍ଡା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଓମପ୍ରକାଶ ପ୍ରଧାନ ଓ
Read More...

ବୌଦ୍ଧ ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର

ବୌଦ୍ଧ,୨୮/୩- ବୌଦ୍ଧ ବ୍ଲକ ପରିସରରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ର ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ବୌଦ୍ଧ ବିଡିଓ ଦେବୀ ପ୍ରସାଦ ଦାଶ,
Read More...

ବିଜୁଳି ଖୁଣ୍ଟ ସହ ଧକ୍କା ଖାଇଲା ବିମାନ

ନୂଆଦିଲ୍ଲୀ: ଉଡାଣ କରିବା ପୂର୍ବରୁ ବିଜୁଳି ଖୁଣ୍ଟ ସହ ଧକ୍କା ଖାଇଲା ସ୍ପାଇସଜେଟ୍‌ ବିମାନ । ଦିଲ୍ଲୀରୁ ଜମ୍ମୁ ଯାଉଥିବା ସ୍ପାଇସଜେଟ୍‌ ବିମାନ ସହ ଏଭଳି ଘଟିଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ଉଡାଣ ବାତିଲ କରାଯାଇଛି । ବିମାନଟି ଦିଲ୍ଲୀରୁ ଜମ୍ମୁ ଯିବାର
Read More...

ବିଧାନସଭାରେ ପିଟାପିଟି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ହାଇ ଭୋଲଟେଜ ଡ୍ରାମା । ମୁହାଁମୁହିଁ ହେଲେ ତ୍ରୁଣମୂଳ କଂଗ୍ରେସ ଓ ବିଜେପି । କେହି ଶୁଣିଲେନି ବାଚସ୍ପତି କଥା । ଜଣଙ୍କ ଉପରେ ଜଣେ ଚଢିଗଲେ । ଏପରିକି ହାତ ମଧ୍ୟ ଉଠାଇଲେ । କଥା କଟାକଟି ଠାରୁ ଆରମ୍ଭ କରି ମାରପିଟ୍‌ ଯାଏଁ ମଧ୍ୟ ଗଲା କଥା । ବିଧାନସଭାରେ
Read More...