ଢେଙ୍କାନାଳରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସଂଗ, ଦାରୁ ବୃକ୍ଷ ସଂଗ୍ରହକୁ ନେଇ ଥାନାରେ ଏତଲା

ପୁରୀ : ଶରଣ ଶ୍ରୀକ୍ଷେତ୍ର ଢେଙ୍କାନାଳ ଠାରେ ନୂତନ ଭାବେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରାଯିବ । ତେବେ ଏହା ପୂର୍ବରୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଦାରୁ ଚିହ୍ନଟ କରାଯାଇ ପାରମ୍ପରିକ ପଦ୍ଧତି ତଥା ବନଯାଗ ଯାତ୍ରା ଯଜ୍ଞ କରାଯିବା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି
Read More...

ରାତିରେ ଥାନାରେ ଅଟକ ଘଟଣା ନେଇ ଯୁବତୀଙ୍କ ଆତ୍ମହତ୍ୟା

ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନାରେ ଗତ ଗୁରୁବାର ରାତିରେ ୨ ଯୁବତୀଙ୍କୁ ଥାନାରେ ଅଟକ ଘଟଣାରେ ଲୋକ ଲଜ୍ୟା ସହି ନ ପାରି ଜଣେ ଯୁବତୀ କୀଟନାଶକ ପିଇ ଆଜି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଯୁବତୀ ଜଣକ ହେଲେ ଟେମରା ପଞ୍ଚାୟତ ବେଲପୁଟି ଗ୍ରାମର ନବୀନା ପୂଜାରୀ(୨୨) ।
Read More...

ଜୁନ ୩୦ରୁ ଅମରନାଥ ଯାତ୍ରା

ଶ୍ରୀନଗର: ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ଦୀର୍ଘ ୨ ବର୍ଷ ପରେ ଅମରନାଥ ଯାତ୍ରାରେ ଯିବା ପାଇଁ ଚଳିତ ବର୍ଷ ଲୋକଙ୍କୁ ସୁଯୋଗ ମିଳିବ। ମହାମାରୀ କରୋନାର ପ୍ରକୋପ କମିଥିବାରୁ ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ଏପରି ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଜୁନ୍ ୩୦ରୁ ଅମରନାଥ ଯାତ୍ରା
Read More...

ପୋଲାମରେ ବିଶ୍ୱ ଶାନ୍ତି ଅଲେଖ ବ୍ରହ୍ମଯଜ୍ଞ ଉଦଯାପିତ

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ପୋଲାମ ଗ୍ରାମର ଗୁହିରାଟିକିରା ଠାରେ ଶନିବାରରୁ ଆରମ୍ଭ ହୋଇଥିବା ବିଶ୍ୱ ଶାନ୍ତି ମହିମା ବ୍ରହ୍ମଯଜ୍ଞ ରବିବାର ଉଦଯାପିତ ହୋଇଯାଇଛି । ଶୁକ୍ରବାର ପୂର୍ବାହ୍ନରେ ସାଲୁଙ୍କି ନଦୀ ଘାଟରୁ ଗଙ୍ଗାମାତାଙ୍କୁ ଆବାହନ କରି କଳସୀରେ ଜଳ ଧରି
Read More...

ସ୍ୱିସ ଓପନ ଟାଇଟଲ ଜିତିଲେ ପିଭି ସିନ୍ଧୁ

ବସେଲ(ସ୍ୱିଜରଲ୍ୟାଣ୍ଡ): ପୁଣିଥରେ ବିଦେଶ ମାଟିରେ କମାଲ କରିଛନ୍ତି ଭାରତୀୟ ମହିଳା ଶଟଲର ପିଭି ସିନ୍ଧୁ। ସେ ସ୍ୱିସ୍ ଓପନ୍ ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସ ଟାଇଟଲ୍ ହାତେଇଛନ୍ତି। ଥାଇଲ୍ୟାଣ୍ଡର ବୁସାନନଙ୍କୁ ସିନ୍ଧୁ ସିଧାସଳଖ ୨୧-୧୬ ଓ ୨୧-୮ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ଚଳିତ
Read More...

ଆସନ୍ତାକାଲି ଭାରତ ବନ୍ଦ

ନୂଆଦିଲ୍ଲୀ:ଆସନ୍ତା କାଲି ଓ ତା’ପର ଦିନ ଭାରତ ବନ୍ଦ । ମାର୍ଚ୍ଚ ୨୮ ଓ ୨୯ରେ ଭାରତ ବନ୍ଦ ଡାକରା ଦେଇଚି ଟ୍ରେଡ୍‌ ୟୁନିୟନ୍‌ । କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଟ୍ରେଡ୍‌ ୟୁନିୟନ୍‌ ଏହି ଡାକରା ଦେଇଛି । ଏଥିରେ ବ୍ୟାଙ୍କ ୟୁନିୟନ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଭାରତ
Read More...

ୟୁନାଇଟେଡ୍‌ ଟ୍ରେଡ୍‌ ୟୁନିଅନ୍ସ ଅଫ୍‌ ବଲାଙ୍ଗୀର ତରଫରୁ ପଥପ୍ରାନ୍ତ ସଭା

ବଲାଙ୍ଗୀର : କେନ୍ଦ୍ରିୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ ତରଫରୁ ୨୮ ଓ ୨୯ ତାରିଖ ୨ଦିନିଆ ଭାରତ ବନ୍ଦକୁ ସଫଳ କରିବା ପାଇଁ ୟୁନାଇଟେଡ୍‌ ଟ୍ରେଡ୍‌ ୟୁନିଅନ୍ସ ଅଫ୍‌ ବଲାଙ୍ଗୀର ତରଫରୁ ପଥପ୍ରାନ୍ତ ସଭା କରାଯାଇଛି । କାହିଁକି କେଉଁ ପରିସ୍ଥିତିରେ ଦେଶବ୍ୟାପି ଭାରତ ବନ୍ଦ୍‌ ଡାକରା
Read More...

ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ପୁରୀ ଭ୍ରମଣ

ପୁରୀ: ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବେ ନିଯୁକ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀମାନେ ପୁରୀ ଭ୍ରମଣ କରିଛନ୍ତି । ସେମାନଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଏକ ମାସ ନିମନ୍ତେ ତାଲିମ ପ୍ରଦାନ କରାଯାଉଛି । ସେମାନେ ପ୍ରଥମେ କୋଣାର୍କ, ରାମଚଣ୍ଡି ବୁଲି ଦେଖିସାରିବା ପରେ
Read More...

ଗଛରେ ପିଟି ହୋଇ ଜଳିଗଲା କାର,ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକର ସଦର ଥାନା ଅନ୍ତର୍ଗତ ଗୁମାଗଡ ଠାରେ ଗଛରେ ପିଟି ହୋଇ ଜଳିଗଲା କାର,ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ସୂଚନାନୁସାରେ ଫୁଲବାଣୀରୁ ଭଞ୍ଜନଗର ଯାଉଥିବା ବେଳେ ସଦର ଥାନା ଅନ୍ତର୍ଗତ ଗୁମାଗଡ଼ ଶନି ମନ୍ଦିର ନିକଟରେ କାର ଦୁର୍ଘଟଣାରେ ଗୋଟିଏ
Read More...

ଘୁ. ଉଦୟଗିରି ପୌର ନିର୍ବାଚନରେ ୮ ନମ୍ବର ୱାର୍ଡରେ କଂଗ୍ରେସ କାଉନସିଲର ଯାକେଶ କୁମାର୍‌ ପ୍ରଧାନ ବିଜୟୀ

ଘୁ.ଉଦୟଗିରି : ଘୁ. ଉଦୟଗିରି ପୌର ନିର୍ବାଚନ ଶେଷ ହୋଇଛି । ଫଳାଫଳ ଘୋଷଣା ପରେ ସ୍ଥାନୀୟ ସହରର ୮ ନମ୍ବର ୱାର୍ଡର କାଉନସିଲର ପ୍ରାର୍ଥୀ ଭାବରେ କଂଗ୍ରେସ ପକ୍ଷରୁ ପ୍ରତିନ୍ଦ୍ୱନ୍ଦି କରିଥିବା ଯାକେଶ କୁମାର୍‌ ପ୍ରଧାନ ୨୦୫ ଟି ଭୋଟ ପାଇ ବିଜୟୀ ହୋଇଥିଲେ । ନିକଟତମ ବିଜେଡି ପ୍ରତିନ୍ଦ୍ୱନ୍ଦୀ
Read More...