ବୌଦ୍ଧ ବ୍ଲକ ଶିକ୍ଷକ କୋର ଟିମ ବୈଠକ

ବୌଦ୍ଧ : ବୌଦ୍ଧ ବ୍ଲକ ୨୦୦୫ମସିହା ବ୍ୟାଚ ଶିକ୍ଷକମାନଙ୍କ କୋର ଟିମର ଏକ ବୈଠକ ରାଜ୍ୟସଂଘ ଉପସଭାପତି ଶମ୍ଭୁ ଗିରିଙ୍କ ଅଧ୍ୟକ୍ଷତାରେ ବୌଦ୍ଧ ବ୍ରିଜଛକ ନିକଟସ୍ଥ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ସହଯୋଗରେ ବିଦ୍ୟାଳୟମାନଙ୍କୁ ଜମି ପଟ୍ଟା ଦିଆଯାଉଥିବାରୁ ଜିଲ୍ଲାପାଳ ତଥା
Read More...

ପୁଅର ମର ଶରୀରକୁ ବାେହି ବୋହି ନେଲା ବାପା

ରାୟଗଡା : ହଜିଯାଇଛି ସ୍ୱାସ୍ଥ୍ୟ ବିଭାଗର ମାନବିକତା । ଶବକୁ ମିଳିଲାନି ଶବ ବୁହା ମହାପ୍ରୟାଣ ଗାଡି । ଫଳରେ ନିଜ ୯ବର୍ଷର ପୁଅର ମର ଶରୀରକୁ ପ୍ରାୟ ଦେଢ କିଲୋମିଟର ଜନଗହଳି ରାସ୍ତାରେ କାନ୍ଧରେ ବୋହି ଜଣେ ବାପା ଓ ସାଥିରେ ମା ସହ ସଂପର୍କୀୟମାନେ କାନ୍ଦି ବୋବାଳି ଯାଉଥିବା ହୃଦୟ ବିଦାରକ
Read More...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର:  ଆସନ୍ତା ୨୪ ଘଣ୍ଟାରେ ବର୍ଷା । ହାଲକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ।  ଗଞ୍ଜାମ, ଗଜପତି, ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସେହିପରି ୨୨ ତାରିଖରେ ଗଞ୍ଜାମ, ଗଜପତି,
Read More...

ପଲିଥିନ ମୁକ୍ତ ମହା ଅଭିଯାନରେ ସାମିଲ ହେଲେ ଏସପି

ସୁବର୍ଣ୍ଣପୁର: ଆଜି ସ୍ୱଚ୍ଛ ସହର ସ୍ୱଚ୍ଛ ସୁବର୍ଣ୍ଣପୁର ଗଢିବା ପାଇଁ ସୁବର୍ଣ୍ଣପୁର ଏସପିଙ୍କ ନେତୃତ୍ୱ ଓ ତତ୍ୱାବଧାନରେ ରିଜର୍ଭ ଇନ୍ସପେକ୍ଟର ପ୍ରଦ୍ୟୁମ୍ନ ପଟେଲ, ସ୍ୱଚ୍ଛ ଭାରତ କୋଡିନେଟର ମନୋରଞ୍ଜନ ତ୍ରିପାଠୀ ଓ ହାବିଲଦାର ମନୋଜ ପଣ୍ଡାଙ୍କ ସଂଯୋଜନାରେ ସ୍ୱଚ୍ଛ ଭାରତ ସଂଗଠନ, ପୋଲିସ ଟିମ,
Read More...

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଇ-ଫାଇଲିଂ ଷ୍ଟେସନ ଉଦ୍‌ଘାଟିତ

ପାରଳାଖେମୁଣ୍ଡି,: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କୋର୍ଟ ପରିସରରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ଏସ୍‌.ମୂରଲୀଧରଙ୍କ ଦ୍ୱାରା ଇ-ଫାଇଲ ଷ୍ଟେସନ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚ
Read More...

ସୁବର୍ଣ୍ଣପୁର ସହରକୁ ପ୍ରବେଶ କଲେ ଜଙ୍ଗଲି ବାରହା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ଜଙ୍ଗଲ ପାର୍ଶ୍ୱବର୍ତ୍ତି ଗାଁମାନଙ୍କରେ ଏବେ ଜଂଗଲି ବାରହାଙ୍କ ଉପଦ୍ରବ ବଢିବଢି ଚାଲିଛି । ଜିଲ୍ଲାର ବୀରମହାରାଜପୁର, ଉଲୁଣ୍ଡା, ବିନିକା ସମେତ ସୁବର୍ଣ୍ଣପୁର ସଦର ବନାଂଚଳରେ ଦଳ ଦଳ ଜଂଗଲି ବାରହା ରାତିରେ ଆସି ପନିପରିବା ଓ ଅନ୍ୟାନ୍ୟ ଡାଲି ଜାୟୀୟ
Read More...

ପ୍ରଚାର ମଇଦାନରେ ଝିଅଙ୍କ ସହ ସାଂସଦ ସଙ୍ଗୀତା ସିଂହଦେଓ

ବଲାଙ୍ଗୀର : ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ଓ ତାଙ୍କ ଝିଅ ନିବୃତ୍ତି କୁମାରୀ ସିଂହଦେଓ । ବଲାଙ୍ଗୀର ପୌରାଧକ୍ଷ ପ୍ରାର୍ଥୀନୀ ସବିତା ବାର୍ଲା ଓ କାଉନସିଲରଙ୍କୁ ଭୋଟ ଦେବାକୁ ପଡାପଡା ବୁଲି ଜୋରଦାର ପ୍ରଚାର କରିଥିଲେ । ମୋଦି
Read More...

ସୁବର୍ଣ୍ଣପୁରଠାରେ ବିଶ୍ୱ ମୁଖଗହ୍ୱର ଦିବସ ପାଳିତ

ସୁବର୍ଣ୍ଣପୁର: ସଦର ମହକୁମା ସ୍ଥିତ ମହିମା ବ୍ରୁଦ୍ଧାଶ୍ରମ ଝିଙ୍କି ଠାରେ ବିଶ୍ୱ ମୁଖଗହ୍ୱର ଦିବସ ପାଲିତ ହୋଇଯାଇଛି । ଏହି ଅବସରରେ ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀ ଓ କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ସଚେତନତା ସଭାରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁରର ଅତିରିକ୍ତ ଜନ ସ୍ୱାସ୍ଥ୍ୟ
Read More...

ଆଦିବାସୀ ପ୍ରତିନିଧି ଜୟପାଳ ସିଂ ମୁଣ୍ଡାଙ୍କ ୫୨ତମ ତିରୋଧାନ ଦିବସ ପାଳିତ

ପାଟଣାଗଡ : ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଆଦିବାସୀ ଭବନ ଠାରେ ଭାରତର ବିଶିଷ୍ଟ ଆଦିବାସୀ ନେତା ତଥା ଭାରତୀୟ ସମ୍ବିଧାନ ସଭାର କ୍ରାନ୍ତିକାରୀ ଆଦିବାସୀ ପ୍ରତିନିଧି ଜୟପାଳ ସିଂମୁଣ୍ଡାଙ୍କ ୫୨ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ସଭାରେ ଆଦିବାସୀ ମାନେ ଅଦ୍ୱିତୀୟ ଆଦିବାସୀ ନେତା
Read More...

ହଟିଲା କଟକଣା,ହସିଲେ ଭକ୍ତ

ପୁରୀ : ଦୀର୍ଘ ଦୁଇବର୍ଷ ପରେ ଆଜିଠାରୁ ବିଦ୍ଧିବଦ୍ଧ ଭାବେ ଉଠିଲା ସମସ୍ତ କୋଭିଡ୍‌ କଟକଣା । ଆଜିଠାରୁ ପ୍ରତ୍ୟେକ ରବିବାର ସହ ସପ୍ତାହକ ସାତଦିନ ଭକ୍ତ କରିବେ ମହାପ୍ରଭୁଙ୍କ ଦର୍ଶନ । ଯାହାକୁ ନେଇ ଭକ୍ତ ଶ୍ରଦ୍ଧାଳୁ ବେଶ୍‌ ଖୁସି ଜାହିର୍‌ କରିଥିବା ବେଳେ ଚାରି ଦୁଆର ଖୋଲିଲେ ଆହୁରି ସୁବିଧା
Read More...