କଂଗ୍ରେସର ଆରମ୍ଭ ହେଲା ଯୋରଦାର ପ୍ରଚାର

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ପୌର ନିର୍ବାଚନ ପାଖେଇ ଯେତିକି ଆସୁଛି ପ୍ରତିଦ୍ୱନ୍ଦୀ ମାନଙ୍କ ମନରେ ଉତ୍କଣ୍ଠା ସେତିକି ବଢି ଚାଲିଛି ।ଚଳିତ ପୌର ନିର୍ବାଚନରେ କଂଗ୍ରେସ ସହ ବିଜେଡିର କଡା ଟକ୍କର ହେବାର ସମ୍ଭାବନା ଦେଖାଯାଉଛି । ବିଶେଷ କରି ଚେୟାରମ୍ୟାନ ପାର୍ଥୀ ପାଇଁ କଂଗ୍ରେସ ପକ୍ଷରୁ ସବିତା
Read More...

ପ୍ରଚାର ସାଙ୍ଗକୁ ବିଜେଡ଼ିର ମିଶ୍ରଣ ପର୍ବ

ବାଲିଗୁଡ଼ା: ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ମୈଦାନ ସେତିକି ଜମିବାରେ ଲାଗିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ଓ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ମାରାଥନ୍‌ ପ୍ରଚାର ହୋଇଛି । ଦଳୀୟ
Read More...

ଭୂକମ୍ପରେ ଥରିଲା ଜାପାନ,ଜାରି ହେଲା ସୁନାମି ଆଲର୍ଟ

ଟୋକିଓ: ଜାପାନରେ ଆଜି ଏକ ବଡ଼ ଧରଣର ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ରାଜଧାନୀର ଟୋକିଓ ନିକଟରେ ଏହାର କେନ୍ଦ୍ରସ୍ଥଳ ରହିଥିବା ଜଣାପଡିଛି । ଭୂକମ୍ପର ତୀବ୍ରତା ୭.୧ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି । ସେହିପରି ସୁନାମି
Read More...

୧୨ ରୁ ୧୪ ବର୍ଷ ବୟସ୍କଙ୍କ ପାଇଁ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା କୋଭିଡ୍‌ ଟିକାକରଣ

ବୌଦ୍ଧ, ୧୬/୩- ଜାତୀୟ ଟିକାକରଣ ଦିବସ ଅବସରରେ ଆଜିଠାରୁ ବୌଦ୍ଧ ଜିଲ୍ଲାରେ ୧୨ ରୁ ୧୪ ବର୍ଷର କିଶୋର କିଶୋରୀ ମାନଙ୍କ ପାଇଁ କୋଭିଡ୍‌ ଟିକାକରଣ ଆରମ୍ଭ ହୋଇଯାଇଛି । ଏଥିପାଇଁ ଜିଲ୍ଲାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୧୪୦୦୦ ଡୋଜ୍‌ କୋର୍ବେଭ୍ୟାକ୍ସ୍‌ ଟିକା ଆସିଅଛି । ସ୍ଥାନୀୟ
Read More...

ଚିହ୍ନଟ ହେଲା କରୋନାର ନୂଆ ଭାରିଏଣ୍ଟ

ଜେରୁଜେଲମ: ଇସ୍ରାଏଲରୁ ଠାବ ହୋଇଛି କରୋନାର ନୂଆ ଭାରିଏଣ୍ଟ । ଦୁଇ ଜଣଙ୍କ ଶରୀରରୁ ଏହି ନୂଆ ଭାରିଏଣ୍ଟ ଠାବ ହୋଇଛି । ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୂର୍ବରୁ ମିଳିଥିବା ଓମିକ୍ରନର ଦୁଇଟି ସବ୍‌ ଭାରିଏଣ୍ଟ ମିଳିତ ଭାବେ ଗୋଟିଏ ନୂଆ ରୂପ ଧାରଣ କରିଛନ୍ତି
Read More...

୨୧ରେ ଶପଥ ନେଇପାରନ୍ତି ଯୋଗୀ : ଅତିଥି ତାଲିକାରେ ସୋନିଆ,ମାୟାବତୀ

ନୂଆଦିଲ୍ଲୀ,୧୬/୩ : ଆସନ୍ତା ୨୧ ତାରିଖରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇପାରନ୍ତି ଯୋଗୀ ଆଦିତ୍ୟନାଥ । ଶପଥ ଗ୍ରହଣ ଉତ୍ସବ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍‌ନୌର ଅଟଳ ବିହାରୀ ବାଜପେଇ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏଥପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୨୦୦ରୁ
Read More...

ଏସକେସିଜି ଅଟୋ କଲେଜର ରାଜନୈତିକ ବିଜ୍ଞାନ ବିଭାଗର ସେମିନାର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଏସକେସିଜି ରାଜନୈତିକ ବିଜ୍ଞାନ ବିଭାଗର ସେମିନାର ଅନୁଷ୍ଠିତ ହୋଇଯାଇଛି । ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା
Read More...

୧୨ରୁ ୧୪ ବର୍ଷ ବୟସ ପିଲାଙ୍କୁ କରୋନା ଟିକାକରଣ ଅଭିଯାନ ଶୁଭାରମ୍ଭ

ପୁରୀ: ଜିଲ୍ଲାରେ ୧୨ ରୁ ୧୪ ବର୍ଷ ବୟସ ପିଲାଙ୍କୁ କରୋନା ଟୀକାକରଣ ଅଭିଯାନ ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ଅଭିଯାନ ଶୁଭାରମ୍ଭ କରିଛନ୍ତି । ପ୍ରାୟ ୬୧ ହଜାର ୫୫୬ଜଣ ପିଲାଙ୍କୁ ଏହି ଅଭିଯାନରେ ସାମିଲ କରାଯିବ । ଆସନ୍ତା ଏକ
Read More...

ଇନଟାକ୍‌ ସୋନପୁରର ନୂତନ ଆବାହକ ଓ ସହ ଆବାହକ ମନୋନୀତ

ସୁବର୍ଣ୍ଣପୁର : ଐତିହ୍ୟର ସୁରକ୍ଷା ପାଇଁ ଜାତୀୟସ୍ତରରେ ସମର୍ପିତ ଅନୁଷ୍ଠାନ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଏଣ୍ଡ କଲଚରାଲ ହେରିଟେଜ୍‌ ବା ଇନଟାକର ସୋନପୁର ଚେପ୍ଟର ପାଇଁ ସୁନାମଧନ୍ୟ ସିନେ ଅଭିନେତା ପ୍ରଦ୍ୟୁମ୍ନ କୁମାର ସାହୁ ଆବାହକ ଭାବେ ମନୋନୀତ ହୋଇଛନ୍ତି । ଜଣେ
Read More...

ଧୂମାଭଟା ପଞ୍ଚାୟତ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ବନମାଳୀ ନାଏକ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟା ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଭାବେ ବନମାଳୀ ନାଏକ କାର୍ଯ୍ୟଲୟରେ ଯୋଗ ଦେବାସହ ସୁଚାରୁ ରୂପେ ସରପଞ୍ଚ ଦାୟିତ୍ୱ ପାଞ୍ଚ ବର୍ଷ ପାଇଁ ତୁଲାଇବାକୁ ଶପଥ ଗ୍ରହଣ ନେଇଛନ୍ତି । ଧୂମା ଭଟା ପଞ୍ଚାୟତ ସରପଞ୍ଚ ଭାବେ
Read More...