ଅଶ୍ୱିନଙ୍କୁ ପ୍ରଶଂସାରେ ପୋତିଲେ ରୋହିତ, କହିଲେ ଏହି ବଡ କଥା

ବେଙ୍ଗାଲୁରୁ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜକୁ ଭାରତ କ୍ଲିନସୁଇପ କରିବାରେ ସଫଳ ହୋଇଛି । ଏଥି ସହିତ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଆନସିପ ପଏଣ୍ଟ ଟେବୁଲ ତାଲିକାରେ ଚତୁର୍ଥ ସ୍ଥାନକୁ ଉନ୍ନତି ହୋଇଛି । ଭାରତର ଆଗରେ ଦ.ଆଫ୍ରିକ, ପାକିସ୍ତାନ ଓ ଅଷ୍ଟ୍ରେଲିଆ ରହିଛନ୍ତି । ସେହିପରି ଶ୍ରୀଲଙ୍କା
Read More...

ଦାଦାର ଟାଙ୍କିଆ ଚୋଟରେ ଝିଆରୀ ମୃତ

ଦେବଗଡ : ସଂପର୍କ ଭୁଲିଗଲା ଦାଦା । ସାମାନ୍ୟ ପାରିବାରିକ ବିବାଦକୁ ନେଇ ହତ୍ୟା କରିବାକୁ ବି ପଛାଇଲାଣି ଦାଦା । ତାହା ପୁଣି ନିଜ ଝିଆରୀକୁ । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଖବର ଅନୁଯାୟୀ, ପାରିବାରିକ କଳହକୁ ନେଇ ଝିଆରୀକୁ ଟାଙ୍ଗିଆରେ ହାଣିଦେଲା ଦାଦା ।
Read More...

ଭିଜିଲାନ୍ସ ଜାଲରେ ଜିଲ୍ଲା କୃଷି ଅଧିକାରୀ

ମାଲକାନଗିରି : ଭିଜିଲାନ୍ସ ଜାଲରେ ଜିଲ୍ଲା କୃଷି ଅଧିକାରୀ । ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ ଏମ୍‌. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ ।ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ
Read More...

ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷା କାର୍ଯ୍ୟସୂଚୀ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା-୨୦୨୨ ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ଏହି ପରୀକ୍ଷା ଏପ୍ରିଲ ୨୯ରୁ ଆରମ୍ଭ ହୋଇ ୭ ମେ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ଅର୍ଥାତ୍‌ ଏପ୍ରିଲ ୨୯ରେ ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା ହେବ । ସେହିପରି ମେ ୨ରେ
Read More...

ଜିଲ୍ଲାସ୍ତରୀୟ କନିଷ୍ଠ ରେଡ଼କ୍ରସ ପରାମର୍ଶଦାତା ପ୍ରଶିକ୍ଷଣ ଶିବିର

ବୌଦ୍ଧ,୧୪/୩:- ବୌଦ୍ଧ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ବୌଦ୍ଧ ଶିକ୍ଷାଜିଲ୍ଲା ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ କନିଷ୍ଠ ରେଡ଼କ୍ରସ ପରାମର୍ଶଦାତା ପ୍ରଶିକ୍ଷଣ ଶିବିର ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଗୋଷ୍ଠୀଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା
Read More...

ବିଜେପିର ପୌର ନିର୍ବାଚନ ଇସ୍ତାହାର ପ୍ରକାଶ

ବୌଦ୍ଧ,୧୪/୩: ଆଜି ବୌଦ୍ଧଗଡ ଏନଏସି ପାଇଁ ବିଜେପିର ପୌର ନିର୍ବାଚନ ଇସ୍ତାହାର ପ୍ରକାଶ ପାଇଛି । ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ୨୨ଟି ପ୍ରସଙ୍ଗ ବିଶିଷ୍ଟ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ଇସ୍ତାହାର ଅନୁସାରେ ବିଜେପି ବୌଦ୍ଧଗଡ ଏନଏସିରେ
Read More...

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ମୂଲ୍ୟବୋଧ ଶିକ୍ଷାର ଶୁଭାରମ୍ଭ

ବୌଦ୍ଧ,୧୪/୩: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ନୈତିକ ଓ ମୂଲ୍ୟବୋଧ ଶିକ୍ଷାର ଶୁଭାରମ୍ଭ ହୋଇଯାଇଛି । ପ୍ରକାଶଯୋଗ୍ୟ ଯେ ଉଚ୍ଚ ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ନାତକ ସ୍ତରରେ ପ୍ରଥମ ଥର ପାଇଁ ଉକ୍ତ ଶିକ୍ଷା
Read More...

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗୁଣ୍ଡାଗିରି ପ୍ରତିବାଦରେ ବିଜେପି ତରଫରୁ ସତ୍ୟାଗ୍ରହ

ବୌଦ୍ଧ ୧୪/୩:- ଆଜି ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗୁଣ୍ଡାଗିରି ପ୍ରତିବାଦରେ ଦୁଇ ଘଣ୍ଟିଆ ସତ୍ୟାଗ୍ରହ ରାଜ୍ୟ ବିଜେପି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଜେପି କର୍ମକର୍ତ୍ତାଙ୍କ ସହ ବିଜ୍ଞାପିତ ଅଞ୍ଚଳ ପରିଷଦ ବୌଦ୍ଧ
Read More...