ଫୁଲବାଣୀ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଫୁଲବାଣୀ :ନ୍ୟାୟାଳୟମାନଙ୍କରେ ଦୀର୍ଘ ଧରି ବିଚାରାଧୀନ ଥିବା ଓ ପ୍ରାକ୍‌ ମକଦ୍ଦମା ସ୍ତରୀୟ ସାମାଧାନ ଯୋଗ୍ୟ ବିଭିନ୍ନ ଛୋଟଛୋଟ ମାମଲା ଗୁଡ଼ିକର ଫଇସଲା କରାଯାଇ, ବିଚାରାଧିନ ମାମଲା ପରିମାଣ ହ୍ରାସ କରିବା ସହିତ ଏକ ବିକଳ୍ପ ନ୍ୟାୟିକ ପନ୍ଥା ମାଧ୍ୟମରେ ଜନ ସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ
Read More...

ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ବିଭିନ୍ନ ବ୍ଳକର ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା ନିନ୍ଦ୍ୱର୍ନ୍ଦରେ ନିର୍ବାଚିତ

ପାଟଣାଗଡ଼ : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ, ବେଲପଡା, ପାଟଣାଗଡ଼ ବ୍ଳକରେ ଆଜି ଅଧ୍ୟକ୍ଷ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଯାଇଛି । ଖପ୍ରାଖୋଲ ନୂତନ ଅଧ୍ୟକ୍ଷା ଭାବରେ ନିରୁପମା ପଟେଲ ନିର୍ବାଚିତ ହୋଇଥିବା ବେଳେ ବେଲପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ହେଲେ କୁମାରୀ ଟିନା
Read More...

ଖୁସି ଖବର, ଏଣିକି ରବିବାର ବି ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

ପୁରୀ : ଭକ୍ତ ଶ୍ରଦ୍ଧାଳୁଙ୍କୁ ପାଇଁ ଖୁସିର ଖବର । ଏଣିକି ପ୍ରତ୍ୟେକ ରବିବାର ଖୋଲିବ ଶ୍ରୀମନ୍ଦିର । କୋଭିଡ କଟକଣା ଯୋଗୁ ଶ୍ରୀମନ୍ଦିର ସାନିଟାଇଜ ପାଇଁ କରିବା ପାଇଁ ଗତ ଦୁଇବର୍ଷ ଧରି ରବିବାର ଦିନ ଦର୍ଶନ ବନ୍ଦ ରହିଥିଲା । ଏବେ କୋଭିଡର ଗାଇଡ ଲାଇନକୁ ଶ୍ରୀମନ୍ଦିର ପ୍ରଶାସନ କୋହଳ କରିଛି ।
Read More...

ଘୁ.ଉଦୟଗିରି ବ୍ଲକ ଅଧ୍ୟକ୍ଷ ହେଲେ ସୁଷମା ପ୍ରଧାନ

ଘୁ ଉଦୟଗିରି:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରାୟ ଶେଷ ପର୍ଯ୍ୟାୟ ସମିତି ଅଧ୍ୟକ୍ଷ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି । ଗତ ପାଞ୍ଚଟି ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ପଞ୍ଚାୟତ ନିର୍ବାଚନ ହୋଇଥିଲା । ଘୁ ଉଦୟଗିରି ବ୍ଲକରେ ଗତ ୨୨ତାରିଖ ଦିନ ନିର୍ବାଚନ ହୋଇଥିଲା ଓ ଏହାର ଭୋଟ ଗଣତି ଘୁ
Read More...

ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବ୍ଲକରେ ବିଜେଡି ଦଳର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ଦ୍ୱନ୍ଦରେ ନିର୍ବାଚିତ

ସୁବର୍ଣ୍ଣପୁର :ସୁବର୍ଣ୍ଣପୁର ଜିଲ୍ଲାରେ ନିକଟରେ ଅନୁଷ୍ଠିତ ହୋଇଯାଇଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ଆଜି ୬ଟି ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟରେ ନବ ନିର୍ବାଚିତ ସମିତି ସଭ୍ୟ ଓ ସଭ୍ୟାମାନେ ୬ଟି ଯାକ ବ୍ଲକରେ
Read More...

ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳାରୁ ଦୁଇ ମାସର ଶିଶୁର ମୃତ୍ୟୁ ଅଭିଯୋଗ

ଫୁଲବାଣୀ :-ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳାରୁ ଦୁଇ ମାସର ଶିଶୁର ମୃତ୍ୟୁ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଶିଶୁର ପିତା ଶିବୁ ଦିଗାଲ ଓ ମା ସୋନାଲି ବେହେରା । କନ୍ଧମାଳ ଜିଲ୍ଲା ଦୁତିମେଣ୍ଡି ପଞ୍ଚାୟତ ବୈଇକୁମ୍ପାରୁ ଶିଶୁକୁ ନେଇ ଚିକିତ୍ସା ପାଇଁ ଫୁଲବାଣୀ ସଦର
Read More...

ଜଗଦଳପୁର ପଞ୍ଚାୟତର ସରପଞ୍ଚ ଭାବେ କ୍ରାନ୍ତୀ କୁମାରୀ ଦେବୀଙ୍କ ଦାୟିତ୍ୱ ଗ୍ରହଣ

ଗଞ୍ଜାମ : କୁକୁଡ଼ାଖଣ୍ଡି ବ୍ଲକର ଜଗଦଳପୁର ପଞ୍ଚାୟତରେ ଗୁରୁବାର ଦିନ ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଉଚ୍ଚ ଶିକ୍ଷିତା ତଥା ମହିଳା ସମାଜସେବୀ କ୍ରାନ୍ତୀ କୁମାରୀ ଦେବୀ । ଜଗଦଳପୁର ପାଞ୍ଚୟତରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିବାରେ ତାଙ୍କର ମୁଖ୍ୟ ଭୂମିକା
Read More...

ଆଠମଲ୍ଲିକ ବ୍ଲକ ଅଧ୍ୟକ୍ଷ ହେଲେ ଦୁଃଶାସନ ରାଉଳ

କିଆକଟା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଇତି ମଧ୍ୟରେ ଶେଷ ହେବା ସହ ଫଳାଫଳ ମଧ୍ୟ ଘୋଷଣା ହୋଇଛି । ଗତକାଲି ନାଏବ ସରପଞ୍ଚ ନିର୍ବାଚନ ଥିବା ବେଳେ ଆଜି ବ୍ଲକ ଅଧ୍ୟକ୍ଷ ପଦପାଇଁ ରାଜ୍ୟର ସମସ୍ତ ବ୍ଲକରେ ନିର୍ବାଚନ ହୋଇଥିଲା । ଏହି ଅବସରରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ମଧ୍ୟ ବ୍ଲକ ଅଧ୍ୟକ୍ଷ
Read More...

ଚିଲିକା ବିଧାୟକଙ୍କୁ ଛେଚିଲେ ଜନତା, ରକ୍ତ ଜୁଡୁବୁଡୁ ହୋଇ ମେଡିକାଲ ଗଲେ

ଭୁବନେଶ୍ୱର : ଉତ୍ପାତ ହେଲେ, ମାଡ ଖାଇଲେ , ରକ୍ତ ଜୁଡୁବୁଡୁ ହୋଇ ମେଡିକାଲ ଗଲେ । ଶନିବାର ଏମିତି କିଛି ଘଟଣା ଘଟିଥିଲା ବାଣପୁର ବ୍ଲକ ସମ୍ମୁଖରେ । ୨୦ଜଣରୁ ଅଧିକ ଲୋକଙ୍କ ଉପରେ ଚଢାଇଦେଲେ ଗାଡି । ଏଥିରୁ ବାଦ୍‌ ପଡିଲେନି ଥାନାଅଧିକାରୀ କି ସାଧାରଣଲୋକ ।  ପରିସ୍ଥିତି ଏପରି ହେଲା କି
Read More...

ଟୀକାକରଣ ସଚେତନତା ରଥ ଉଦଘାଟିତ

ବୌଦ୍ଧ,୧୨/୩- ବୌଦ୍ଧ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଟୀକାକାରଣ ସଚେତନତା ରଥ ଉଦଘାଟିତ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅଭୟ କୁମାର ଦାଶ ସବୁଜ ପତାକା ଦେଖାଇ ଏହାର ଉଦଘାଟନ କରିଥିଲେ । ଜିଲ୍ଲା ମ୍ୟାଲେରିଆ ନିରାକରଣ
Read More...