ଅତିରିକ୍ତ ଜିଲ୍ଲାପାଳଙ୍କ ରାମକୃଷ୍ଣବାଳାଶ୍ରମ ପରିଦର୍ଶନ

ବୌଦ୍ଧ,୧୨/୩- ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତା ରାଣୀ ଦଳବେହେରା, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ସାକ୍ଷୀଗୋପାଳ ପ୍ରଧାନ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରାହୁଲ ପ୍ରଧାନ ବୀରନରସିଂହପୁର ସ୍ଥିତ ରାମକୃଷ୍ଣବାଳାଶ୍ରମ ତ୍ରୟମାସିକ ପରିଦର୍ଶନରେ ଯାଇଥିଲେ ।
Read More...

ଗଜପତି ଜିଲ୍ଲା ଆମ୍‌ ଆଦମୀ ପାର୍ଟି ମନାଇଲା ବିଜୟ ଉତ୍ସବ

ପାରଳାଖେମୁଣ୍ଡି : ପଞ୍ଜାବରେ ଆମ୍‌ ଆଦମୀ ପାର୍ଟିର ଐତିହାସିକ ବିଜୟ ଓ ଗୋଆରେ ଆପ୍‌ର ୨ ଜଣ ବିଧାୟକଙ୍କ ବିଜୟ ଅବସରରେ ଆପ୍‌ ଗଜପତି ତରଫରୁ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କରଣ ସାହିରେ ଥିବା ଜିଲ୍ଲା କାର୍ଯ୍ୟାଳୟଠାରେ ଏକ ବୈଠକ
Read More...

ରୋଚକ ସ୍ଥିତିରେ ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ନିର୍ବାଚନ

ଦଶପଲ୍ଲା : ଦଶପଲ୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ଆସନ ପାଇଁ ନିର୍ବାଚନ ଏବେ,ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଆଜି ଅଧ୍ୟକ୍ଷା ନିର୍ବାଚନ ଅନୁଷ୍ଠିତ ହେବ । ଇତିମଧ୍ୟରେ ବ୍ଲକ୍ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଏହି ଆସନଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ୨୦
Read More...

ଜିଲ୍ଲା କ୍ରିକେଟ ସଂଘ ତରଫରୁ ଅପ୍ରେଲ ପ୍ରଥମ ସପ୍ତାହରେ ସୋନପୁର ପ୍ରିମିୟର କ୍ରିକେଟ ଲିଗ୍‌

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ୍‌ ଆସୋସିଏସନ ପକ୍ଷରୁ ଆସନ୍ତା ଅପ୍ରେଲ ୩ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଗାନ୍ଧି ପଡିଆଠାରେ "ସୋନପୁର ପ୍ରିମିୟର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ' ଆରମ୍ଭ ହେବ । ୬୦ ଜଣ ଖେଳାଳିଙ୍କୁ ନେଇ ୪ଟି ଫ୍ରାଞ୍ଚାଇଜ ଗଠନ କରାଯାଇଥିବାବେଳେ
Read More...

ଜିଲ୍ଲାସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଏଏମ୍‌ସିଏସ୍‌ କଲେଜରେ ଫୁଲବାଣୀ ନେହରୁ ଯୁବକେନ୍ଦ୍ର ପକ୍ଷରୁ ଯୁବକଯୁବତୀ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ଏ ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଛି । କଲେଜ ଅଧ୍ୟକ୍ଷ ଦିନବନ୍ଧୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ
Read More...

ଦଶପଲ୍ଲା ପ୍ରିମିୟର୍‌ ଲିଗ୍‌, ଆଜି ଅନୁଷ୍ଠିତ ହେଲା ଦୁଇଟି ମ୍ୟାଚ୍‌

ଦଶପଲ୍ଲା : ଆଜି ଦଶପଲ୍ଲା ପ୍ରିମିୟର୍‌ ଲିଗ୍‌ର ନବମ ଦିବସ ରେ ଦୁଇଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ୍‌ ବୈଶାଳୀ ଓ ଈଶାନୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବୈଶାଳୀ ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ସମସ୍ତ ୱିକେଟ ହରାଇ ୧୦୮ ରନ୍‌ କରିଥିଲା । ଈଶାନୀ ୧୪.୩ ଓଭର ରେ ବିଜୟ
Read More...

ହିଞ୍ଜିଳି, ଶେରଗଡର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ହିଞ୍ଜିଳି ଓ ଶେରଗଡ ବ୍ଲକ୍‌ର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦଳମତରୁ ଉର୍ଦ୍ଧ୍ବରେ ରହି ଲୋକଙ୍କ ସେବା କରିବା ପାଇଁ
Read More...

ସେନା ହେଲିକପ୍ଟର କ୍ରାଶ୍‌: ପାଇଲଟ ମୃତ

ଜମ୍ମୁ: ଉତ୍ତର କଶ୍ମୀରର ବନ୍ଦୀପୋରା ଜିଲ୍ଲାର ତୁଲୈଲ୍‌ ଅଞ୍ଚଳ ଅନ୍ତର୍ଗତ ଗୁରେଜ୍‌ରେ ଆଜି ଘଟିଥିବା ସେନା ହେଲିକପ୍ଟର ଦୁର୍ଘଟଣାରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଛି। ତେବେ କୋ ପାଇଲଟ ଜଣଙ୍କ ଗୁରୁତର ଅଛନ୍ତି। ସେନା ହସପିଟାଲାରେ ତାଙ୍କର ଚିକିତ୍ସା ଚାଲିଛି। ସୂଚନା ମୁତାବକ, ଆଜି
Read More...

ପୌର ପରିଷଦ ନିର୍ବାଚନକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ:- ଚଳିତ ମାସରେ କନ୍ଧମାଳ ଜିଲ୍ଲାର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦରେ ହେବାକୁ ଥିବା ସାଧାରଣ ନିର୍ବାଚନ ସଂକ୍ରାନ୍ତରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ଶକ୍ତି
Read More...

ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣସ୍ଥଳ ପରିଦର୍ଶନ କଲେ ପୁରୀ ଜିଲ୍ଲା ଓକିଲ ସଂଘ

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣକୁ ନେଇ ବିବାଦ ବଢିବା ପରେ ପୁରୀ ଜିଲ୍ଲା ଓକିଲ ସଙ୍ଘ ଆଜି ଘଟଣା ସ୍ଥଳ ପରିଦର୍ଶନ କରିଛି । ବିଶେଷ କରି ଐତିହ୍ୟ କରିଡର ନିର୍ମାଣ ନେଇ ଶ୍ରୀମନ୍ଦିର ଚାରିପାଖରେ ୩୦ ଫୁଟର ଗର୍ତ ଖୋଳିବା ଓ ନିର୍ମାଣ କାର୍ଯ୍ୟକୁ ନେଇ ପୁରୀ ଜିଲ୍ଲା ଓକିଲ ସଂଘ
Read More...