ଜନ ଔଷଧୀ ଦିବସ ଅବସରରେ ବାଳୁକା କଳା

ପୁରୀ : ୭ ମାର୍ଚ୍ଚକୁ ଭାରତରେ ଜନ ଔଷଧି ଦିବସ ଭାବେ ପାଳନ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଦିବସ ପାଳନ କରାଯାଉଛି । ଜେନେରିକ ଔଷଧର ବ୍ୟବହାର ନେଇ ଲୋକଙ୍କ ଭିତରେ ସଚେତନତା ବୃଦ୍ଧି ନେଇ ଏହି ଦିବସକୁ ପାଳନ କରାଯାଉଛି । ଗତ ୨୦୧୯ ମାର୍ଚ୍ଚ ୭ ତାରିଖ ରେ କେନ୍ଦ୍ର ସରକାର ଦେଶର
Read More...

ପାରଳାଖେମୁଣ୍ଡି ପୌର ପରିଷଦ ନିର୍ବାଚନ : ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦ ନିର୍ବାଚନ ନିମନ୍ତେ ଚତୁର୍ଥ ଦିନରେ ୬ ଜଣ ପାର୍ଥୀ କାଉନସିଲର ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଏହାକୁ ମିଶାଇ ମୋଟ ୯ ଜଣ ପାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚତୁର୍ଥ ଦିନରେ ବିଜେପି ତରଫରୁ ୱାର୍ଡ ନଂ
Read More...

ଧ୍ୟାନ ଦିଅନ୍ତୁ ବିଦ୍ୟୁତ ଉପଭୋକ୍ତା; ଆସନ୍ତାକାଲି ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ବନ୍ଦ ରହିବ ବିଦ୍ୟୁତ ସରବରାହ

ସୁବର୍ଣ୍ଣପୁର: ଜନସାଧାରଣଙ୍କୁ ଉପଯୁକ୍ତ ସୁରକ୍ଷିତ କ୍ଲିୟରେନ୍ସ ଦେବାପାଇଁ ଧୁବାବାହାଲି ଗ୍ରାମରେ ଗୋଟିଏ ନୂତନ ଉଚ୍ଚ ଟାୱାର ନିର୍ମାଣ ଓ ତାର ଟାଣିବା ପାଇଁ ନିଷ୍ପତ୍ତି ନିଆଯାଇଅଛି । ୧୩୨ କେ.ଭି. ବଲାଙ୍ଗିର-ସୋନପୁର ଲାଇନରେ ଉକ୍ତ କାର୍ଯ୍ୟ କରିବାପାଇଁ ତା ୦୮-୦୩-୨୦୨୨ରିଖ ଦିନ ସକାଳ
Read More...

ଭିଜିଲାନ୍ସ ଜାଲରେ କଲେଜ ପ୍ରିନ୍ସିପାଲ

ଭୁବନେଶ୍ୱର: ଆକ୍ସନ ମୋଡରେ ଭିଜିଲାନ୍ସ । ନିକଟରେ ବହୁ ବଡ ବଡ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ଫସିଥିବାବେଳେ ଆଜି ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ କଲେଜ୍ ପ୍ରିନ୍ସିପାଲ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବିଶ୍ୱନାଥପୁର ହୀରାଲୀଳା କଲେଜର ପ୍ରିନ୍ସିପାଲ ରମେଶ ସାହୁଙ୍କ ଘରେ ଆଜି
Read More...

ମଞ୍ଜୁ ରଥ ହେଲେ ବ୍ରହ୍ମପୁର କଂଗ୍ରେସ ମେୟର ପ୍ରାର୍ଥୀ

ବ୍ରହ୍ମପୁର: ପୌର ନିର୍ବାଚନ ପାଇଁ ସରଗରମ୍‌ ହୋଇଛି ରାଜନୈତିକ ମଇଦାନ । ଆସନ୍ତା ୨୪ ତାରିଖ ପଡିବ ପୌର ନିର୍ବାଚନ ଭୋଟ । ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନ୍‌ଏସି ଏବଂ ୩ଟି ମହାନଗର ନିଗମ ଭୁବନେଶ୍ୱର,କଟକ ଓ ବ୍ରହ୍ମପୁର ପାଇଁ ହେବ ଭୋଟ୍‌ । ଏଥିପାଇଁ ମାର୍ଚ୍ଚ ୨ତାରିଖରୁ ନାମାଙ୍କନ ଦାଖଲ
Read More...

ଅବସର ବେଳେ ପାଇଥିଲେ ୪୦ ଲକ୍ଷ,ଗରିବଙ୍କ ପାଠପଢା ପାଇଁ ଦେଇଦେଲେ ସବୁଯାକ

ନୂଆଦିଲ୍ଲୀ : ଏପରି ଅନେକ ଲୋକ ଅଛନ୍ତି,ଯେଉଁମାନେ ଆବଶ୍ୟକତା ଠାରୁ ଅଯଥାରେ ଅଧିକ ଖର୍ଚ୍ଚ କରିନ୍ତି । ଟଙ୍କାକୁ ସେମାନେ ମହତ କାର୍ଯ୍ୟରେ ଲଗାଇବା ବଦଳରେ ବରବାଦ କରନ୍ତି । ସେମାନଙ୍କର ଏହି ଅଯଥା ଖର୍ଚ୍ଚରେ ବହୁ ଗରିବ ଓ ଅସହାୟ ପିଲା ଓ ବୁଢାବୁଢି ଉପକୃତ ହୋଇପାରନ୍ତେ । କିନ୍ତୁ ମଣିଷପଣିଆର
Read More...

ଜାଣନ୍ତୁ,୨୦୩୦ ସୁଦ୍ଧା ମୋଟା ଲୋକଙ୍କ ସଂଖ୍ୟା କେତେରେ ପହଞ୍ଚିବ

ନୂଆଦିଲ୍ଳୀ : ହୃଦଘାତ,ଡାଏବେଟିସ,ନିମୋନିଆ,ନିଦ୍ରାହୀନତା,ଦ୍ରୁତ କେଶ ପତନ ଭଳି ମେଦବହୁଳତା ମଧ୍ୟ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା । ଅଳ୍ପ ବୟସର ପିଲାମାନେ ମଧ୍ୟ ଏହି ସମସ୍ୟାର ଶିକାର ହେଉଛନ୍ତି । ଏହି ସମସ୍ୟା ବହୁଳଭାବେ ବୃଦ୍ଧି ପାଇବାର ଅନ୍ୟତମ କାରଣ ହେଉଛି ଲୋକ ନିଜ ଇଚ୍ଛା ଅନୁସାରେ
Read More...

ଖାଇବା ତେଲ ଦରବୃଦ୍ଧିକୁ ନେଇ ତାତିଲେଣି ଲୋକେ : ମୋଦି ବିବ୍ରତ,ଖୁବଶୀଘ୍ର ସମୀକ୍ଷା

ନୂଆଦିଲ୍ଲୀ,୬/୩ : ଦେଶରେ ଖାଇବା ତେଲର ଅହେତୁକ ଦରବୃଦ୍ଧିନେଇ ଲୋକେ ତାତିଲେଣି । ଚାରିଆଡେ଼ ଅସନ୍ତୋଷର ସ୍ୱର ଉଠିଲାଣି । ଭାରତରେ ପାମ୍‌ ଅଏଲ, ସନ୍‌ଫ୍ଲାୱାର ଅଏଲ,ସୋୟା ଏବଂ ବନସ୍ପତି ତେଲ ଦାମ ବୃଦ୍ଧି ପାଇଛି । ତେବେ ସୋରିଷ ତେଲ ଦାମରେ କମ ବୃଦ୍ଧି ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି
Read More...

ପାଶ୍ଚାତ୍ୟ ପ୍ରତିବନ୍ଧକ ଯୋଗୁ ସଙ୍କଟରେ ଋଷିଆର ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ : ଋଷିଆ ଯେତେଯାହା କହିଲେ ମଧ୍ୟ ଏହାର ଅର୍ଥ ବ୍ୟବସ୍ଥା ଯେ ସଙ୍କଟ ଭିତରକୁ ଠଲି ହୋଇଗଲାଣି,ସେଥିରେ ଆଉ ସନ୍ଦେହ ନାହିଁ । ପାଶ୍ଚାତ୍ୟ ଦେଶମାନଙ୍କର କଠୋର ପ୍ରତିବନ୍ଧକ ଯୋଗୁ ଏହାର ଅର୍ଥନୈତିକ ସ୍ଥିତି ଦୋହଲିବାକୁ ବସିଲାଣି । ମୁଡିଜ୍‌ରେ ଋଷିଆର କ୍ରେଡିଟ ରେଟିଂ ହ୍ରାସ ହୋଇଛି ।
Read More...

ଫୁଲବାଣୀ ପୌରପରିଷଦ ପାଇଁ କଂଗ୍ରେସ ପୌରାଧ୍ୟକ୍ଷ ପ୍ରାର୍ଥୀ ସବିତା ମହାନ୍ତି

ଫୁଲବାଣୀ,୬/୩:- ଫୁଲବାଣୀ ପୌର ପରିଷଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପାଇଁ କଂଗ୍ରେସ ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ନେତାଜୀ କ୍ଳବ ଫୁଲବାଣୀଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଫୁଲବାଣୀ ପୌର ପରିଷଦ ନିର୍ବାଚନ ପାଇଁ କାଉନ୍‌ସିଲର ଏବଂ ପୌରାଧ୍ୟକ୍ଷା
Read More...