ଦଶପଲ୍ଲାର ବିଭିନ୍ନ ଶୈବପୀଠରେ ପାଳିତ ହେଉଛି ମହାଶିବରାତ୍ରୀ

ଦଶପଲ୍ଲା,୧/୩ - ଦଶପଲ୍ଲାର ବିଭିନ୍ନ ଶୈବପୀଠରେ ଆଜି ମହାସମାରୋହରେ ପାଳିତ ହେଉଛି ମହାଶିବରାତ୍ରୀ ବା ଜାଗର ବ୍ରତ । ଆଜି ବ୍ରାହ୍ମ ମୁହୂର୍ତ୍ତରୁ ଦେବଦେବ ମହାଦେବଙ୍କର ବିଭିନ୍ନ ନୀତିକାନ୍ତି ଆରମ୍ଭ ହେବାସହିତ ଶହଶହ ଦର୍ଶନାର୍ଥୀ ଓ ବ୍ରତଧାରୀ ମାନଙ୍କୁ ମନ୍ଦିର ମାନଙ୍କରେ ପୂଜାର୍ଚ୍ଚନା
Read More...

ବୌଦ୍ଧ: ମହାଶିବରାତ୍ରୀ ଉପଲକ୍ଷେ ବିଭିନ୍ନ ଶୈବାଳୟରେ ଭକ୍ତଙ୍କ ସମାଗମ

ବୌଦ୍ଧ,୧/୩- ଆଜି ପବିତ୍ର ମହାଶିବରାତ୍ରୀ ଅବସରରେ ବୌଦ୍ଧର ସମସ୍ତ ଶୈବପୀଠ ଗୁଡିକରେ ପ୍ରାତଃରୁ ପ୍ରଭୁ ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିରହିଛି । ଶିବ ପଞ୍ଚାକ୍ଷର ମନ୍ତ୍ର ଧ୍ୱନିରେ ମନ୍ଦିର ପରିବେଶ ଅତ୍ୟନ୍ତ ମନୋମୁଗ୍ଧକର ହୋଇଛି । ମନ୍ଦିରଗୁଡିକୁ ପୁଷ୍ପମାଳା ଓ ଆଲୋକମାଳାରେ
Read More...

ପବିତ୍ର ହରିଶଙ୍କର ପୀଠରେ ଜାଗର ମେଳା ଅନୁଷ୍ଠିତ: ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ପାଟଣାଗଡ଼,୧/୩- ପଶ୍ଚିମ ଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପବିତ୍ର ହରିଶଙ୍କର ପୀଠରେ ଆଜି ମହାଶିବରାତ୍ରି ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । କୋଭିଡ୍‌ ଗାଇଡଲାଇନକୁ ପାଳନକରି ସମସ୍ତଙ୍କୁ ପୂଜାର୍ଚ୍ଚନା କରିବାପାଇଁ ସୁଯୋଗ ଦିଆଯାଇଥିଲା । ଦେବାଧିଦେବ ମହାଦେବଙ୍କ ପୂଜାର୍ଚ୍ଚନା ପାଇଁ ଚଳଚଞ୍ଚଳ
Read More...

ମହାଶିବରାତ୍ରୀ ପାଇଁ ଉତ୍ସବ ମୁଖର ଶରଣକୁଳ

ଦଶପଲ୍ଲା : ଓଡିଶାର ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ଲଡୁକେଶ ମହେଶଙ୍କ ପବିତ୍ର ଶିବରାତ୍ରୀ ବା ଜାଗର ଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ନୟାଗଡ଼ ଜିଲ୍ଲାର ଶରଣକୂଳ । ଏଥିପାଇଁ ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପ୍ରଶାସନ ଦ୍ୱାରା ନିର୍ମିତ ଲୁହା ବ୍ୟାରିକେଡ୍‌ ଦେଇ
Read More...

ମନ୍ଦିର ଗମ୍ଭୀରା ଭିତରୁ ମହିଳାଙ୍କ ସୁନା ଚେନ୍‌ ଲୁଟ,ମହିଳା ଲୁଟେରା ଅଟକ

ପୁରୀ : ଲୁଟେରାଙ୍କ ଟାର୍ଗେଟରେ ପୁରୀ ଲୋକନାଥ ମନ୍ଦିର । ମନ୍ଦିର ଭିତରେ ଲୁଟର ଶିକାର ହେଲେ ମହିଳା ଭକ୍ତ । ମନ୍ଦିର ଗମ୍ଭୀରା ଭିତରେ ମହିଳାଙ୍କ ବେକରୁ ଦୁର୍ବୁତ୍ତ ଲୁଟି ନେଲା ସୁନା ଚେନ୍‌ । ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ବ୍ରହ୍ମଗିରି ବ୍ଲକର ସରସ୍ୱତୀ ପଲ୍ଲେଇ । ଆଜି ଜାଗର
Read More...

ଆଇପିଏଲ ନିଲାମୀ ବେଳେ ମୋର ଛାତି ଧଡଧଡ ହେଉଥିଲା : ଶ୍ରେୟସ

କୋଲକତା : ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ୍‌ ଆୟର ବର୍ତ୍ତମାନ ନିଜର ଶ୍ରେଷ୍ଠ ଫର୍ମରେ ଅଛନ୍ତି । ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଶ୍ରେୟସ୍‌ ଆୟର୍‌ କ୍ରମାଗତ ତିନି ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ସମଗ୍ର ସିରିଜ୍‌ରେ ଅପରାଜିତ ରହିଥିଲେ । କେବଳ ଏତିକି
Read More...

ରାସ୍ତାରେ ଛିଡା ହୋଇଥିଲା ଟ୍ରକ, ପଛରୁ ପିଟିଲା କାର ; ଚାଲିଗଲା ୫ ଜୀବନ

ଅନୁଗୋଳ : ଗତକାଲି ବିଳମ୍ବିତ ରାତିରେ ଅନୁଗୋଳ ଜିଲ୍ଲା ଖମାର ଥାନା କଣ୍ଟିଆପଶି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ ଦ୍ରୁତ ଗତିରେ ଯାଉଥିବା ଏକ କାର୍‌ ପିଟି ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଖମାର ଥାନା
Read More...

ଆଇସିସି ଟେଷ୍ଟ ମାନ୍ୟତାରେ ଭାରତକୁ ଫାଇଦା, ନ୍ୟୁଜିଲାଣ୍ଡକୁ ଝଟକା

ଦୁବାଇ : ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତକୁ ଫାଇଦା ମିଳିଥିବା ବେଳେ ନ୍ୟୁଜିଲାଣ୍ଡ ଝଟକା ଲାଗିଛି । ଭାରତ ନିକଟରେ କୌଣସି ଟେଷ୍ଟ ମ୍ୟାଚ୍‌ ଖେଳିନଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ପରେ ଭାରତକୁ ଏହି ଫାଇଦା ମିଳିଛି । ଆଇସିସି ବିଶ୍ୱ ଟେଷ୍ଟ
Read More...

ସମିତି ସଭ୍ୟ ନିର୍ବାଚନରେ ହାରିଲେ ପୂର୍ବତନ ମନ୍ତ୍ରୀ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ପରାସ୍ତ ହୋଇଛନ୍ତି । ସମିତିସଭ୍ୟ ନିର୍ବାଚନରେ ସେ ବହୁ ଭୋଟରେ ହାରି ଯାଇଛନ୍ତି । ଅଧ୍ୟକ୍ଷ ହେବା ଲକ୍ଷ୍ୟ ନେଇ ସେ ସମିତି ସଭ୍ୟ ପ୍ରାର୍ଥୀ ହୋଇଥିଲେବି ପରାଜୟର ସାମ୍ନା କରିଛନ୍ତି । ହିନ୍ଦୋଳ ବ୍ଲକର ଗିରିଧାରୀ
Read More...

୧୧ତମ ଆନ୍ତଃଜିଲ୍ଲା ଭଗବତୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଗାନ୍ଧୀ ପଡିଆ ଠାରେ ୧୧ ତମ ଆନ୍ତଃଜ଼ିଲ୍ଲା ଭଗବତୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଭଗବତୀ ସ୍ପୋର୍ଟିଂ କ୍ଲବର ସଭାପତି ନନ୍ଦ କିଶୋର
Read More...