କୃଷି ବିଜ୍ଞାନ କନ୍ଧମାଳ ଅନୁକୁଲ୍ୟରେ ଉଦ୍ୟାନ କୃଷି ତାଲିମ ପ୍ରଦାନ

ଘୁ ଉଦୟଗିରି,୯/୨- ଘୁ ଉଦୟଗିରି କୃଷି ବିଜ୍ଞାନ କେନ୍ଦ୍ର ତାଲିମ ଗୃହ ସଭାଗୃହରେ ୧୫ ଜଣ ଗ୍ରାମୀଣ ଯୁବକଙ୍କୁ ନେଇ ଉଦ୍ୟାନ କୃଷିରେ ଫଳ ବୃକ୍ଷ କଲମୀ କରଣ ଓ ନର୍ସରି ସ୍ଥାପନା ସମ୍ବନ୍ଧିୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ତାଲିମ କାର୍ଯ୍ୟକ୍ରମରେ ଡ଼ଃ ସିଦ୍ଧାର୍ଥ କର ଯୋଗଦେଇ
Read More...

ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କନ୍ୟାଙ୍କ ବିବାହ ଉତ୍ସବ

ପୁରୀ,୯/୨- ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ କନିଷ୍ଠ କନ୍ୟା ରାଜକୁମାରୀ ଦେବେଶୀ ଦେବୀଙ୍କ ଆଜି ବିବାହ ଅନୁଷ୍ଠିତ ହେବାକୁ ଯାଉଛି । ଭୁବନେଶ୍ୱରରେ ଏକ ତାରକା ହୋଟେଲ କୋଭିଡ କଟକଣାରେ ବହୁ ସୀମିତ ସଂଖ୍ୟକ ଅତିଥିଙ୍କୁ ନେଇ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେଉଛି । ବର୍ଦ୍ଧମାନ ରାଜାଙ୍କ
Read More...

କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ଚାଳକଙ୍କ ସାହସ ଏବଂ ଉପସ୍ଥିତ ବୁଦ୍ଧି ଯୋଗୁଁ ନିଶ୍ଚିତ ଏକ ବଡ଼…

ଘୁ.ଉଦୟଗିରି,୯/୨- ଆଜି ମା ପାଟଖଣ୍ଡା ନାମକ ଏକ ଯାତ୍ରୀବାହୀ ବସ ନଂ ଓଆର୍‌୦୫ଏଭି୩୦୬୫ ସାରଙ୍ଗଗଡ଼ରୁ ମୁଜାଗଡ଼ ଅଭିମୁଖେ ବାହାଘର କାର୍ଯ୍ୟରେ ଯାତ୍ରୀଙ୍କୁ ଧରି ଯାଉଥିବାବେଳେ କଳିଙ୍ଗାଘାଟି ୫କିମି ଅତିକ୍ରମ କରିବା ପରେ ଗାଡିର ବ୍ରେକ ଫେଲ ହୋଇଯାଇଥିବା ଚାଳକ ଜାଣି ପାରି ବସରେ ବସିଥିବା
Read More...

ଋଣ ଓ ବେରୋଜଗାରୀ ନେଇଛି ୨୬ ହଜାର ଜୀବନ

ନୂଆଦିଲ୍ଲୀ,୯/୨ : ଦେଶରେ ବେରୋଜଗାରୀ ଅନ୍ୟତମ ବଡ଼ ସମସ୍ୟା । ଏଥିଯୋଗୁ ଲକ୍ଷ ଲକ୍ଷ ଯୁବକ-ଯୁବତୀ ଭୀଷଣ ମାନସିକ ଯନ୍ତ୍ରଣା ଭୋଗ କରୁଛନ୍ତି । ସେହିପରି ଋଣ କବଜାରେ ପଡ଼ି ମଧ୍ୟ ବହୁ ଲୋକ ଛଟପଟ ହେଉଛନ୍ତିି । ଏହି ସମସ୍ୟାରେ ଜଜ୍‌ର୍ରିତ ହୋଇ ବହୁ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି । ସେ ନେଇ
Read More...

ପୂରା ଆଇପିଏଲ ଖେଳିବେ ଇଂଲଣ୍ଡ ଖେଳାଳି

ନୂଆଦିଲ୍ଲୀ : ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ-୧୫ ପାଇଁ ଏବେ ଠାରୁ ଫ୍ରାଞ୍ଚାଇଜମାନଙ୍କ ମଧ୍ୟରେ ପ୍ରବଳ ଉକ୍ରଣ୍ଠା । ଖେଳାଳିମାନେ ମଧ୍ୟ ଉତ୍ସାହିତ । ତେବେ କେତେକ ଦେଶର ଖେଳାଳି ପୂରା ଆଇପିଏଲ ଖେଳି ନପାରନ୍ତି ବୋଲି ଏବେ ସୂଚନା ମିଳୁଛି । ଅଷ୍ଟ୍ରେଲୀୟ ଖେଳାଳିଙ୍କ ଉପଲବ୍ଧତା କିଛି
Read More...

ଦେଶରେ ଆରମ୍ଭ ହେଲା ପ୍ରଥମ ‘ନାଜାଲ୍‌ ସ୍ପ୍ରେ’

ନୂଆଦିଲ୍ଲ.୯/୨: କରୋନାରେ ସଂକ୍ରମିତ ବୟସ୍କ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ‘ସାନୋଟାଇଜ୍‌’ ସହଭାଗିତାରେ ମୁମ୍ବାଇସ୍ଥିତ ଔଷଧ କମ୍ପାନି ‘ଗ୍ଲେନ୍‌ ମାର୍କ’ ଭାରତରେ ‘ନାଇଟ୍ରିକ୍‌ ଅକ୍ସାଇଡ୍‌ ନାଜାଲ୍‌ ସ୍ପ୍ରେ’ର (ଫେବିସ୍ପ୍ରେ) ଶୁଭାରମ୍ଭ କରିଛି । ‘ଫେବିସ୍ପ୍ରେ’ର ପ୍ରସ୍ତୁତି ଏବଂ
Read More...

ଆଇସିସି ଦିନିକିଆ ର‍୍ୟାଙ୍କିଙ୍ଗ: ରୋହିତଙ୍କ ସ୍ଥାନ ସୁରକ୍ଷିତ

ନୂଆଦିଲ୍ଲୀ : ଆଜି ଜାରି ହୋଇଛି ଆଇସିସି ପୁରୁଷ ଦିନିକିଆ ବ୍ୟାଟିଂ ର‍୍ୟାଙ୍କିଙ୍ଗ । ଭାରତର ନୂତନ ହ୍ୱାଇଟ-ବଲ୍‌ ଅଧିନାୟକ ରୋହିତ ଶର୍ମା ପୂର୍ବପରି ତୃତୀୟ ସ୍ଥାନରେ ରହିଛନ୍ତି । ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବିରାଟ କୋହଲିଙ୍କର ସେ ନିକଟବର୍ତ୍ତୀ ହୋଇଛନ୍ତି । ୱେଷ୍ଟଇଣ୍ଡିଜ୍‌ ବିପକ୍ଷ
Read More...

ମହିଳାଙ୍କ ପୋଷାକକୁ ନେଇ ଏମିତି କହିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ ମହିଳାମାନେ ଯେଉଁଭଳି ପୋଷାକ ପିନ୍ଧିବାକୁ ଚାହୁଁଛନ୍ତି, ତାହା ସେମାନଙ୍କର ଅଧିକାର ଓ ନିଷ୍ପତ୍ତି। ବିକିନି ହେଉ କି ଓଢଣୀ କିମ୍ବା ହିଜାବ। ଏକ ଟ୍ୱିଟର ଜରିଆରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଏହା ବିକିନି, ଓଢଣୀ,
Read More...

ବିଭିନ୍ନ ଗ୍ରାମରେ ବିଜେଡିର ପ୍ରଚାର

ପାରଳାଖେମୁଣ୍ଡି : ଆଜି କାଶିନଗର ବ୍ଲକ ହାଡୁଭାଙ୍ଗି ଗ୍ରାମ ପଞ୍ଚାୟତର ହାଡୁଭଙ୍ଗି, ଭିସ୍ତଳା ଓ ଚୋଡଙ୍ଗିପୁର ଗ୍ରାମରେ ବିଜେଡି ପକ୍ଷରୁ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ହୋଇଥିଲା । ଏହି ପ୍ରଚାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନେତା ଡ. ତିରୁପତି ପାଣିଗ୍ରାହୀ ଓ ଜିଲ୍ଲା
Read More...

କେରାଣ୍ଡି ପଞ୍ଚାୟତରେ ସୁନୀଲ ମହାପାତ୍ରଙ୍କ ପ୍ରତି ବଢୁଛି ଲୋକ ସମର୍ଥନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ କେରାଣ୍ଡି ପଞ୍ଚୟତରେ ସରପଞ୍ଚ ପାର୍ଥୀ ସୁନୀଲ ମହାପାତ୍ରଙ୍କ ପଞ୍ଚୟତରେ ଦିନକୁ ଦିନ ଲୋକ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ନିର୍ବାଚନ ସକାଶେ ଲୋକ ବର୍ତ୍ତମାନ ଠାରୁ ପ୍ରକୃତ ପ୍ରାର୍ଥୀ ଗ୍ରାମ ଗୁଡିକରେ ନିର୍ଣ୍ଣୟ କରିସାରିଛନ୍ତି ।
Read More...