ପୌର ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଘୋଷଣା

ଭୁବନେଶ୍ୱର : ରାଜ୍ୟରେ ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହା ପରେ ପୌରାଞ୍ଚଳମାନଙ୍କରେ ଆରମ୍ଭ ହୋଇଯିବ ନିର୍ବାଚନ । ପୌର ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ସୀମା ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏ ନେଇ ବିଜ୍ଞପ୍ତି
Read More...

ପୁରୀ ଆସିବେ ରାଷ୍ଟ୍ରପତି!

ପୁରୀ : ଚଳିତ ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସିପାରନ୍ତି ବୋଲି ସୂଚନା ମିଳିଛି । ଆସନ୍ତା ୨୦ ତାରିଖରେ ସେ ଆସିବାର ସମ୍ଭାବନା ରହିଛି । ଏହି ଗସ୍ତ କାଳରେ ଏକ ଧର୍ମୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପାରନ୍ତି । ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବାର ମଧ୍ୟ
Read More...

ସଂସଦରେ ନବୀନଙ୍କୁ ପ୍ରଂଶସା କଲେ ମୋଦୀ

ନୂଆଦିଲ୍ଲୀ,୮/୨ : ଦଳ ଭିନ୍ନ ହେଲେ ମଧ୍ୟ କୌଣସି ଏକ ସରକାରଙ୍କ ରଚନାତ୍ମକ ତଥା ସହଯୋଗମୂଳକ କାର୍ଯ୍ୟକୁ ଅନ୍ୟ ଏକ ଦଳର ସରକାର ପ୍ରଶଂସା କରିବାର ନଜିର ରହିଛି । ସେହିଭଳି ଏକ ଦୃଷ୍ଟାନ୍ତ ଆଜି ଦେଖିବାକୁ ମିଳିଛି । ଆଜି ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପ୍ରସଙ୍ଗ ଉପରେ
Read More...

ଆଉ ବଜାରରେ ଦେଖିବାକୁ ମିଳିବନି ଜନସନ ବେବି ପାଉଡର!

ଲଣ୍ଡନ,୮/୨: ବେବି ପାଉଡରର ବିଶ୍ୱ ବଜାରରେ ଜନସନ ଆଣ୍ଡ ଜନସନ ଏକ ପରିଚିତ ନାମ । ଏହାର ଲୋକପ୍ରିୟତା ଶୀର୍ଷରେ ବୋଲି କହିଲେ ଭୁଲ ହେବ ନାହିଁ । ବେବି ପାଉଡର ବ୍ୟବହାର ସାଧାରଣତଃ ଶିଶୁଙ୍କଠାରେ କରାଯାଇଥାଏ । କେବଳ ଶିଶୁ ନୁହେଁ, ବୟସ୍କମାନେ ବି ବ୍ୟବହାର କରିଥାନ୍ତି । ହେଲେ ଏବେ ଏହାର
Read More...

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୟାଣ୍ଡଉଇଚ୍‌ର ପ୍ରସ୍ତୁତି ଶିଖାଇଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର: ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ନିକଟରେ ପ୍ରଶାସନ ପକ୍ଷରୁ ମହାନଦୀ ପୋଲ ନିକଟସ୍ଥ ହିକୁଡି ଠାରେ ତିଆରି ହୋଇଥିବା କଫିଟେରିଆରେ ହଠାତ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ପହଞ୍ଚି ଦାୟିତ୍ୱରେ ଥିବା ମାମାନଙ୍କୁ ଖାଦ୍ୟ ପ୍ରସ୍ତୁତିରେ ଯୁଗୋପଯୋଗୀ ହେବାପାଇଁ
Read More...

ସପା ଜାରି କଲା ନିର୍ବାଚନୀ ଇସ୍ତାହାର : ମହିଳା, କୃଷକ ଓ ଯୁବକଙ୍କୁ ଦେଲେ ଲୋଭନୀୟ ପ୍ରତିଶ୍ରୁତି

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ମଙ୍ଗଳବାର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନିଜର ଇସ୍ତାହାର ଘୋଷଣା କରିଛି । ଏଥିରେ କୁହାଯାଇଛି ଯେ, ଦଳ ଜିତିଲେ ଆଗାମୀ ୫ ବର୍ଷରେ ସମସ୍ତ ଫସଲ ପାଇଁ ଏମଏସପି ଯୋଗାଇ ଦିଆଯିବ ଏବଂ ୧୫ ଦିନ ମଧ୍ୟରେ ଆଖୁ ଚାଷୀଙ୍କୁ ଦେୟ ନିଶ୍ଚିତ କରାଯିବ । ମାଗଣା
Read More...

ଆସନ୍ତାକାଲି ଦ୍ୱିତୀୟ ଦିନିକିଆ, ସିରିଜ କବ୍‌ଜା ଲକ୍ଷ୍ୟରେ ଭାରତ

ଅହମ୍ମଦାବାଦ :ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ପ୍ରଥମ ମ୍ୟାଚ ଜିତି ସିରିଜରେ ୧-୦ରେ ଆଗୁଆ ରହିଛି । ଏହି ସିରିଜର ଦ୍ୱିତୀୟ ମ୍ୟାଚ୍‌ ବୁଧବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ, ଯେଉଁଠାରେ ଟିମ୍‌ ଇଣ୍ଡିଆ ଏକ ଅପ୍ରତ୍ୟାଶିତ ଅଗ୍ରଣୀ ନେଇ ସିରିଜ୍‌ ହାସଲ
Read More...

୧୨ରୁ ଭୁବନେଶ୍ୱରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର,୮/୨ : ଭୁବନେଶ୍ୱରରେ ଆଗାମୀ ୧୨ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । କୋଭିଡ଼ କଟକଣା ମଧ୍ୟରେ ଭୁବନେଶ୍ୱରର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣ ଲାଗି ଗତ କିଛି ଦିନ ହେଲା ବନ୍ଦ ରହିଥିଲା ଧର୍ମାନୁଷ୍ଠାନ । ରାଜ୍ୟରେ ଗତ କିଛି ହେଲା
Read More...

ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର, ସମାଜ ପରିବର୍ତ୍ତନରେ ଗଣମାଧ୍ୟମର ଭୂମିକା

ଜି. ଉଦୟଗିରି : ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜି. ଉଦୟଗିରି ସାମ୍ବାଦିକ ସଂଘର ଆୟୋଜନ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ୱାର୍ଡ଼ର ସହଯୋଗରେ କନ୍ଧମାଳ ଜିଲ୍ଲା ସାମ୍ବାଦିକଙ୍କ ମଧ୍ୟରେ ଏକ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ମନ୍ଦିର ତରଫରୁ ଭାରତ ରତ୍ନ ଲତାଙ୍କ ଉଦ୍ଦେଶ୍ୟରେ ନୀରବ କ୍ୟାଣ୍ଡେଲ ଶୋଭାଯାତ୍ରା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଭାରତ ରତ୍ନ ଲତା ମଙ୍ଗେସକରଙ୍କ ମୃତ୍ୟୁରେ ନୀରବ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା । ଛାତ୍ରଛାତ୍ରୀ ମାନେ ସରସ୍ୱତୀ ଶିଶୁ ମନ୍ଦିରଠାରୁ ବାହାରି
Read More...