ଆବାସ ଯୋଜନାରୁ ବଞ୍ଚିତ ବିଧବା କୁନି
ଘୁ.ଉଦୟଗିରି,୪/୨- ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତ, ଦେରିନାଜୁରେ କୁନି ବଗର୍ତ୍ତୀ ନିଜର ଦୁଇ ଛୁଆଙ୍କୁ ଧରି ତିନିବର୍ଷ ହେଲା ଦୁଃଖ କଷ୍ଟରେ ଜୀବନ ଯାପନ କରୁଥିବା ଦେଖିବାକୁ ମିଳୁଛି । ଝିଅର ବୟସ ୧୩ ଓ ପୁଅର ବୟସ ୭ ବର୍ଷର ଦୁଇଟି ପିଲାକୁ ଧରି କେମିତି ଭଲ ପାଠ ପଢେଇ!-->…
Read More...
Read More...