ଟେନିସକୁ ଅଲବିଦା କହିବେ ସାନିଆ ମିର୍ଜା

ନୂଆଦିଲ୍ଲୀ : ଚଳିତ ସିଜିନ ପରେ ଅଲବିଦା କହିବେ ଟେନିସ ତାରକା ସାନିଆ ମିର୍ଜା । ଅଷ୍ଟ୍ରେଲିଆ ଓପନ ଖେଳୁଥିବା ସାନିଆଙ୍କ ପାଇଁ ଏହା ଶେଷ ସିଜିନ୍‌ ହେବ ବୋଲି ସେ କହିଛନ୍ତି । ଅବସର ନେଇ ନିଜେ ଘୋଷଣା କରିଛନ୍ତି ଟେନିସ ଷ୍ଟାର ସାନିଆ ମିର୍ଜା । ଚଳିତ ମୁକାବିଲାରେ ଆରମ୍ଭରୁ ସେ ନୈରାଶ୍ୟଜନକ
Read More...

ଦେଶରେ ୫୦ ପ୍ରତିଶତ କିଶୋର ନେଲେଣି ଟିକା

ନୂଆଦିଲ୍ଲୀ : ଏବେ ଦେଶରେ କିଶୋର ଟିକାକରଣ ଚାଲିଛି ।୧୫ରୁ ୧୮ ବର୍ଷ ମଧ୍ୟରେ ୫୦ ପ୍ରତିଶତ ପିଲା ଟିକାର ଗୋଟିଏ ଡୋଜ୍‌ ନେଇସାରିଛନ୍ତି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନଶୁଖ ମାଣ୍ଡଭ୍ୟ । ଏହାକୁ ରି-ଟ୍ୱିଟ୍‌ କରି ଏବି ବିରଳ ଉପଲବ୍ଧି ପାଇଁ ଧନ୍ୟବାଦ
Read More...

ଟିମ ଅଫ ଦି ଇୟର ତାଲିକାରେ ମନ୍ଧଣା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ(ଆଇସିସି) ମହିଳା ଟି -୨୦ ଟିମ୍‌ ଅଫ୍‌ ଦି ଇୟର ଘୋଷଣା କରିଛି । ସ୍ମୃତି ମନ୍ଧନା ହେଉଛନ୍ତି ଭାରତର ଏକମାତ୍ର ଖେଳାଳି ଯିଏକି ଏହି ଦଳରେ ମନୋନୀତ ହୋଇଛନ୍ତି । ଏଥି ସହିତ ଇଂଲଣ୍ଡ ମହିଳା କ୍ରିକେଟ୍‌ ଦଳର ପାଞ୍ଚଜଣ ଖେଳାଳିଙ୍କୁ ଆଇସିସି ମହିଳା
Read More...

ଆଇସିସି ଟେଷ୍ଟ ମାନ୍ୟତା : କୋହଲିଙ୍କୁ ଜବରଦସ୍ତ ଫାଇଦା

ନୂଆଦିଲ୍ଲୀ : ବୁଧବାର ପ୍ରକାଶ ପାଇଥିବା ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ପୂର୍ବତନ ଟେଷ୍ଟ ଅଧିନାୟକ ବିରାଟ କୋହଲି ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ହୋଇଥିବା ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ ପରେ କୋହଲି ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ୨ ସ୍ଥାନ ଲମ୍ଫ
Read More...

ନିୟମ ଆଢୁଆଳରେ ସଂକୀର୍ଣ୍ଣ ରାଜନୀତି! ଏବର୍ଷ ବି ଦିଲ୍ଲୀରେ ଦେଖିବାକୁ ମିଳିବନି ଓଡ଼ିଶାର ପ୍ରଜ୍ଞାପନ ମେଢ

ଭୁବନେଶ୍ୱର: ଗତବର୍ଷ ଭଳି ଏଥର ମଧ୍ୟ ଦିଲ୍ଲୀରେ କଡ଼ା କଟକଣା ମଧ୍ୟରେ ପାଳିତ ହେବ ଗଣତନ୍ତ୍ର ଦିବସ । ଅତିଥି ସଂଖ୍ୟାକୁ ବହୁ ମାତ୍ରାରେ କମାଇଦେବା ଲାଗି ନିଷ୍ପତ୍ତି ହୋଇଛି । ଗଣତନ୍ତ୍ର ଦିବସ ଉତ୍ସବର ଏକ ସବୁଠୁ ବଡ଼ ଆକର୍ଷଣ ହେଉଛି ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ । କାରଣ,ଏଥିରେ
Read More...

କମିଲା,ପୁଣି ବଢିଲା : ଦିନକରେ ୨.୮୨ ଲକ୍ଷ ପଜିଟିଭ

ନୂଆଦିଲ୍ଲୀ : କିଛି ଦିନ କ୍ରମାଗତଭାବେ କରୋନା ସଂକ୍ରମଣ ବଢିବା ପରେ ପୁଣି ବୃଦ୍ଧି ଧାରାକୁ ଫେରିଛି । ଏବେ ସଂକ୍ରମଣ ୩ ଲକ୍ଷ ମୁହାଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୧ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ
Read More...

କରୋନା ସଂକ୍ରମିତ ହେଲେ ଆଉ ୧୦ ବିଚାରପତି

ନୂଆଦିଲ୍ଲୀ: ଦେଶରେ କରୋନା ମାଡ଼ିଚାଲିଛି । ଥମିବାର ନାଁ ଧରୁନି । ସରକାରୀ,ବେସରକରୀ ଅଫିସରେ ପ୍ରବେଶ କରିସାରିଲାଣି । ଏପରିକି ସୁପ୍ରିମକୋର୍ଟରେ ମଧ୍ୟ ଆତଙ୍କ ଖେଳାଇବା ଆରମ୍ଭ କରିଦେଇଛି । ବର୍ତ୍ତମାନ ସୁଦ୍ଧା ଚାରି ଶହରୁ ଅଧିକ କର୍ମଚାରୀ ସଂକ୍ରମିତ ହୋଇସାରିଲେଣି । କେତେକ ବିଚାରପତି
Read More...

ବରିଷ୍ଠ ରାଜସ୍ୱ ସହାୟକଙ୍କ ବିୟୋଗରେ ଜିଲ୍ଲା ପ୍ରଶାସନର ଶୋକବ୍ୟକ୍ତ

ପୁରୀ: ବରିଷ୍ଠ ରାଜସ୍ୱ ସହାୟକ ଦୀନବନ୍ଧୁ ଜେନାଙ୍କ ଅକାଳ ବିୟୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଶପ୍ରଦୀପ କୁମାର ସାହୁ, ଡେପୁଟି କଲେକ୍ଟର ସୁମନ୍ତ କର, ଜିତେନ୍ଦ୍ର କୁମାର ପାତ୍ର, ନିଜାରତ ଅଧିକାରୀ ପ୍ରଭାକର
Read More...

ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ, ଇଣ୍ଡିଆନ ମହାରାଜା ଦଳର ନେତୃତ୍ୱ ନେବେ ସେହ୍ୱାଗ

ନୂଆଦିଲ୍ଲୀ : ପୂର୍ବତନ ଓପନର ବିରେନ୍ଦ୍ର ସେହ୍ୱାଗ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଲିଜେଣ୍ଡ ଲିଗ୍‌ କ୍ରିକେଟ(ଏଲଏଲସି) ଟି-୨୦ ଟୁର୍ଣ୍ଣାମେଣ୍ଟରେ ଭାରତର ପୂର୍ବତନ ଖେଳାଳିଙ୍କ ଟିମ୍‌ ଇଣ୍ଡିଆନ ମହାରାଜ ଦଳର ନେତୃତ୍ୱ ନେବେ । ସେହ୍ୱାଗ ଭାରତୀୟ ଦଳର ନେତୃତ୍ୱ ନେବା ସହ ଆଇପିଏଲ
Read More...

ସପାକୁ ବିଜେପିର ବଡ ଝଟକା, ପଦ୍ମ ଧରିଲେ ଅଖିଳେଶଙ୍କ ଭାଇ ବୋହୂ

ଉତ୍ତରପ୍ରଦେଶ: ବିଜେପିରେ ସାମିଲ ହେଲେ ଅଖିଳେଶଙ୍କ ଭାଇ ବୋହୂ ଅପର୍ଣ୍ଣା ଯାଦବ । ବିଧାନସଭା ନିର୍ବାଚନକୁ ନେଇ ଉତ୍ତରପ୍ରଦେଶ ରାଜନୀତି ଚର୍ଚ୍ଚାରେ ଥିବାବେଳେ ଅଖିଳେଶଙ୍କୁ ବଡ ଝଟକା ଦେଇଛନ୍ତି ଭାଇ ବୋହୂ ଅପର୍ଣ୍ଣା ଯାଦବ । ମୁଲାୟମ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଆଜି ସାଇକେଲକୁ ଛାଡି
Read More...