ବିର୍ଶାମୁଣ୍ଡା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଯୋଗାଣ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଚାଷୀ ହତାଶ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଳା ଚଢେଇପଙ୍କ ବାବା ମଠ ଠାରେ ଥିବା ବିର୍ଶାମୁଣ୍ଡା ସ୍ୱୟଂ ସହାୟକ ଗୋଷ୍ଠୀର ବୈମାତୃକ ମନୋଭାବ ଯୋଗୁଁ ସେଠିକାର ସ୍ଥାନୀୟ ଚାଷୀ ହତାଶ ହୋଇପଡିଛନ୍ତି ।ଏଠାରେ ଚାଷୀଙ୍କ ପାଇଁ ଏସଏଚଜି ଓ ପ୍ରଶାସନର ବ୍ୟବସ୍ଥା ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ବାଉଁଶରେ ତିଆରି
Read More...

ବୌଦ୍ଧଜିଲ୍ଲା: ଆଜି ୧୨ ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୧୨ା୧: ଆଜି ବୌଦ୍ଧଜିଲ୍ଲାରୁ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ସୂଚନା ମିଳିଛି । ଆଜିର ୧୨ଜଣ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୨୦ରେ ପହଞ୍ଚିଛି । ଆଜିର ସଂକ୍ରମିତଙ୍କ ମଧ୍ୟରେ ବୌଦ୍ଧବ୍ଲକ ତେଲିବନ୍ଧ ପଞ୍ଚାୟତ
Read More...

ଘୁ.ଉଦୟଗିରି ଅଞ୍ଚଳରେ ଫେରିଲା କଣ୍ଟେନମେଣ୍ଟ ଜୋନ୍‌

ଘୁ.ଉଦୟଗିରି : କରୋନାର ତୃତୀୟ ଲହର ଏକ ପ୍ରକାର ଆରମ୍ଭ ହେଇଯାଇଥିବା ବେଳେ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁହୁ ହୋଇ ବଢିଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଦିନକୁ ଦିନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସପ୍ତାହେ ଭିତରେ ଜଣେ ଦୁଇଜଣରୁ ବୃଦ୍ଧି ହୋଇ ଚାରିଜଣ
Read More...

ବୁମରାହଙ୍କ ୫ ୱିକେଟ, ଦ.ଆଫ୍ରିକା ୨୦୯ରେ ଅଲଆଉଟ୍‌

କେପଟାଉନ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୧୩ରନର ଅଗ୍ରଣୀ ହାସଲ କରିଛି । ଭାରତ ପରି ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରଥମ ଇନିଂସରେ ବଡ ସ୍କୋର କରିବାରେ ବିଫଳ ହୋଇଛି । ଭାରତୀୟ ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଦଳ
Read More...

କୋଭିଡ ପର୍ଯ୍ୟବେକ୍ଷକଙ୍କ ବୌଦ୍ଧ ଗସ୍ତ

ବୌଦ୍ଧ,୧୨ା୧: ତଫସିଲଭୁକ୍ତ ଜାତି ଓ ଜନଜାତି ବିଭାଗର ସ୍ୱତନ୍ତ୍ର ସଚିବ ବିଶ୍ୱ ରଞ୍ଜନ ସାସମଲ କୋଭିଡ ପର୍ଯ୍ୟବେକ୍ଷକ ଭାବରେ ବୌଦ୍ଧଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କୋଭିଡ ଓ ଓମିକ୍ରନର ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି । ସେ ଭୁବନେଶ୍ୱରରୁ ବୌଦ୍ଧ ଆସିବା ରାସ୍ତାରେ ହରଭଙ୍ଗା ବ୍ଲକ
Read More...

ପୁରୀ ପୋଲିସକୁ ପୁଣି ବଡ଼ ସଫଳତା,୧୨୦ଗ୍ରାମ ବ୍ରାଉନସୁଗାର ଜବତ

ପୁରୀ : ପୁରୀ ପୋଲିସକୁ ପୁଣିଥରେ ବଡ଼ ସଫଳତା । ଏସଟିଏଫ ଓ ବାସେଳୀ ସାହି ଥାନା ପୋଲିସ ଦ୍ୱାରା ୧୨୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଲୋକନାଥ ରୋଡ଼ ଜଙ୍ଗଲ ନିକଟରୁ ୫ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି । ଏଥିସହ ୪୦୦୦ ଟଙ୍କା, ୪ଟି ମୋବାଇଲ,ଦୁଇଟି ବାଇକ ଜବତ କରାଯାଇଛି ।
Read More...

କରୋନର ତୃତୀୟ ଲହର ମୁକାବିଲା କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତତ୍ପର

ସୁବର୍ଣ୍ଣପୁର: କରୋନର ତୃତୀୟ ଲହରକୁ ପ୍ରତିହତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସମୁଚିତ ପଦକ୍ଷେପ ଗ୍ରହଣ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ୩୫୩ ଟି ଆକ୍ଟିଭ କେସ ଚିହ୍ନଟ ହେଇଥିବା ବେଳେ ୩୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତକାଲି ୧୮୫୦ଟି ସାମ୍ପଲ ଟେଷ୍ଟ କରାଯାଇଥିବା
Read More...

ସଂରକ୍ଷଣରୁ ବାଦ୍‌ ପ୍ରତିବାଦରେ ସୁନାମୁଦି ପଞ୍ଚାୟତରେ ତାଲା

ପାଟଣାଗଡ଼ : ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସରଂକ୍ଷଣରୁ ବାଦ ଦେଇଥିବା ପ୍ରତିବାଦରେ ଆଜି ପାଟଣାଗଡ଼ ବ୍ଲକର ସୁନାମୁଦି ପଞ୍ଚାୟତରେ ତାଲା ପକାଇଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ସରକାର ଆଦିବାସୀଙ୍କ ରାଜନୈତିକ ସରଂକ୍ଷଣ ପଦବୀ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କୁ
Read More...

ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଆସିଲା ଗାଇଡଲାଇନ

ଭୁବନେଶ୍ୱର: ନିର୍ବାଚନ ପ୍ରଚାର ପାଇଁ ଏସଆରସି ଜାରି କଲେ ଗାଇଡଲାଇନ । ଜାନୁଆରୀ ୫ରେ ଜାରି ହୋଇଥିବା ଗାଇଡଲାଇନର ପରିବର୍ତ୍ତନ କରିଛନ୍ତି । ବଡଧରଣର ସମାବେଶ ଉପରେ ଲଗାଇଛନ୍ତି କଟକଣା । ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରିବା ଉପରେ ପ୍ରାଧାନ୍ୟ । ସର୍ବାଧିକ ୫ ଜଣଙ୍କୁ ନେଇ ହୋଇ
Read More...

ରାଜ୍ୟର ବିଭିନ୍ନ ମହାନଗର ନିଗମ ପାଇଁ ପ୍ରକାଶ ପାଇଲା ମେୟର ସଂରକ୍ଷଣ ଲିଷ୍ଟ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମହାନଗର ନିଗମ ପାଇଁ ପ୍ରକାଶ ପାଇଛି ମେୟର ସଂରକ୍ଷଣ ଲିଷ୍ଟ । ଏନେଇ ନଗର ଉନ୍ନୟନ ବିଭାଗ ବଜ୍ଞପ୍ତି ପ୍ରକାଶ କରିଛି । ରାଜଧାନୀ ଭୁବନେଶ୍ୱରର ମହାନଗର ନିଗମ ବା ବିଏମ୍‌ସି ପାଇଁ ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷଣ ରଖାଯାଇଛି । ସେହିପରି କଟକ ମହାନଗର ନିଗର
Read More...