ଦୀର୍ଘ ୨୫ ବର୍ଷ ପରେ ପୁଣି ବଜାରକୁ ଆସୁଛି ଏହି ବାଇକ୍‌

ଯୁବ ବର୍ଗଙ୍କ ମଧ୍ୟରେ ବାଇକ ପ୍ରତି ଏକ ବିଶେଷ ଆକର୍ଷଣ ରହିଥାଏ । ବଜାରକୁ ଯେ କୌଣସି ଏକ ନୂଆ ମଡେଲର ବାଇକ ଆସିଲେ,ତା ସଂପର୍କରେ ଜଣିବାର ଆଗ୍ରହ ଥାଏ । କିଣିନପାରିଲେ ମଧ୍ୟ ଟିକିନିଖି ଖବର ରଖନ୍ତି । କିନ୍ତୁ ଧନୀ ବ୍ୟକ୍ତିମାନେ କାଳ ବିଳମ୍ବ ନକରି କିଣିଥାନ୍ତି । ସେହିପରି ଅନେକ ଲୋକଙ୍କର
Read More...

ମହିଳା ଏସିଆନ କପ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ : ଆସନ୍ତା ମହିଳା ଫୁଟବଲ ଏସିଆନ କପ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ମୋଟ ୨୩ ଜଣଙ୍କୁ ନେଇ ଦଳ ଗଠିତ ହୋଇଛି । ଅଣ୍ଡର-୧୯ ସାଫ ଚାମ୍ପିଅନସିପସରେ ଗତବର୍ଷ ଖେଳିଥିବା ଦଳର ୪ ଜଣ ଯୁବ ଖେଳାଳିଙ୍କୁ ଏଥିରେ ସ୍ଥାନ ମିଳିଛି । ତେବେ କ୍ୟାପଟେନଙ୍କ ନାମ ଘୋଷଣା ହୋଇନି ।
Read More...

ପୁଣି ଶତକରୁ ବଞ୍ଚିତ ହେଲେ ବିରାଟ, ଭାରତ ୨୨୩ରେ ଅଲଆଉଟ

କେପଟାଉନ : ଆଜିଠାରୁ କେପଟାଉନର ନ୍ୟୁଲାଣ୍ଡସ୍‌ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ ଟସ୍‌ ଜିତି ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ତାର ପ୍ରଥମ ଇନିଂସରେ ମାତ୍ର ୨୨୩ ରନ କରି
Read More...

ବୌଦ୍ଧ ବ୍ଲକ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ,୧୧/୧:-ବୌଦ୍ଧ ବ୍ଲକ ଜାନୁଆରୀ ମାସର ପ୍ରଥମ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ସଭାଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ ନିୟମ ଆଧାରରେ ଉକ୍ତ ବୈଠକ କରାଯାଇଥିଲା । ସହ ଗୋଷ୍ଠୀ ଶିକ୍ଷା
Read More...

ନୟାଗଡ଼ରୁ ପୁଣି ଜବତ୍‌ ହେଲା ଧଳା ଜହର

ଦଶପଲ୍ଲା,୧୧/୧ : - ନୟାଗଡ଼ ସିନ୍ଦୁରିଆ ଅଞ୍ଚଳରୁ ୪ଜଣ ବ୍ରାଉନସୁଗାର ବେପାରୀ ଗିରଫ ହେବା ସହ ସେମାନଙ୍କ ନିକଟରୁ ୮.୧୫୦ଗ୍ରାମ ବ୍ରାଉନସୁଗାର ଜବତ କରିଛି ନୟାଗଡ଼ ଟାଉନଥାନା ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳାଙ୍କ ସହ ଅନ୍ୟ ୩ ଜଣ ଯୁବକ ରହିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ
Read More...

ରଥଯାତ୍ରା ପାଇଁ ବଡ଼ରାଉଳ ପୀଠରେ ରଥକାଠ ଅନୁକୂଳ ପାଇଁ ପୂଜାର୍ଚ୍ଚନା

ଦଶପଲ୍ଲା,୧୧/୧ : - ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ନୟାଗଡ ଼ଜିଲ୍ଲାଗଣିଆ ବ୍ଲକ ବଡ଼ମୁଳ ନିକଟସ୍ଥ ଖଳଖଳା ସେତୁ ନିକଟ ବଡ ରାଉଳ ପୀଠରେ ମଙ୍ଗଳବାର ପୂର୍ବାହ୍ନରେ ପାରମ୍ପରିକ ରୀତିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ପାଇଁ ପୂଜାର୍ଚ୍ଚନା
Read More...

ସବୁ ଫର୍ମାଟରୁ ଅବସର ନେଲେ ଏହି ଅଲରାଉଣ୍ଡର

ଜୋହାନ୍ସବର୍ଗ : ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ ମୋରିସ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଆଜି ସେ ଟ୍ୱିଟକରି ଏହି ସୂଚନା ଦେଇଛନ୍ତି । ଆଗାମୀ ଦିନରେ ତାଙ୍କୁ ଏକ ନୂଆ ଅବତାରରେ ଦେକିବାକୁ ମିଳିବ । ତାହା ହେଉଛି କୋଚିଂ ଭୂମିକା । ଖୁବଶୀଘ୍ର ସେ ଘରାଇ ଦଳ ଟାଇଟାନର
Read More...

ଗଣତନ୍ତ୍ର ଦିବସ ପାଇଁ ସରକାର ଜାରି କଲେ କଟକଣା, ଏମିତି ହେବ ପାଳନ

ଭୁବନେଶ୍ବର : ଗଣତନ୍ତ୍ର ଦିବସ ପାଳନ ଉପରେ ସରକାରଙ୍କ କଟକଣା । ସକାଳ ସାଢେ ୮ଟା ପରେ ହେବ ପତାକା ଉତ୍ତୋଳନ । କେବଳ ପୋଲିସ କର୍ମଚାରୀ ଉତ୍ସବରେ ସାମିଲ ହୋଇପାରିବେ । ଛାତ୍ରଛାତ୍ରୀ ତଥା ଏନସିସି କ୍ୟାଡର ଅଂଶଗ୍ରହଣ କରିବେ ନାହିଁ । ଅଳ୍ପ ସଂଖ୍ୟକ ସମ୍ମୁଖ ଯୋଦ୍ଧାଙ୍କୁ ସାମିଲ ପାଇଁ ମିଳିବ
Read More...

୧୮ ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

ବୌଦ୍ଧ,୧୧/୧- ବୌଦ୍ଧଜିଲ୍ଲା ପାଲଝାରସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ୧୮ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଡ. ପ୍ରସନ୍ନଜିତ ମିଶ୍ର ଅଧ୍ୟକ୍ଷତା କରିବାସହ
Read More...

ଫେବୃଆରୀ ୧୧ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ବନ୍ଦ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମଣର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜିଲ୍ଲା ଆଇନଜୀବୀ ସଂଘ ଏକ ଜରୁରୀ ବୈଠକ ଆଜି ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଥିଲା । ସଂଘ ସଭାପତି ଆଶିଷ ରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ଏହି ବୈଠକରେ ସମ୍ପାଦକ ରାମ ପ୍ରସାଦ ପାତ୍ର
Read More...