କେନ୍ଦ୍ରୀୟ ଟିମର ଆରଜିଏଚ ପରିଦର୍ଶନ

ରାଉରକେଲା : ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ସିଆରଏମ୍‌ ଟିମ୍‌ ରାଉରକେଲା ସରକାରୀ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଏହା ସହ ଏହି ଟିମ ଆର୍‌ଜିଏଚ୍‌ ରେ ସ୍ୱାସ୍ଥ୍ୟସେବା ତଦାରଖ କରିଛନ୍ତି । ଯୁଗ୍ମ ସଚିବ ଡାକ୍ତର ରଘୁରାମ ରାଓଙ୍କ ନେତୃତ୍ୱରେ ଏହି ଟିମରେ ଡାକ୍ତର ରାମଚନ୍ଦ୍ର, ଅନୀଲ
Read More...

ବିଜୟ ଖୁସିରେ ମତୁଆଲା ଅଷ୍ଟ୍ରେଲିଆ ଖେଳାଳି, ଜୋତାରେ ପିଇଲେ ବିୟର

ଦୁବାଇ : ଆରୋନ ଫିଞ୍ଚଙ୍କ ଅଧିନାୟକତ୍ୱରେ ଅଷ୍ର୍ଟ୍ରେଲିଆ କ୍ରିକେଟ୍‌ ଦଳ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରି ଟି -୨୦ ବିଶ୍ୱ ୨୦୨୧ ଟ୍ରଫି ଜିତିଛି । ଅଷ୍ର୍ଟ୍ରେଲିଆ ପ୍ରଥମ ଥର ପାଇଁ ଏହି ଟାଇଟଲ୍‌ ଜିତିଛି ।ଏହି ଐତିହାସିକ ବିଜୟ ପରେ ଅଷ୍ର୍ଟ୍ରେଲୀୟ ଖେଳାଳିମାନେ ଅଭିନବ ଉପାୟରେ
Read More...

କାର୍ତ୍ତିକ ସୋମବାରରେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ସମାଗମ

ପାରଳାଖେମୁଣ୍ଡି : ଆଜି କାର୍ତ୍ତିକ ମାସ ସେଶ ସୋମବାର ହୋଇ ଥିବାରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । କାର୍ତ୍ତିକ ମାସ ଧର୍ମ ହୋଇଥିବାରୁ ଭକ୍ତ ମାନେ ସକାଳୁ ଧୂପ ଦୀପ ନଡିଆ କଦଳୀ ଧରି ଶିବ ମନ୍ଦିରକୁ ଯାଇ
Read More...

ନବରଙ୍ଗପୁରରେ ଫଳିଲା କରୋନା ଆକୃତି କାକୁଡ଼ି

ନବରଙ୍ଗପୁର : ସମୟ ଗଡ଼ିବା ସହିତ ଅଦ୍ଭୁତ ପ୍ରକାରର ଘଟଣାମାନ ଘଟୁଛି । ଆମେ ଏଥିପାଇଁ ଏପରି କହୁଛୁ କାରଣ ମହାମାରୀ କାଳରେ ଦେଖିବାକୁ ମିଳିଛି କୋରୋନା ଭାଇରସ ଆକୃତିର କାକୁଡ଼ି । ଆପଣ ବି ଏହି କଥା ଶୁଣିବା ପରେ ମନରେ ଉକ୍ତ କାକୁଡ଼ିଟିକୁ ଦେଖିବା ପାଇଁ ନିଶ୍ଚୟ ଉତ୍ସୁକତା ଭରି ଯାଇଥିବ ।
Read More...

ବିଭିନ୍ନ ଦାବିନେଇ କଂଗ୍ରେସର ଅହୋରାତ୍ର ଗଣଧାରଣା

ବୌଦ୍ଧ,୧୫/୧୧- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବିଭିନ୍ନ ଦାବିନେଇ ଆଜିଠାରୁ ଅହୋରାତ୍ର ଗଣଧାରଣା ଦିଆଯାଇଛି । ଜିଲ୍ଲା ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ କମିଟିର ସମସ୍ତ କର୍ମକର୍ତ୍ତା, ବ୍ଲକ କଂଗ୍ରେସ କମିଟିର କର୍ମକର୍ତ୍ତା, ଟାଉନ
Read More...

ଅଭିନବ ଉପାୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବୌଦ୍ଧ,୧୫/୧୧- ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପରିବାର ଧାରଣାରେ ବସି ଅଭିନବ ଉପାୟରେ ନିଜର ଦାବି ଉପସ୍ଥାପନ କରିଛନ୍ତି । ସେମାନେ ସାଙ୍ଗରେ କିଛି ଗୋମାତାଙ୍କୁ ଧରି ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଘଟଣାଟି ହେଉଛି ବୌଦ୍ଧବ୍ଲକ ଖଲିଆପାଲି ପଞ୍ଚାୟତ ତାଳପଦର ଗ୍ରାମର
Read More...

ଏହି ୫ ଖେଳାଳି ଟି-୨୦ ବିଶ୍ୱକପ-୨୦୨୨ ଦଳକୁ ଫେରିପାରନ୍ତି

ନୂଆଦିଲ୍ଲୀ : ଭାରତର ଟି -୨୦ ବିଶ୍ୱକପ ୨୦୨୧ ଅଭିଯାନ ସୁପର ୧୨ ରାଉଣ୍ଡରେ ନାମିବିଆ ବିପକ୍ଷରେ ବିଜୟ ସହିତ ଶେଷ ହୋଇଥିଲା । ବିଜୟର ହ୍ୟାଟ୍ରିକ୍‌ ପଞ୍ଜିକରଣ କରିବା ସତ୍ତେ୍ୱ ସେମିଫାଇନାଲ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳ ଟୁର୍ନାମେଣ୍ଟରୁ ବାଦ୍‌ ପଡିଥିଲେ । ଗ୍ରୁପ୍‌ ୨ରେ 'ମେନ
Read More...

ଜାମ୍ମୁ କାଶ୍ମୀରରେ ଆତଙ୍କୀ ସଫେଇ ଅଭିଯାନ ଜାରି : ଚଳିତ ବର୍ଷ ମଲେଣି ୧୩୪, ୧୩୫ ଗିରଫ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ୍‌ ଅଲ୍‌ଆଉଟ୍‌ରେ ବହୁତ ସଫଳତା ପାଇଛନ୍ତି । କାଶ୍ମୀରରେ ସୈନିକମାନେ ଏ + ++ ବର୍ଗର ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ମିଶାଇ ବହୁ ବରିଷ୍ଠ ଆତଙ୍କବାଦୀ କମାଣ୍ଡୋଙ୍କୁ ହତ୍ୟା କରାଯାଇଛି । ଏହା ସହିତ ଆତଙ୍କବାଦୀଙ୍କ
Read More...

ପଦ୍ମ ବିଭୂଷଣ ବାବା ସାହେବ ପୁରନ୍ଦରେଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରସିଦ୍ଧ ଐତିହାସକ, ଲେଖକ ତଥା ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ବଳବନ୍ତ ମୋରେଶ୍ୱର ପୁରନ୍ଦରେଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେଲା ଅସୁସ୍ଥତା ଯୋଗୁ ପୁନେ ସହରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୁରନ୍ଦରେ ଆଜି ସକାଳେ
Read More...

“ଚାଇଲ୍ଡ ଲାଇନ୍‌ ସେ ଦୋସ୍ତି’ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଶିଶୁ ଦିବସ ଉପଲକ୍ଷେ ଚାଇଲଡଲାଇନ୍‌ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆରମ୍ଭ ହୋଇଛି "ଚାଇଲଡଲାଇନ୍‌ ସେ ଦୋସ୍ତି' କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ଧରି ବିଭିନ୍ନ ଅନୁଷ୍ଠାନ ଏବଂ ଜନ ସମୁହିତ ସ୍ଥାନ ଗୁଡ଼ିକରେ ଶିଶୁ ମାନଙ୍କୁ ନେଇ ଏହା କରାଯାଉଅଛି ।
Read More...