ଓଲଟିଲା ରାଣୀ ପଣ୍ଡାଙ୍କ ଟ୍ରକ, ୪ ଆହତ
ଯାଜପୁର : ଓଲଟିଲା ରାଣୀ ପଣ୍ଡାଙ୍କ ଟ୍ରକ । ଯାଜପୁର ଗୋଲେଇପୁର ଠାରେ ରାଣୀ ପଣ୍ଡାଙ୍କ ଯାତ୍ରା ପାର୍ଟି ନାଟ୍ୟ ମଣ୍ଡପର ଟ୍ରକ ଓଲଟିପଡିଛି । ଯେଉଁଥିରେ ଏକାଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ଖବର!-->…
Read More...
Read More...