କୃଷକ ସାମଗ୍ରୀ ରପ୍ତାନୀ ପାଇଁ ସଚେତନତା କର୍ମଶାଳା

ଫୁଲବାଣୀ : ସ୍ୱାଧିନତାର ୭୫ତମ ବର୍ଷ ଅବସରରେ-ଜାତୀୟସ୍ତରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆପେଡା ସହାୟତା ଓ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ ସହଯୋଗରେ ସ୍ଥାନୀୟ ସମନ୍ନୀତ ସଭାଗୃହରେ ସ୍ୱାତୀର ଅଧ୍ୟକ୍ଷ ପ୍ରଶାନ୍ତ ଶତପଥିଙ୍କ ଅଧ୍ୟକ୍ଷତାରେ ଅଞ୍ଚଳର ଶତାଧିକ ଚାଷୀଙ୍କୁ
Read More...

ବିଭିନ୍ନ ଦାବିନେଇ ନାଗରିକ କମିଟିର ଗଣଧାରଣା ଓ ଦାବିପତ୍ର ପ୍ରଦାନ

ବୌଦ୍ଧ,୧୦/୧୧:- ବୌଦ୍ଧ ନାଗରିକ କମିଟି ତରଫରୁ ୩ ଦଫା ଦାବି ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଆଯୁକ୍ତ (ଆରଡିସି)ରେ ସାମିଲ କରିବା, ବୌଦ୍ଧଗଡ ଏନଏସି କୁ ମ୍ୟୁନିସିପାଲିଟିରେ ପରିଣତ କରିବା ଏବଂ ୨୦୧୯ ଜାନୁଆରୀରେ
Read More...

ପ୍ରଶାସନ ଶୁଣିଲାନି, ଗ୍ରାମର ଯୁବକମାନେ କେନାଲ ସଫା କଲେ

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର କଲିନାଯୁ ଡ୍ୟାମ ରହିଛି ସାରଙ୍ଗଧରପୁର ଓ ଆର୍‌. ପଡିକିଆ ଗ୍ରାମରୁ ମାତ୍ର ଏକ କିମି. ଦୂରରେ କିନ୍ତୁ ଏହି ଅଞ୍ଚଳକୁ ଡ୍ୟାମ ପାଣିର ସତ ସପନ । ଏହି ଅଞ୍ଚଳକୁ ପାଣି ଆସିବା ପାଇଁ କେନାଲ
Read More...

ଦିନ ଦ୍ୱିପ୍ରହରରେ ଯୁବକଙ୍କ ଗଳାକାଟି ଲୁଟିନେଲେ ସୁନା ଚେନ

ପୁରୀ : ବ୍ରହ୍ମଗିରି ଅଞ୍ଚଳରେ ଲୁଟେରାଙ୍କ ଆତଙ୍କରାଜ । ବ୍ରହ୍ମଗିରି ବ୍ଲକ କାଠୁଆରେଡି ଛକଠାରେ କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କଠାରୁ ଦିନ ଦ୍ୱିପ୍ରହରରେ ଚେନ୍‌ ଲୁଟି ତାଙ୍କ ଗଳା କାଟିଦେଇଥିବା ଦେଖିବାକୁ ମିଳିଛି । ଆହତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବ୍ରହ୍ମଗିରି ଥାନା କାଠୁଆରେଡି
Read More...

୧୨ ତମ ମା ମାହେଶ୍ୱରୀ ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସମ୍ବଲପୁର ଚମ୍ପିୟାନ

ବୌଦ୍ଧ/ଜହ୍ନ ।ପଙ୍କ,୧୦/୧୧: ବୌଦ୍ଧବ୍ଳକ ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ବୁରକଟା ଗଦବସା ପଡ଼ିଆରେ ସୋମବାର ଠାରୁ ଚାଲିଥିବା ୧୨ ତମ ମା ମାହେଶ୍ୱରୀ ଜିଲ୍ଲାସ୍ତରୀୟ କ୍ରିକେଟ ପ୍ରତିଯୋଗିତାର ଆଜି ଫାଇନାଲ ଖେଳସହ ଉଦଯାପିତ ହୋଇଯାଇଛି । ଫୁଲବାଣୀ ଓ ସମ୍ବଲପୁର ମଧ୍ୟରେ ତିନି ଫର୍ମାଟରେ ଫାଇନାଲ
Read More...

ବାଲିଗୁଡ଼ାରେ ୭୦ତମ ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ବାଲିଗୁଡ଼ା,୧୦/୧୧: ଗୋ ସମ୍ବର୍ଦ୍ଧନା ସପ୍ତାହ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ପରିସରରେ ୭୦ତମ ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ମୁଖ୍ୟଅତିଥି ଭାବେ
Read More...

ପୁରୀ: ବୋମାମାଡ଼ ଘଟଣାରେ ୧୦ ଜଣ ଗିରଫ

ପୁରୀ,୧୦/୧୧- ବ୍ରହ୍ମଗିରି ଥାନା ନାଥପୁର ଭୋଇସାହିରେ ଘଟିଥିବା ଗୋଷ୍ଠୀସଂଘର୍ଷ ଓ ବୋମାମାଡ଼ ଘଟଣାରେ ୧୦ ଜଣକୁ ଗିରଫ କରିଛି ପୁରୀ ପୋଲିସ । ଘଟଣାର ତଦନ୍ତ ଜାରିରହିଛି । ଯେଉଁମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାଲାଗି ସୂଚନା ଦେଇଛନ୍ତି ପୁରୀ ଏସ୍‌ପି କେ ବିଶାଲ
Read More...

ଏହି ତାରିଖରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୧୫ରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ କ୍ଲାସ୍‌ରୁମ ଶିକ୍ଷା ଦାନ ଆରମ୍ଭ ହେବ । ଏ ନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି । କୋଭିଡ ଗାଇଡଲାଇନ ଅନୁଯାୟୀ ପାଠପଢା ହେବ ବୋଲି ସେ କହିଛନ୍ତି । କୋଭିଡ କଟକଣା ଯୋଗୁଁ କ୍ଲାସରୁମ ଶିକ୍ଷାଦାନ
Read More...

ସାଂସଦମାନଙ୍କ ପାଇଁ ଖୁସି ଖବର,ଖୋଲିଲା ସାଂସଦ ପାଣ୍ଠି; ଏବର୍ଷ ୨ କୋଟି

ଭୁବନେଶ୍ୱର : ସାଂସଦମାନଙ୍କ ପାଇଁ ଖୁସି ଖବର । କରୋନା ପାଇଁ ସାଂସଦ ପାଣ୍ଠି ବନ୍ଦ ହୋଇଯାଇଥିଲା । ଫଳରେ ସାଂସଦମାନେ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିପାରୁନଥିଲେ । କିନ୍ତୁ ଆଜି କେନ୍ଦ୍ର କ୍ୟାବିନେଟ ସାଂସଦ ପାଣ୍ଠି ପାଇଁ ମଂଜୁରୀ ପ୍ରଦାନ କରିଛନ୍ତି
Read More...

ଟି-୨୦ ମାନ୍ୟତା : ଉଠିଲେ ରାହୁଲ, ଖସିଲେ ବିରାଟ

ଦୁବାଇ : ଟି-୨୦ ବିଶ୍ୱକପ୍‌ର ସୁପର ୧୨ ରାଉଣ୍ଡ ଶେଷ ହେବା ଏବଂ ପ୍ରଥମ ସେମିଫାଇନାଲ ଆରମ୍ଭ ହେବା ପୂର୍ବରୁ ଆଇସିସି ଟି -୨୦ ମାନ୍ୟତା ପ୍ରକାଶ କରିଛି । ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ୪ ଟି ସ୍ଥାନ ତଳକୁ ଖସିଥିବା ବେଳେ କେଏଲ ରାହୁଲ ନିଜର ଚମତ୍କାର ବ୍ୟାଟିଂ ହେତୁ ତିନୋଟି ସ୍ଥାନ
Read More...