ମେଗା ଓମଫେଡ ଡାଏରୀ ପ୍ଲାଣ୍ଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ: ଆଜି ଉଦଘାଟିତ ହୋଇଛି ରାଜ୍ୟର ସର୍ବବୃହତ ଓମଫେଡ ଡାଏରୀ ପ୍ଲାଣ୍ଟ । କଟକ ବାରଙ୍ଗ ବ୍ଲକ ଅରିଲୋ ଠାରେ ୩୦୦ କୋଟି ଟଙ୍କାର ଏହି ଅତ୍ୟାଧୁନିକ ସମ୍ପୂର୍ଣ୍ଣ ଅଟୋମଟିକ ଡାଏରୀ ପ୍ଲାଣ୍ଟର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସର୍ବବୃହତ ଓମଫେଡ ଡାଏରୀ
Read More...

ଦୁଇଟି ହାତୀ ଦାନ୍ତ ଜବତ, ଦୁଇ ଗିରଫ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଓ କେନ୍ଦୁଝର ଜିଲ୍ଲା ବନାଞ୍ଚଳ ଗୁଡ଼ିକରେ ଜାତୀୟ ଐତିହ ପଶୁ ହାତୀଙ୍କୁ ଭୟଭୀତ କରି ଜଙ୍ଗଲ ମାଫିଆମାନେ ମାଲେମାଲ ହେଉଥିବା ବହୁ ପୂର୍ବରୁ ଖବର ପ୍ରକାଶ ପାଉଥିଲେ ସୁଦ୍ଧା ବିଭିନ୍ନ ଜଙ୍ଗଲରୁ ପଶୁ ଶିକାର ବନ୍ଦ ହେଉନାହିଁ |ଦିନ ଓ ରାତିରେ ବମ୍ ବିସ୍ଫୋରଣ କରି
Read More...

ବିବାହ କଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା, ସେୟାର କଲେ ଫଟୋ

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ବିବାହ କରିଛନ୍ତି । ସୋସିଆଲ ମିଡିଆରେ ମଲାଲା ୟୁସୁଫଜାଇ ଏବଂ ତାଙ୍କ ସାଥୀ ଆସାର ସେମାନଙ୍କ ବିବାହ ବିଷୟରେ ସୂଚନା ଦେଇଛନ୍ତି । ବାଳିକା ଶିକ୍ଷାର ସମର୍ଥକ ମଲାଲା ଏବଂ ଆସାରଙ୍କ ବିବାହ ସମାରୋହ ବ୍ରିଟେନର ବର୍ମିଂହାମସ୍ଥିତ
Read More...

ବାବା ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିରରୁ ଲୁଟ୍‌

ସୁନ୍ଦରଗଡ଼ : ବାବା ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିରରୁ ଲୁଟ୍‌ । ସୁନ୍ଦରଗଡ଼ ଟାଉନ୍‌ ଥାନା ଅନ୍ତର୍ଗତ ମହାଦେବ ପଡ଼ା ଇବିନଦୀ କୂଳରେ ଥିବା ଏହି ମନ୍ଦିରରୁ ଲୁଟ୍‌ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଖବର ଅନୁଯାୟୀ, ଆଜି ସକାଳ ସମୟରେ ପୂଜକ ମନ୍ଦିରକୁ ଗେଟ୍‌
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଘସିଏନ ଡିଗ୍ରୀ କଲେଜ ପରିଦର୍ଶନ

ପାଟଣାଗଡ : ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଚତୁର୍ଥ ସହ ବନ୍ଦିତ ମହାବିଦ୍ୟାଳୟ ଭାବେ ପଞ୍ଚାୟତ ସମିତି ମହାବିଦ୍ୟାଳୟକୁ ବିଧିବଦ୍ଧ ଭାବେ ସ୍ୱୀକୃତି ମିଳିଛି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ଉମାବଲ୍ଲଭ ମହାପାତ୍ର ଓ ନିର୍ଦ୍ଦେଶକ କଲେଜ ଉନ୍ନୟନ ପରିଷଦ ପ୍ରଫେସର
Read More...

ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ପଟଣାଗଡ଼ରେ ବିଦାୟକାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା

ପାଟଣାଗଡ: ମଙ୍ଗଳବାର ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ପାଟଣାଗଡ଼ରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଦାୟକାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ବହୁ ଦିନରୁ ଏହି ଅନୁଷ୍ଠାନରେ ଖାଲି ପଡ଼ିଥିବା ଲାଇବ୍ରେରୀଏନ ପଦବୀ ପାଇଁ ଆଜି ନୂତନ
Read More...

୧୫ରୁ ଭୁବନେଶ୍ୱର-ନୟାଗଡ଼ ଟାଉନ୍‌ ମଧ୍ୟରେ ଚାଲିବ ମେମୁ ଟ୍ରେନ

ଦଶପଲ୍ଲା : ଭୁବନେଶ୍ୱର ଏବଂ ନୟାଗଡ଼ ଟାଉନ୍‌ ମଧ୍ୟରେ ଚଳିତ ମାସ ୧୫ ତାରିଖ ଠାରୁ ବର୍ତ୍ତମାନର ପାରମ୍ପାରିକ କୋଚ୍‌ ବଦଳାଇ ମେମୁ ଟ୍ରେନ୍‌ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ୦୮୪୨୩ / ୦୮୪୨୪ ଭୁବନେଶ୍ୱର - ନୟାଗଡ଼ ଟାଉନ୍‌ - ଭୁବନେଶ୍ୱର ସ୍ପେଶାଲ୍‌ ଭୁବନେଶ୍ୱରରୁ ୧୫ ନଭେମ୍ବର
Read More...

ଆପୋଲୋ ହସ୍ପିଟାଲ୍‌ରେ କର୍କଟ ରୋଗୀଙ୍କ ପାଇଁ ଯୋଗ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଆପୋଲୋ ହସ୍ପିଟାଲ୍‌ର ଅଙ୍କୋଲୋଜି ବିଭାଗରେ କର୍କଟ ରୋଗୀଙ୍କମାନଙ୍କୁ ଚିକିତ୍ସା ପ୍ରଦାନ ସହିତ ରୋଗୀମାନଙ୍କୁ ଶାରୀରିକ, ଭାବନାତ୍ମକ ଏବଂ ମାନସିକ ସୁସ୍ଥତା ହାସଲ କରିବାରେ ସାହାଯ୍ୟ କରିବା ଏବଂ ଦୁଃଶ୍ଚିନ୍ତାରୁ ଦୂରରେ ରଖିବା ପାଇଁ ନୂଆ କରି ଏକ ଯୋଗ କାର୍ଯ୍ୟକ୍ରମ ଆରମ୍ଭ
Read More...

ରାଜ୍ୟସ୍ତରୀୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ ନେଇ ବୌଦ୍ଧରେ ପ୍ରସ୍ତୁତି ଜୋରଦାର

ବୌଦ୍ଧ,୯ା୧୧: ରାଜ୍ୟସ୍ତରୀୟ ୬୯ତମ ସିନିୟିର ମହିଳା ଦଳ ଭଲିବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ବୌଦ୍ଧର ଷ୍ଟାଡିୟମ ପଡିଆଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ବୌଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ପ୍ରଶାସନ ପକ୍ଷରୁ
Read More...

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା,ଅଧିନାୟକ ହେଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଭାରତର ଟି-୨୦ ଅଧିନାୟକ ହୋଇଛନ୍ତି ହିଟମ୍ୟାନ ରୋହିତ ଶର୍ମା। ଆସନ୍ତା ନଭେମ୍ବର ୧୭ରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହେବ। ଏହି ମ୍ୟାଚ୍‌ରେ ରୋହିତଙ୍କୁ ବିସିସିଆଇ ଅଧିନାୟକ ପଦ ଦେଇଛି। ସେହିପରି କେଏଲ ରାହୁଲ ଟିମ ଇଣ୍ଡିଆର ଟି-୨୦ ଉପ ଅଧିନାୟକ
Read More...