ବ୍ରାହ୍ମଣୀଗାଁ ଷ୍ଟେଟବ୍ୟାଙ୍କର ଅବ୍ୟବସ୍ଥା, ବ୍ୟାଙ୍କରେ ତାଲା ପକାଇଲେ ଅଂଚଳବାସୀ

ଦାରିଙ୍ଗବାଡି,୨୭/୮ : ଗ୍ରାହକଙ୍କୁ ଦୁର୍ବ୍ୟବହାର ଓ ସଠିକ ସେବା ନଯୋଗାଇବା ପଡିଲା ମହଙ୍ଗା । ବାରମ୍ବାର ଅଭିଯୋଗ ପରେ ବି ଷ୍ଟେଟ ବ୍ୟାଙ୍କ କର୍ମଚାରୀ ନିଜର ଭୁଲ ସୁଧାରୁ ନଥିବା ଯୋଗୁଁ ଶେଷରେ ଗ୍ରାହକମାନେ ଉତକ୍ଷିପ୍ତ ହୋଇ ବ୍ୟାଙ୍କରେ ତାଲା ପକାଇଥିଲେ । ବ୍ରାହ୍ମଣୀଗାଁ ଷ୍ଟେଟ ବ୍ୟାଙ୍କରେ
Read More...

କୋଣାର୍କ ଚନ୍ଦ୍ରଭଗାର ଗଭୀର ସମୁଦ୍ର ଗର୍ଭରେ ଓଲଟିଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ୪ ଉଦ୍ଧାର ୧ ନିଖୋଜ

ପୁରୀ,୨୭/୮- କୋଣାର୍କ ଚନ୍ଦ୍ରଭଗାର ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯିବା ସମୟରେ ଘଟିଲା ଅଘଟଣ । ଆଜି ଭୋରରୁ ଗଭୀର ସମୁଦ୍ର ଗର୍ଭକୁ ମାଛ ଧରିବାକୁ ଯିବା ସମୟରେ ଓଲଟିଲା ମାଛ ଧରା ଡ଼ଙ୍ଗା ।ଚନ୍ଦ୍ରଭଗା ତେଲୁଗୁ ବସ୍ତି ର ୫ ମତ୍ସ୍ୟଜୀବୀ ଏକ ଡ଼ଙ୍ଗାରେ ଗଭୀର ସମୁଦ୍ର ଭିତରକୁ ମାଛ ଧରିବାକୁ
Read More...

କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

ଗଞ୍ଜାମ,୨୭/୮ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କୁମ୍ଭାରଗାଁ ପଂଚାୟତର ବେଗୁନିଆଡିହ ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ମୁନା ନାୟକ(୨୫) । ତାଙ୍କ ଘର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଦଳୀ ବସନ୍ତଗ୍ରାମରେ । ମୁନା ବେଗୁନିଆପଡା ବ୍ଲକ
Read More...

ସ୍ମାର୍ଟ ସ୍କୁଲ କାର୍ଯ୍ୟ ଅନୁଧ୍ୟାନ କଲେ ଜିଲ୍ଲାପାଳ

ଦାରିଙ୍ଗବାଡି,୨୭/୮ : ଦାରିଙ୍ଗବାଡି ବ୍ଲକ ଗସ୍ତରେ କନ୍ଧମାଳ ଜିଲ୍ଲାପାଳ ଡଃ ବୃନ୍ଦା ଡି ଆସି ସିମନବାଡି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବୁଡାଗୁଡ଼ା ହାଇସ୍କୁଲର ସ୍ମାର୍ଟସ୍କୁଲ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ଜିଲ୍ଲାପାଳ ପ୍ରଥମେ ବୁଡାଗୁଡା ହାଇସ୍କୁଲଯାଇ କାର୍ଯ୍ୟର ଅନୁଧ୍ୟାନ କରିଥିଲେ ।
Read More...

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ: ବିଜୁ ଛାତ୍ର ଜନତା ଦଳ

ସମ୍ବଲପୁର, ୨୭/୮- ଏଠାରେ ପ୍ରତିଷ୍ଠିତ ରାଜ୍ୟର ପ୍ରଥମ ଓ ଦେଶର ଅଷ୍ଟମ ଦୂରଦର୍ଶନ କେନ୍ଦ୍ର ଉଠାଇ ନେବାପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ଆଜି ବିଜୁ ଛାତ୍ର ଜନତା ଦଳ ରଣହୁଙ୍କାର ଦେଇଛି । ଏବିଷୟରେ ତାଙ୍କର ସଭାପତି ଡ଼: ସିଦ୍ଧାନ୍ତ ମହାନ୍ତି ଙ୍କ କହିବା ଅନୁସାରେ ଦଳୀୟ
Read More...

ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ବୌଦ୍ଧଜିଲ୍ଲା ଶାଖାର ବାର୍ଷିକ ଉତ୍ସବ

ବୌଦ୍ଧ,୨୭/୮- ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ବୌଦ୍ଧ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଆଜି ସ୍ଥାନୀୟ ଟାଉନହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ଉପ ସଭାପତି ଆଶୁତୋଷ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟତିଥି ଭାବେ ଯୋଗଦେଇ ଗଣତନ୍ତ୍ରରେ
Read More...

ଜିଲ୍ଲା ପ୍ରେସକ୍ଲବ ପକ୍ଷରୁ ଶୋକସଭା

ବୌଦ୍ଧ,୨୭/୮- ଆଜି ସନ୍ଧ୍ୟା ୫ ଘଣ୍ଟା ସମୟ ରେ ବୌଦ୍ଧ ଜିଲ୍ଲା ସାମ୍ବାଦିକ ଫୋରମ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରେସ କ୍ଳବ ଦ୍ୱାରା ଦିବଙ୍ଗତ ସାମ୍ବାଦିକ କପିଳେଶ୍ୱର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ପ୍ରେସକ୍ଲବର ସଭାପତି ବରୋଜ କୁମାର ବେହେରାଙ୍କ
Read More...

ଦୃଷ୍ଟିବାଧିତ ୪ଜଣ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍‌ ବଣ୍ଟନ

ବୌଦ୍ଧ,୨୭/୮- ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଥିବା ମାଗଣା ଲାପଟପ୍‌ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ କରକମଳରେ ଯୁକ୍ତ ୩ ଏବଂ ତଦୁର୍ଦ୍ଧ ଶ୍ରେଣୀରେ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟୟନରତ ଦୃଷ୍ଟିବାଧିତ ୪ଜଣ
Read More...

ମାର୍ବଲ ଅନଲୋଡ ବେଳେ ଚାପିହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ

ବୌଦ୍ଧ,୨୭/୮- ବୌଦ୍ଧ-ବୁଟୁପାଲି ଜାତୀୟ ରାଜପଥ ପାଶ୍ୱର୍ରେ ଏକ ଗୋଦାମରେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ଟ୍ରକରୁ ମାର୍ବଲ ଅନଲୋଡ ହେଉଥିଲା । ଅନଲୋଡ ସମୟରେ ମାର୍ବଲ ଖସିପଡିବାରୁ ୨ଜଣ ଶ୍ରମିକ ସେଥିରେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ବୌଦ୍ଧ ଅଗ୍ନିଶମ ବାହିନୀ ଖବରପାଇ ବହୁକଷ୍ଟରେ
Read More...