Sign in
Sign in
Recover your password.
A password will be e-mailed to you.
Author
Hiranchal Live 15435 posts 0 comments
ତୃତୀୟ ଟେଷ୍ଟ : ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି
ଲିଡ୍ସ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ଟିକିଆ ସିରିଜର ତୃତୀୟ ମ୍ୟାଚ୍ ଆଜିଠାରୁ ଲିଡ୍ସରେ ଖେଳାଯିବ । ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲି ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦ୍ୱିତୀୟ ଟେଷ୍ଟରେ ଖେଳିଥିବା ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ ।!-->…
Read More...
Read More...
ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ସାନିଟାଇଜର ମେସିନ୍ ସ୍ଥାପନ
ସମ୍ବଲପୁର: ସ୍ଥାନୀୟ ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ପ୍ରୟାସ ପରିବାର ପକ୍ଷରୁ ରେଢ଼ାଖୋଲ ଉପଖଣ୍ଡ ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଏକ ବିଶୋଧନ (ସାନିଟାଇଜର) ମେସିନ୍ ସ୍ଥାପନ କରାଯାଇଛି । ଯଦ୍ୱାରା ଜଣେ ହାତରେ ସ୍ପର୍ଶ ନକରି ଏହାର ବ୍ୟବହାର କରିପାରିବ । ସଂଗଠନ ସଭାପତି ରାଜେଶ୍ ଚଇନିଙ୍କ!-->…
Read More...
Read More...
ICC WTC ପଏଣ୍ଟ ଟେବୁଲ : ଶୀର୍ଷରେ ଭାରତ, ଦ୍ୱିତୀୟ ସ୍ଥାନରେ ରହିଛି ଏହି ଦଳ
ନୂଆଦିଲ୍ଲୀ : ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଶେଷ ହେବା ପରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ(ଡବ୍ଲ୍ୟୁଟିସି)ର ପଏଣ୍ଟ ତାଲିକା ଘୋଷଣା କରିଛି । ପଏଣ୍ଟ ଟେବୁଲ ଅନୁଯାୟୀ ଭାରତ ଶୀର୍ଷରେ ରହିଛି । ଗତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ପଏଣ୍ଟ ଟେବୁଲରେ ଟିମ୍ ଇଣ୍ଡିଆ ଦୀର୍ଘ ସମୟ!-->…
Read More...
Read More...
ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଟିକା
ନୂଆଦିଲ୍ଲୀ : ଶିକ୍ଷକମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି । ଆସନ୍ତା ଗୁରୁ ଦିବସ(ସେପ୍ଟେମ୍ବର ୫) ପୂର୍ବରୁ ଦେଶର ସମସ୍ତ ଶିକ୍ଷକଙ୍କୁ ଟିକାକରଣ କରାଯିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।
!-->!-->!-->…
Read More...
Read More...
କାବୁରରୁ ଭାରତ ଫେରିଥିବା ୭୮ଙ୍କ ମଧ୍ୟରୁ ୧୬ ପଜିଟିଭ ଚିହ୍ନଟ
ନୂଆଦିଲ୍ଲୀ : ମଙ୍ଗଳବାର ଆଫଗାନିସ୍ତାନରୁ ଉଦ୍ଧାର କରି ଭାରତକୁ ଆଣାଯାଇଥିବା ୭୮ ଜଣଙ୍କ ମଧ୍ୟରୁ ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ସତର୍କତା ଭାବରେ ସମସ୍ତ ୭୮ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛଇ । ସମସ୍ତ ୧୬ଜଣଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଯାଉନାହିଁ ।!-->…
Read More...
Read More...
ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଲା, ଏମ୍ସରେ ଭର୍ତ୍ତି ହେଲେ
ନୂଆଦିଲ୍ଲୀ : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିବାରୁ ତାଙ୍କୁ ଦିଲ୍ଲୀର ଏମ୍ସରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
Read More...
Read More...
ତାଲିବାନ ଭୟ : ଆଇଟି ମନ୍ତ୍ରୀରୁ ଡେଲିଭରି ବୟ
କାବୁଲ : ତାଲିବାନ୍ ଆଫଗାନିସ୍ତାନ ନିଜ କବଜାକୁ ନେବା ପରେ ରାଷ୍ଟ୍ରପତି ଆଶରଫ ଘନିଙ୍କ ସମେତ ବହୁ ରାଜନେତା ଓ ମନ୍ତ୍ରୀ ଦେଶ ଛାଡି ପଳାୟନ କରିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଏବେ ସାଧାରଣ ଲୋକଙ୍କ ଭଳି ଜୀବନ ବିତାଉଛନ୍ତି । ଆଫଗାନିସ୍ତାନର ପୂର୍ବତନ IT ମନ୍ତ୍ରୀଙ୍କ ଏପରି ଏକ ଫଟୋ!-->…
Read More...
Read More...
କୁକୁଡ଼ାଖଣ୍ଡି ବ୍ଲକରେ ଅଷ୍ଟମ ସମିତି ବୈଠକ ଅନୁଷ୍ଠିତ
ଗଞ୍ଜାମ/କୁକୁଡାଖଣ୍ଡି :କୁକୁଡ଼ାଖଣ୍ଡି ବ୍ଲକରେ ଅଷ୍ଟମ ପଞ୍ଚାୟତ ସମିତି ବୈଠକ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ବିଧାନସଭା!-->…
Read More...
Read More...
ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରକୁ ବଞ୍ଚାଇ ରଖିବା ପାଇଁ କଳାକାରଙ୍କ ଆନ୍ଦୋଳନ
ସମ୍ବଲପୁର: ସମଗ୍ର ରାଜ୍ୟରେ ପ୍ରଥମ ଓ ଦେଶରେ ଅଷ୍ଟମ କେନ୍ଦ୍ର ରୂପେ ପରିଚିତ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଏଠାରୁ ଅନ୍ୟତ୍ର ଉଠାଇ ନେଇ ଯିବାକୁ ଚାଲିଥିବା ଷଡ଼ଯନ୍ତ୍ର ବିରୁଦ୍ଧରେ ଆଜି ଲୋକ କଳାକାରମାନେ ଆନ୍ଦୋଳନର ଡାକରା ଦେଇଛନ୍ତି । ପଶ୍ଚିମ ଓଡ଼ିଶା ଲୋକ କଳାକାର ମହାସଂଘ ଦ୍ୱାରା ଆହୂତ!-->…
Read More...
Read More...