ଟ୍ରକ୍ ଧକ୍କାରେ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବି

ରାୟଗଡ: ରାୟଗଡ ଜିଲ୍ଳା ଶେଷଖାଲ ଥାନା ଅନ୍ତର୍ଗତ ଅତଡା ଗ୍ରାମ ନିକଟ ମୁଖ୍ୟ ରାସ୍ତାରେ ଗତକାଲି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ସଂପର୍କୀୟମାନେ ଦାବି କରିଛନ୍ତି । ଆଜି ରାୟଗଡ-କେରଡା ମୁଖ୍ୟ ରାସ୍ତାର କାଂଚକାୱାଲସା ଛକଠାରେ
Read More...

ସିଆରପିଏଫ ଯବାନଙ୍କୁ ରାକ୍ଷୀ ବାନ୍ଧିଲେ ଜୁପିଟର ସ୍କୁଲ ଛାତ୍ରୀ

ରାୟଗଡ: କୋଭିଡ-୧୯ ଗାଇଡଲାଇନକୁ ପାଳନ କରି ରାୟଗଡ ସହରର ଜୁପିଟର ଇଣ୍ଟର ନ୍ୟାସନାଲ ସ୍କୁଲ ଛାତ୍ରୀ ଓ ଶିକ୍ଷୟତ୍ରୀମାନେ ୪ର୍ଥ ବାଟାଲିୟନ ସିଆରପିଏଫ ଯବାନମାନଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି । ରାୟଗଡ ସହର ଇନ୍ଦିରା ନଗର ସ୍ଥିତ ୪ର୍ଥ ବାଟାଲିୟନ ହେଡକ୍ୱାଟର୍ସ ପରିସରରେ ଆଜି ରାକ୍ଷୀ ବନ୍ଧନ
Read More...

ଇଣ୍ଟରନେଟରୁ ହଟିଲା ତାଲିବାନ ୱେବସାଇଟ୍

କାବୁଲ: ଆଫାଗାନିସ୍ତାନରେ ତାଲିବାନ ଦଖଲ କରିବା ପରେ ଏବେ ସାରା ବିଶ୍ୱରେ ସେହି ଗୋଟିଏ ଚର୍ଚ୍ଚା । ଇଣ୍ଟରନେଟ ହେଉ ବା ଖବରକାଗଜ ସବୁଠି କେବଳ ତାଲିବାନ । ତେବେ ଏହାରି ଭିତରେ ଆସିଛି ଏଭଳି ଏକ ଖବର । ଆଫଗାନିସ୍ତାନରେ ତାଲିବାନ କ୍ଷମତା ହାସଲ କରିବା ପରେ ତା’ର ଅଫିସିଆଲ ୱେବସାଇଟ୍ ଶୁକ୍ରବାର
Read More...

ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବର୍ଷା ଗତ ୬୦ ବର୍ଷର ରେକର୍ଡ ଭାଙ୍ଗିଛି । ଶୁକ୍ରବାର ପୂର୍ବାହ୍ନ ସାଢେ ୮ଟାରୁ ଶନିବାର ପୂର୍ବାହ୍ନ ସୁଦ୍ଧା ଦିଲ୍ଲୀରେ ୧୩୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଅଗଷ୍ଟ ମାସରେ ଦିଲ୍ଲୀ ମାତ୍ର ୨୪ ଘଣ୍ଟାରେ ଏତେ ପରିମାଣର ବର୍ଷା ଦୀର୍ଘ ବର୍ଷ ପରେ ପାଇଛି ।
Read More...

ମୂର୍ତ୍ତି ଭାଙ୍ଗିଲା ନା ଭାଙ୍ଗିଦେଲେ!

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ନିକଟ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଛି । ତେବେ କାମ ଆରମ୍ଭରୁ ବହୁଚର୍ଚ୍ଚିତ ଘୋଡା ନିକଟରେ ଥିବା ନର୍ତ୍ତକୀ ମୂର୍ତ୍ତି ଭାଙ୍ଗିଯାଇଛି । ମୂର୍ତ୍ତି ସ୍ଥାନାନ୍ତର ବେଳେ ଗୋଟିଏ ନର୍ତ୍ତକୀ ମୂର୍ତ୍ତି ଭାଙ୍ଗିଯାଇଥିବା ସୂଚନା ମିଳିଛି । ତେବେ ଏହି ମୂର୍ତ୍ତି
Read More...

ଚାଷୀ ତାଲିକାରେ ବ୍ୟାପକ ଅନିୟମିତତା, ଧାରଣାରେ ବସିଲେ ଚାଷୀ

ଦଶପଲ୍ଲା: ନୟାଗଡ ଜିଲ୍ଲା ଶରଣକୁଳ ସେବା ସମବାୟ ସମିତିରେ ଗତ ଦୁଇବର୍ଷ ମଧ୍ୟରେ ଚାଷୀ ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି । ସମିତିର ସମ୍ପାଦକ ନକଲି ଏବଂ ଭୁତ ଚାଷୀଙ୍କ ନାଁରେ ପ୍ରାୟ ୧ କୋଟି ଟଙ୍କା ହଡପ କରିଥିବାର ଅଭିଯୋଗ ଆଣିଛନ୍ତି । ତେବେ ଏହି ଘଟଣାର
Read More...

ପଞ୍ଚାୟତ ନିର୍ବାଚନ ପାଇଁ ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ସଜବାଜ

ଚିଲିକା: ରାଜ୍ୟ ସରକାର ଉଭୟ ପଚାଂୟତ ଓ ପୈାର ନିର୍ବାଚନ ପାଇଁ ସଜବାଜ ହେଉଥିବାବେଳେ ଶୁକ୍ରବାର ଚିଲିକା ବ୍ଲକ୍ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନମଣ୍ଡଳୀ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ବିଭୁତି ଭୁଷଣ ବଳବନ୍ତରାୟଙ୍କ ସଭାପତିତ୍ୱରେ ଚିଲିକା
Read More...

ଶିକ୍ଷା ସେତୁ କାର୍ଯ୍ୟକ୍ରମର ପ୍ରଥମ ସମୀକ୍ଷା ବୈଠକ

ସୁବର୍ଣ୍ଣପୁର: ଆଜି ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଶିକ୍ଷା ସେତୁ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ପ୍ରଥମ ସମୀକ୍ଷା ବୈଠକ ବିଭାଗୀୟ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେ ବୈଠକରେ ଉପସ୍ଥିତ ଅଧିକାରୀଙ୍କୁୁ
Read More...