ପାଟଣାଗଡ ସିଟିଜେନ କମିଟିର ସାଧାରଣ ପରିଷଦ ବୈଠକ

ପାଟଣାଗଡ,୨/୧୦- କୁତମୁଣ୍ଡା ସ୍ଥିତ କାହ୍ନା ନର୍ସରୀ ଠାରେ ପାଟଣାଗଡ ସିଟିଜେନ କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ଘନଶ୍ୟାମ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାଟଣାଗଡ ସହରର ଟ୍ରାଫିକ ସମସ୍ୟା, ପାନୀୟ ଜଳଯୋଗାଣ ବ୍ୟବସ୍ଥା, ଷ୍ଟ୍ରିଟ ଲାଇଟ,
Read More...

ମନୋଜ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଂଟ ଉଦ୍‌ଘାଟିତ

ଦେବଗଡ଼,୨ା୧୦: ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ମନୋରମା କ୍ଲବ୍‌ ଆନୁକୁଲ୍ୟରେ ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡ଼ିୟମ ଠାରେ ମନୋଜ ମେମୋରିଆଲ ଟୁର୍ଣ୍ଣାମେଂଟ ଉଦ୍‌ଘାଟିତ ହୋଇଯାଇଛି । ୧୬ ଗୋଟ ଫୁଟବଲ୍‌ ଟିମ୍‌କୁ ନେଇ ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ଶନିବାର ପ୍ରଥମ ଦିନର ସେମି ଫାଇନାଲ
Read More...

ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି,୨/୧୦- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆଜି ରାଷ୍ଟ୍ର ପିତା ମହାତ୍ମା ଗାନ୍ଧୀ ଓ ଭାରତର ଗର୍ବ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ପରମ ପୂଜ୍ୟ ଲାଲବାହାଦୁରଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ପୂଜ୍ୟଙ୍କ ଫୋଟୋଚିତ୍ରରେ ଫୁଲମାଳା ଓ ଧୂପ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀର ନୂତନ ଶ୍ରେଣୀଗୃହ ଉଦଘାଟିତ

ଫୁଲବାଣୀ,୨/୧୦- ଆଜି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପରିସରରେ ନୂତନ ଶ୍ରେଣୀ ଗୃହ,ସମ୍ମିଳନୀ କକ୍ଷ ଏବଂ ପାଠାଗାରର କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଭର୍‌ଚୁଆଲ ମାଧ୍ୟମରେ ଉଦ୍ଘ ।ଟିତ
Read More...

ବୌଦ୍ଧ ମହାନଦୀ ବ୍ରିଜ ଉପରେ କାର୍‌ ଓ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ଅନ୍ୟଜଣେ ନିଖୋଜ

ବୌଦ୍ଧ,୨/୧୦- ଆଜି ସନ୍ଧ୍ୟାରେ ବୌଦ୍ଧ-କିଆକଟା ମହାନଦୀ ପୋଲ ଉପରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉଜଣେ ନିଖୋଜ ଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଡିଏଲ୍‌୮ସିଏଲ୬୫୯୨ନଂ ବିଶିଷ୍ଟ ଏକ କାର୍‌ ବୌଦ୍ଧପଟୁ କିଆକଟା ଆଡକୁ
Read More...

ନାରାୟଣନଗର ଲୋକକଳା ଗ୍ରାମର ତୃତୀୟ ବାର୍ଷିକୀ ମହୋତ୍ସବ ଅନୁଷ୍ଠିତ

ବୌଦ୍ଧ,୨/୧୦- ବୌଦ୍ଧବ୍ଲକ ନାରାୟଣନଗର ଠାରେ ଲୋକକଳା ଗ୍ରାମର ତୃତୀୟ ବାର୍ଷିକୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରଦିପ କୁମାର ଅମାତ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ, ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ଉପାଧ୍ୟକ୍ଷ, ପଂଚାୟତ ସମିତି
Read More...

ବୌଦ୍ଧ: ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମ ଜୟନ୍ତୀ ପାଳିତ

ବୌଦ୍ଧ,୨/୧୦- ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତିରଜନକ ମହାତ୍ମାଗାନ୍ଧୀ ଓ ଶାନ୍ତିର ଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ଉତ୍ସବ ବୌଦ୍ଧଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାତଃ ୫ ଘଟିକା ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଡାକବାଜି ଯନ୍ତ୍ରଯୋଗେ ବୌଦ୍ଧ
Read More...

ସୁବର୍ଣ୍ଣପୁର ଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର, ୨/୧୦- ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଏ ଉପଲକ୍ଷେ ପ୍ରାତଃ ସମୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସହରରେ
Read More...

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଯୁବ ସାମ୍ବାଦିକସଂଘ ପକ୍ଷରୁ ପାଟଣାଗଡ଼ ଆରକ୍ଷୀ ଅଧିକାରୀଙ୍କୁ ଦାବପତ୍ରି ପ୍ରଦାନ

ପାଟଣାଗଡ,୨/୧୦- ବରିଷ୍ଠ କାର୍ଯ୍ୟରତ ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦାକରି ଘଟଣାରେ ସଂପୃକ୍ତଥିବା ଅଭିଯୁକ୍ତ ମାନଙ୍କୁ ଗିରଫକରି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସମ୍ମିଳିତ ଏକ ଦାବିପତ୍ର ପାଟଣାଗଡ଼ ଯୁବ ସାମ୍ବାଦିକ ସଂଘ ପକ୍ଷରୁ
Read More...

ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବୌଦ୍ଧ ୨/୧୦:-ବୌଦ୍ଧ ସହର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ
Read More...