ହାତୀ ଆକ୍ରମଣରେ ଜଣେ ମୃତ

ଦେବଗଡ: ଦେବଗଡ ବନଖଣ୍ଡ ବାରକୋଟ ବନାଂଚଳରେ ପୁଣି ହାତୀ ଆତଙ୍କ । ଠିଆନାଳ ଫରେଷ୍ଟ ସେକ୍ସନ ବୁଢାଖମଣ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ବୁଢାଖମଣ ଗ୍ରାମର ଧବଳ ନାୟକ (୪୮) ବୋଲି ଜଣାପଡିଛି । ଧବଳ ଆଜି ସକାଳୁ ଗାଁ ନିକଟ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିବା ବେଳେ ହାତୀ
Read More...

ଏଥର ପକ୍ଷରୁ ଭୁବନେଶ୍ୱରରେ ଖୋଲିଲା ତୃତୀୟ ଏକ୍ସପେରିଏନ୍ସ ସେଣ୍ଟର

ଭୁବନେଶ୍ୱର : ଭାରତର ଅଗ୍ରଣୀ ଇଲେକ୍ଟ୍ରିକ ଦୁଇଚକିଆ ଯାନ ନିର୍ମାତା ଏଥର ଏନର୍ଜି ଲିମିଟେଡ ଭୁବନଶ୍ୱରର ପୁରୀ ବାଇପାସ୍ ରୋଡ୍ ପାଣ୍ଡେରା ଛକଠାରେ ଏହାର ତୃତୀୟ ଏକ୍ସପେରିଏନ୍ସ ସେଣ୍ଟର "ଏଥର୍ ସ୍ପେଶ' ର ଶୁଭାରମ୍ଭ ହୋଇଛି । ଏହି ଏକ୍ସପେରିଏନ୍ସ ସେଣ୍ଟରରେ ଗ୍ରାହକମାନେ ଏଥରର୍ ପ୍ରଥମ
Read More...

ବହୁ ଚର୍ଚ୍ଚିତ ରାସେଶ୍ୱରୀ ସାମଲ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ବୌଦ୍ଧ,୧୭/୩:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ରାଜିଂ ଗ୍ରାମର ରାସେଶ୍ୱରୀ ସାମଲ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ । ସୂଚନା ଅନୁସାରେ ଗତ ୨୦୨୧ ମସିହା ସେପ୍ଟେମ୍ବର ୩୦ ତାରିଖରେ ରାସେଶ୍ୱରୀ ସାମଲଙ୍କ ମୃତଦେହ
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରେ ଗଜପତି ଓ ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ଅନlନ୍ୟ ଅସମ୍ପୂର୍ଣ ଥିବା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ଗଜପତି ମହାରାଜାଙ୍କ ଅଦ୍ଦକ୍ଷତାରେ ବସିଥିବା ଶ୍ରୀମନ୍ଦିର ସଂସ୍କୃତି ଉପଦେଷ୍ଟା କମିଟି ବୈଠକରେ ନିଷ୍ପତି ହୋଇଛି l ଅଭ୍ୟର୍ଥନା କକ୍ଷ ସମେତ ପ୍ରଶାସନିକ ନୂତନ କାର୍ଯ୍ୟାଳୟ,
Read More...

ଅନ୍ତଃରାଜ୍ୟ ଏଟିଏମ ଲୁଟେରାକୁ ଗିରଫ କଲା ପୁରୀ ପୋଲିସ

ପୁରୀ : ପେଶାଦାର ଅନ୍ତଃରାଜ୍ୟ ଏଟିଏମ ଲୁଟେରାକୁ ଗିରଫ କରିଛି ପୁରୀ ପୋଲିସ । ଗିରଫ ଅଭିଯୁକ୍ତ ହେଉଛି ଝାଡ଼ଖଣ୍ଡ ଅଞ୍ଚଳର ସୀତାରାମ ମଣ୍ଡଳ । ଲୋକଙ୍କ ଏଟିଏମ କାର୍ଡ ବ୍ୟବହାର କରି ଟଙ୍କା ଲୁଟ କରୁଥିଲା । ଟଙ୍କା ଉଠାଇଦେବା ବାହାନାରେ ଲୁଟ କରୁଥିଲା ଏହି ଲୁଟେରା । ପୁଲିସ ତାଠାରୁ ୧୧ଟି
Read More...

ଆଇସିସି ଚାମ୍ପିୟନ୍ସ ଟ୍ରଫି: ଭାରତ ଚାମ୍ପିୟନ

ଦୁବାଇ : ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଚାମ୍ପିୟନ ହୋଇଛି ଟିମ୍‌ ଇଣ୍ଡିଆ। ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ଓ ଅଧିନାୟକ ରୋହିତ ଶର୍ମାଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ରବିବାର ଅନୁଷ୍ଠିତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ୫୦ ଓଭରରେ ୭ ଉଇକେଟ ହରାଇ
Read More...

ସର୍ବଭାରତୀୟ ଡିଏସ୍‌ କପ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ, ବରଗଡକୁ ହରାଇ ଫାଇନାଲରେ ବାଙ୍ଗାଲୋର

ବୌଦ୍ଧ,୪/୩:- ଜିଲ୍ଲା ଷ୍ଟାଡିୟମ ଠାରେ ବୌଦ୍ଧଜିଲ୍ଲା ଫୁଟବଲ୍‌ ଆସୋସିଏସନ ଦ୍ୱାରା ଆୟୋଜିତ ଓ ଏଆଇଏଫଏଫ ନୂଆଦିଲ୍ଲୀ ଓ ଫାଓ ଦ୍ୱାରା ସ୍ୱୀକୃତିପ୍ରାପ୍ତ ମର୍ଯ୍ୟାଦାଜନକ ୧୬ତମ ସର୍ବଭାରତୀୟ ଡିଏସ୍‌ କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଆଜି ଗ୍ରୁପ ‘ଏ’ର ପ୍ରଥମ ସେମିଫାଇନାଲ ମ୍ୟାଚ ଏମଇଜି ସେଣ୍ଟର
Read More...

ଗୋ ଓ୍ବେଲ୍ ଅଲମ୍ପିଆନ୍ ପ୍ରତିଯୋଗିତାରେ ବାଲିଗୁଡ଼ା ସେଣ୍ଟ ଜନ୍ ସ୍କୁଲର ଚମତ୍କାର ପ୍ରଦର୍ଶନ

ବାଲିଗୁଡ଼ା: ଗୋ ଓ୍ବେଲ୍ ଅଲମ୍ପିଆନ୍ ସଙ୍ଗଠନ ନୁଆ ଦିଲ୍ଲୀ ଦ୍ବାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସେଣ୍ଟ ଜନ୍ ସ୍କୁଲ୍ ରେ ଉଚ୍ଚ କୋଟୀର ପ୍ରଦର୍ଶନ । ଏହି ପ୍ରତିଯୋଗିତାରେ ବାଲିଗୁଡ଼ା ସେଣ୍ଟ ଜନ୍ ସ୍କୁଲ୍ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ
Read More...

ବ୍ରାଉନ ସୁଗାର୍ କବଳରେ ଯୁବପିଢି,ପୁରୀରେ ୪ ଅଭିଯୁକ୍ତଙ୍କୁ ଜାଲ ବିଛାଇ ଉଠାଇନେଲା ପୋଲିସ

ପୁରୀ:ବ୍ରାଉନ ସୁଗାର୍ କବଳରେ ଯୁବପିଢି । ପୁରୀରେ ୪ ଅଭିଯୁକ୍ତ ଙ୍କୁ ଜାଲ ବିଛାଇ ଉଠାଇନେଲା ପୋଲିସ ।୫୩୮ ଦଶମିକ ୫ ଗ୍ରାମ ବ୍ରାଉନ ସୁଗାର୍ , ନଗଦ ୭ ଲକ୍ଷ ୩୨ ହଜାର ଟଙ୍କା,ଗୋଟିଏ ଦେଶୀ ବନ୍ଧୁକ,୪ ଅଫୁଟା ଜୀବନ୍ତ ଗୁଳି,ଗୋଟିଏ ଚାରି ଚକିଆ ଗାଡ଼ି ଓ ୩ ଟି ଦୁଇ ଚକିଆ ଗାଡ଼ି ଜବତ ।ପୁରୀ ଲୋକନାଥ
Read More...

ଓଡିଶା ସାମ୍ବାଦିକ ସଂଘର ବାର୍ଷିକ ସମ୍ମିଳନୀ, ସମାଜ ଗଠନରେ ସାମ୍ବାଦିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ଭୁବନେଶ୍ୱର/ନବରଙ୍ଗପୁର :ସମାଜ ଗଠନରେ ସାମ୍ବାଦିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଣୁ ସଠିକ ତଥ୍ୟ ପରିବେଷଣ କରିବା ଜଣେ ସାମ୍ବାଦିକର ନୈତିକ କର୍ତ୍ତବ୍ୟ, ସେହିଭଳି ସାମ୍ବାଦିକ ମାନଙ୍କର ସୁରକ୍ଷା ଏବଂ କଲ୍ୟାଣ ପାଇଁ ସରକାରୀ ସ୍ତରରେ ପ୍ରୟାସ ଲୋଡ଼ା ବୋଲି ଆଜି ଭୁବନେଶ୍ୱର
Read More...