ରାଜନୀତିରେ ପ୍ରବେଶ କରିବେ ଭିନେଶ ଓ ପୁନିଆ
ନୂଆଦିଲ୍ଲୀ : କୁସ୍ତି ଯୋଦ୍ଧା ଭିନେଶ ଫୋଗଟ୍ ଓ ବଜରଂଗ ପୁନିଆଙ୍କୁ ନେଇ ଏକ ବଡ଼ ଖବର ଆସିଛି। ରାହୁଲଙ୍କୁ ଭେଟିବା ପରେ ବଢ଼ିଲା ଚର୍ଚ୍ଚା I ଉଭୟ କଂଗ୍ରେସରେ ସାମିଲ୍ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଆସନ୍ତା ମାସରେ ହରିୟାଣା ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ମାହୋଲ!-->…
Read More...
Read More...