ପ୍ୟାରିସ ପାରା ଆଲିମ୍ପିକ୍ସରେ ଭାରତର ବିଜୟ ଅଭିଯାନ
ପ୍ୟାରିସ : ପ୍ୟାରିସରେ ଚମକିଛନ୍ତି ଭାରତର ଦୁଇ ସୁନା ଝିଅ I ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ବିଜୟ ଅଭିଯାନ ଆରମ୍ଭ ହୋଇଛି। ଅଲମ୍ପିକ୍ସରେ ପୁଣି ଥରେ ନିଜର ଦବଦବା ଜାହିର କରିଛନ୍ତି ଅବନୀ ଲେଖେରା । ଶୁକ୍ରବାର ଭାରତକୁ ଦୁଇ ଦୁଇଟି ପଦକ ମିଳିଛି । ୧୦ ମିଟର ବନ୍ଧୁକ ଚାଳନାରେ ଅବନୀ!-->…
Read More...
Read More...