ଅକାଳରେ ଚାଲିଯାଉଛି ଜୀବନ

ଏବେ ବଦଳିଛି ସରକାର, ଆଉ ବଦଳିଛି ସରକାରୀ କଳ ; ହେଲେ ବଦଳି ପାରୁନି ସ୍ଥାନୀୟ ପ୍ରଶାସନ l ରସୁଲପୁର : ସରକାରୀ ବାବୁ ମାନଙ୍କ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିବା ବେଳେ ମୁନଫା ଖୋର ଅଫିସରଙ୍କ ମାର୍ଫତଦାରୀରେ ଚାଲୁଥିବା ବେଆଇନ ବାଲିଘାଟ ପାଇଁ ଅକାଳରେ ଚାଲିଯାଉଛି
Read More...

୧୨୦ରୁ ଅଧିକ ସ୍ୱାସ୍ଥ୍ୟଶିବିରର ଆୟୋଜନ

ମଇ ୨୦୨୪ରେ ମୋବାଇଲ ହେଲଥ ୟୁନିଟର ଶୁଭାରମ୍ଭ ପରଠାରୁ ବେଦାନ୍ତ ୩୩୦୦ରୁ ଅଧିକ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାର ଦେଶରେ ସ୍ୱାସ୍ଥ୍ୟସେବା ପ୍ରଦାନ କରିଛ ସିଜିମାଲି : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ସିଜିମାଳି ଖଣି ଚାରିପାଖରେ ଥିବା
Read More...

ଶ୍ରୀଜିଉଙ୍କ ରାହୁ ରେଖା ଲାଗି ନୀତି

୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ I ପୁରୀ : ଆଜି ପବିତ୍ର ଭାଦ୍ରବ ମାସ କୃଷ୍ନପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ରେଖାପଞ୍ଚମୀ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା। ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ
Read More...

ସୁଭଦ୍ରା ଯୋଜନାର ଏସଓପି ଘୋଷଣା

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ପ୍ରତିଶୃତି ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ଭାଜପା ସରକାର ଏହି ଯୋଜନାର ଏସଓପି ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଏସଓପି ଘୋଷଣା କରିଛନ୍ତି, ଏହି ଯୋଜନା ଅଧୀନରେ ୨୧ରୁ ୬୦ ବର୍ଷର
Read More...

ବୃନ୍ଦାବନରେ ପତ୍ନୀ ହତ୍ୟାକାରୀ ଅଭିଯୁକ୍ତ

ପ୍ରତିଦିନ ଝଗଡ଼ାରୁ ଘଟିଲା ଜଘଣ୍ୟ କାଣ୍ଡ I ଗୁରୁଗ୍ରାମ : ମଦ ପିଇବାକୁ ପତ୍ନୀ ମନା କରୁଥିବାରୁ ପ୍ରତିଦିନ ଝଗଡ଼ା ହୁଏ ଏବଂ ସେହି ଝଗଡା ଏକ ଜଘଣ୍ୟ କାଣ୍ଡର ରୂପ ଧରିଛି। ଦିନେ ଝଗଡ଼ା ଏତେ ବଢିଯାଇଥିଲା ଯେ ସ୍ୱାମୀ ତକିଆରେ ପତ୍ନୀଙ୍କ ପାଟିକୁ ଚାପି ଚେତାଶୂନ୍ୟ କରିଦେଲା। ପରେ ପତ୍ନୀର
Read More...

ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ : କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲାରେ ଗୁରୁବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଅଦାଲତ ଆନ୍ଦୋଳନରତ ଡାକ୍ତରମାନଙ୍କୁ କାର୍ଯ୍ୟକୁ ଫେରିବାକୁ ପରାମର୍ଶ ଦେଇଛନ୍ତି। ଯଦି ଡାକ୍ତରମାନେ ଧର୍ମଘଟକରନ୍ତି ତେବେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ଠପ୍ ହୋଇଯିବ ଓ ଜନତା ହଇରାଣ ହେବେ।
Read More...

ବଣାଇ ବିଧାୟକଙ୍କୁ ରାଜ୍ୟ ସ୍ତରୀୟ ନାଗରିକ ସମ୍ବର୍ଦ୍ଧନା

ଭୁବନେଶ୍ଵର : ଚତୁର୍ଥ ଥର ପାଇଁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବା ବଣାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀର ଜନପ୍ରିୟ ଆଦିବାସୀ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ଭୁବନେଶ୍ଵର ଜୟଦେବଭବନ ଠାରେ ରାଜ୍ୟ ସ୍ତରୀୟ ବିପୁଳ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ସଭାରେ ବର୍ଷୀୟାନ କମ୍ୟୁନିଷ୍ଟ
Read More...

ପାଇଖାନା ଫ୍ଲସ୍ ଭିତରେ ବିଡା ବିଡା ଟଙ୍କା

ଢ଼େଙ୍କାନାଳ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଚଢଉ କରିଛି ଭିଜିଲାନ୍ସ। ସୂଚନା ଅନୁସାରେ ୮ଟି ଜାଗାରେ ଏକକାଳିନ ଚଢ଼ାଉ କରାଯାଇଛି। କଟକର ସ୍ଵତନ୍ତ୍ର ଟିମ୍ ଏହି ରେଡ କରୁଛି। ଢେଙ୍କାନାଳରେ ଥିବା ତାଙ୍କ ଘରେ ଓ ତାଙ୍କ ଭାଇଙ୍କ ଘରେ
Read More...

ଚା ଦୋକାନ ଉପରକୁ ମାଡ଼ିଗଲା ଦୁର୍ଘଟଣାଗ୍ରସ୍ତ ଗାଡ଼ି

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା I ବସ୍ ସହ ତେଲ ଟ୍ୟାଙ୍କର ଧକ୍କା। ରାସ୍ତାକଡ ଚା ଦୋକାନ ଉପରକୁ ମାଡ଼ିଗଲା ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡ଼ି। ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଚା ଦୋକାନରେ ଚା ପିଉଥିବା ୩ଜଣ ଓ
Read More...

ଦିବ୍ୟାଙ୍ଗ ହତ୍ୟା ଘଟଣାର ପର୍ଦ୍ଧାଫାଶ

ପୁରୀ : ପୁରୀ ଟାଉନ ଥାନା ରାଧାଗୋବିନ୍ଦ ଲେନରେ ଗତ ୧୯ ତାରିଖ ଦିନ ଦିବ୍ୟାଙ୍ଗ ହରିହର ସାହୁଙ୍କୁ ହତ୍ୟା ଘଟଣାର ପର୍ଦ୍ଧାଫାଶ ହୋଇଛି। ଦୁଇ ମୁଖ୍ୟ ଅଭିଯୁକ୍ତ ସହ ଏହି ଘଟଣାରେ ୭ ନାବାଳକ ଗିରଫ ହୋଇଛନ୍ତି। ଅନ୍ୟ ଦୁଇ ନାବାଳକ ଫେରାର ଅଛନ୍ତି। ସେମାନଙ୍କ ଠାରୁ ଗୋଟିଏ ଲୁହା ରଡ଼, ଦୁଇଟି ଲୁହା
Read More...