ଡକାୟତି ଉଦ୍ୟମରେ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ ସହ ୧୦ ହଜାର ଜୋରିମାନା

ଫୁଲବାଣୀ : (ବୋମା ଫୁଟାଇ ଆତଙ୍କ ସୃଷ୍ଟି କରିଥିଲେ ତିନି ଆସାମୀ ) ଫୁଲବାଣୀ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ମୁନ ରାଣୀ ମିଶ୍ର ଏକ ଡକାୟତି ଉଦ୍ୟମର ମାମଲାକୁ ୧୫ ଜଣସାକ୍ଷୀ, ଆଧାରରେ ବିଚାର କରି ମୁମତାଜ ଅଲ୍ଲୀ, ଚନ୍ଦ୍ର ଶେଖର ନାୟକ, ଶରତ ନାୟକଙ୍କୁ (ଦଶପଲ୍ଲା ଅଞ୍ଚଳ) ଦୋଷୀ ସାବ୍ୟସ୍ତ
Read More...

ସ୍ବର୍ଗତ ପ୍ରଦୀପ ମୁନୀଙ୍କ ଉଦ୍ଦେଶ୍ଯରେ ଫୁଲବାଣୀ ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ଶୋକସଭା

ଫୁଲବାଣୀ: ଫୁଲବାଣୀ ସହର ବିଜୁଜନତା ଦଳ ପକ୍ଷରୁ ସ୍ବର୍ଗତ ପ୍ରଦୀପ ମୁନୀଙ୍କ ଅମର ଆତ୍ମାର ସଦଗତି ପାଇଁ ଏକ ଶ୍ରଦ୍ଧାଞ୍ଜଳୀ ଓ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଶୋକସଭା ବିଜୁ ଜନତା ଦଳର ଫୁଲବାଣୀ ନଗର ସଭାପତି ବିମଳେନ୍ଦୁ ପାଢ଼ୀଙ୍କ ନେତୃତ୍ୱରେ,
Read More...

ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ପଞ୍ଚାୟତ ବିକାଶର ମୂଳ ଲକ୍ଷ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ବୈଠକ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ଅଧ୍ଯକ୍ଷା ସସ୍ମିତା କହଁରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ସରକାରଙ୍କ
Read More...

ମୁଖ୍ୟମନ୍ତ୍ରୀ ଭାରତୀୟ ହକି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଭୁବନେଶ୍ୱର : ପ୍ୟାରିସ ଅଲିମ୍ପିକସ୍‌ରେ ସ୍ପେନ ବିରୁଦ୍ଧରେ ଚମକପ୍ରଦ ବିଜୟ ହାସଲ କରି ବ୍ରୋଞ୍ଜ ପଦକ ପାଇଥିବାରୁ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ, ପ୍ରଶିକ୍ଷକ କ୍ରେଗ ଫଲଟନ, ସମସ୍ତ ଖେଳାଳି ଓ ସହାୟକ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ଫୋନ ମାଧ୍ୟମରେ ଅଭିନନ୍ଦନ ଜଣାଇଛି।
Read More...

ଉତ୍ତରପ୍ରଦେଶରୁ ଆଳୁ ଆସିବା ପ୍ରକ୍ରିୟା ତ୍ୱରାନ୍ୱିତ:ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର

ଭୁବନେଶ୍ୱର:ରାଜ୍ୟରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆଣିବା ବ୍ୟବସ୍ଥା କରାଯିବ । ଏ ସଂକ୍ରାନ୍ତରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ
Read More...

ଦୁର୍ଘଟଣାରେ ଜଣେ ମୃତ, ୩ ଗୁରୁତର

ପାଟଣାଗଡ: ଗାଡି ଚକା ଫାଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏମିତି ଏକ ଘଟଣା ଘଟିଛିବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ୍‌ ମୁଣ୍ଡୋଦର୍ହ ଗାଁ ନିକଟରେ । ସୂଚନାଯୋଗ୍ୟ ଯେ,ତେନ୍ତୁଲିମୁଣ୍ଡା ଜୟରାମ ମେହେର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକମାନେ
Read More...

୭୫ ତମ ବନ ମହୋତ୍ସବ

ଦେବଗଡ : ଦେବଗଡ ବନବିଭାଗ ଏବଂ ଜିଲ୍ଲା ସାମ୍ବାଦିକ ସଙ୍ଘର ମିଳିତ ଉଦ୍ୟମରେ ମଙ୍ଗଳବାର ଦିନ ୧୨ ଟାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୭୫ ତମ ବନ ମହୋତ୍ସବ ଅବସରରେ ଦେବଗଡ କୁରୁଡକୋଟ ସ୍ଥାୟୀ ନର୍ସରୀ ଠାରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିଲା। ଏହା ପୂର୍ବରୁ
Read More...

ସଡକ ସୁରକ୍ଷା କମିଟି ସମୀକ୍ଷା ବୈଠକ

ପୁରୀ : ସର୍କିଟ ହାଉସ ଠାରେ ପରିବହନ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସଡକ ସୁରକ୍ଷା କମିଟି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା କହିଥିଲେ, ପରସ୍ପର ସସମନ୍ୱୟ ରଖି କାର୍ଯ୍ୟ କଲେ ସଡକ ସୁରକ୍ଷା ସଫଳ ହେବା ସହ ଅନେକ ଜୀବନ ରକ୍ଷା ହୋଇ ପାରିବ।
Read More...

ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ବୌଦ୍ଧ : ବୌଦ୍ଧ ଜିଲ୍ଲା ଗସ୍ତରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ। ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ହେବା ପରେ ଆଜି ପ୍ରଥମ କରି ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି। ପ୍ରଥମେ ବୌଦ୍ଧ-ନୟାଗଡ଼ ସୀମାନ୍ତରେ ସାମାଜିକ କର୍ମୀ ସଙ୍ଗଠନ
Read More...

ସଚେତନତା ଅଭାବରୁ ମୃତ୍ୟୁ ନେଇ ଚର୍ଚ୍ଚା

ହରଭଙ୍ଗା : ବିଷାକ୍ତ ସାପ କାମୁଡ଼ାରେ ଯୁବକ ଙ୍କ ମୃତ୍ୟୁ l ପରିବାର ବେସାହାରା l ସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପାଟଦୋହଲି ଗ୍ରାମର ହେମlନନ୍ଦ ପ୍ରଧାନ (୩୦)ଗତ କାଲି ରାତ୍ରି ରେ ସୋଇଥିବା ସମୟରେ ଏକ ବିଷାକ୍ତ ସାପ କାମୁଡି ଥିଲା l ସନ୍ଦେହରେ ଘର ସବୁ ଆଡେ ଖୋଜା ଖୋଜି ପରେ
Read More...