ବ୍ରିଜ୍ କାମରେ ଦୁର୍ନୀତିର ଗନ୍ଧ, ହାତ ମାରିଲେ ବାହାରୁଛି ପିଚୁ
ବ୍ରିଜ୍ ଓ ରାସ୍ତା କାମରେ ଖର୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା I ହାତ ମାରିଲେ ବାହାରୁଛି ପିଚୁ, ତିନି ମାସ ନହେଉଣୁ ଖସି ଦବି ଗଲାଣି ବ୍ରିଜ୍ ରାସ୍ତା। ଅମରା ଡାଳିମ୍ବପୁର ବ୍ରିଜ କାମରେ ହାତ ମାରିଲେ ବାହାରୁଛି ପିଚୁ I ଏହି ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ କେରାଣ୍ଡି!-->…
Read More...
Read More...