ଅଳ୍ପକେ ରକ୍ଷା ପାଇଗଲା ବାସଗୃହ
ଆଜି ଅପରାହ୍ନ ୨ ଘଟିକା ସମୟରେ ଦଶପଲ୍ଲା ବ୍ଲକ୍ ବୁଗୁଡା ସରକାରୀ ବାଳିକା ଊଚ୍ଚ ବିଦ୍ୟାଳୟ ପରିସରରେ ଥିବା ଏକ ବିରାଟ ଆମ୍ବଗଛ ଲଗାଣ ବର୍ଷା ଫଳରେ ଉପୁଡି ପଡିବା ଯୋଗୁଁ ବୁଗୁଡା ବାଙ୍କତଇଳା ରାସ୍ତା ଅବରୋଧ ହେବା ସହିତ, ମାନସ କୁମାର ସାହୁଙ୍କ ବାସଗୃହ ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ଗଛ ପଡିବା!-->…
Read More...
Read More...