ବଡ଼ଦାଣ୍ଡ ଜଳାର୍ଣ୍ଣବ
ପୁରୀ : ଲଗାଣ ବର୍ଷାରେ ବଡ଼ଦାଣ୍ଡ ଜଳାର୍ଣ୍ଣବ। ଲଗାଣ ବର୍ଷା ଯୋଗୁଁ ସହରବାସୀ ଅନେକ ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ବିଶେଷ ଭାବେ ଲଘୁଚାପ ଜନିତ ଏହି ବର୍ଷାରେ ବଡ଼ଦାଣ୍ଡ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇପଡିଛି। ସୋମବାର ପୂର୍ବାହ୍ନରୁ ପୁରୀରେ ଲାଗିରହିଛି ମାଧ୍ୟମ ଧରଣର ବର୍ଷା।ଦୀର୍ଘ ସମୟ!-->…
Read More...
Read More...