ଶ୍ରାବଣର ପ୍ରଥମ ପାଳି ପାଇଁ ବୋଲବମ ଭକ୍ତଙ୍କ ଭିଡ
ଶ୍ରାବଣର ସ୍ପର୍ଶରେ ସବୁଜିମା ହୋଇଛି ସାରା ସଂସାର। ଶ୍ରାବଣର ପ୍ରଥମ ବୃଷ୍ଟି ଜଳରେ ନଦୀମାନେ ହୋଇଛନ୍ତି ପୂର୍ଣ୍ଣଗର୍ଭା। ନୂତନ ଜଳରେ ଉନ୍ମାଦିତ ହୋଇଛି ନଦୀ ଗର୍ଭ । ଏହି ନୂତନ ଜଳକୁ ନେଇ ଦେବ ଦେବ ମହାଦେବଙ୍କ ପାଖରେ ଜଳ ଲାଗି କଲେ ଅକ୍ଷୟ ଐଶ୍ୱର୍ୟ୍ୟ ପ୍ରାପ୍ତି ହୁଏ ବୋଲି ରହିଛି ବିଶ୍ୱାସ।!-->…
Read More...
Read More...