ଶାଗୁଆନ ଗଣ୍ଡି ସହିତ ୨ ଗିରଫ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ବନ ବିଭାଗକୁ ମିଳିଛି ବଡ଼ ସଫଳତା l 3ଶାଗୁଆନ ଗଣ୍ଡି ସହିତ ୨ ଜଣଙ୍କୁ ଗିରଫ ସହ ଗୁରୁବାର କୋର୍ଟ ଚଲାଣ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି l ସୂଚନା ଅନୁଯାଇ ପୁରୁଣାକଟକ ରେଞ୍ଜ ଅଧିନସ୍ଥ ରତନ ପୁର ଗ୍ରାମରେ ଶାଗୁଆନ ଗଣ୍ଡିରୁ କରତ ସାହାଯ୍ୟରେ!-->…
Read More...
Read More...