୧୦କେଜି ଗଞ୍ଜେଇ ସହ ବାଇକ ଜବତ, ଆସାମୀ ଫେରାର
ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ପୋଲିସ ପକ୍ଷରୁ ୧୦ କେଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ସୂଚନା ମତେ ଗତକାଲି ପୋଲିସ ପେଟ୍ରୋଲିଂ ସମୟରେ ଫୁଲବାଣୀ ଦିଗରୁ ଏକ ବାଇକ ଯୋଗେ ଜଣେ ଯୁବକ ଏଆର ବ୍ୟାଗ ଭିତରେ ଗଞ୍ଜେଇ ଭର୍ତ୍ତି କରି ଆସୁଥିବା ସମୟରେ ପୋଲିସ ହାବୁଡ଼ରେ ପଡିଥିଲା ।!-->…
Read More...
Read More...