ଆତ୍ମସମର୍ପଣ କଲେ କେଜ୍‌ରିୱାଲ

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଶେଷ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ତିହାର ଜେଲରେ ଆତ୍ମସମର୍ପଣ କରିଛନ୍ତି। ନିର୍ବାଚନ ପ୍ରଚାରର ୨୧ ଦିନ ପାଇଁ ସୁପ୍ରିମକୋର୍ଟ କେଜ୍‌ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ।
Read More...

ଭୋଟ୍‌ ଗଣନା ପ୍ରସ୍ତୁତି ନେଇ ସୂଚନା ଦେଲା ପ୍ରଶାସନ

ବୌଦ୍ଧ,୨/୬:- ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆସନ୍ତା ୪ ତାରିଖ ଦିନ ହେବାକୁ ଥିବା ଭୋଟ ଗଣତି ପାଇଁଁ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ, ପ୍ରେସ କ୍ଲବ ଓ ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତ୍ତା ମାନଙ୍କୁ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।
Read More...

ସଂରକ୍ଷିତ ଜଙ୍ଗଲରୁ ଦୁଇ ଶିକାରୀ ଗିରଫ ; ବନ୍ଧୁକ,ଗୁଳି,ବାରୁଦ ଜବତ

ବାଲିଗୁଡ଼ା: ଶିକାର କରୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ଘଟଣାସ୍ଥଳରୁ ଗୋଟିଏ ଦେଶୀ ବନ୍ଧୁକ ସମେତ ୧୦ଟି ଅଫୁଟା ଗୁଳି,୧୨୦ ଗ୍ରାମ୍‌ ବାରୁଦ, ଦୁଇଟି ଦିଆସିଲି,ଦୁଇଟି ଟର୍ଚ୍ଚ ଲାଇଟ୍‌ ଓ ଦୁଇଟି ମୋବାଇଲ୍‌ ଫୋନ୍‌ ଜବତ କରିବା ସହ ଦୁଇ ଜଣ ଶିକାରୀଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି ବନ
Read More...

କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜରେ ୨୩ଟିକିଆ ହାତୀପଲ

ହରଭଙ୍ଗା,୨/୬:- ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ଡ କୁଶଙ୍ଗ ରେଞ୍ଜ ସୁନା ଖଣିଆରେ ଏକ ବଡ଼ ହାତୀ ପଲ ଆସିଥିବା ବେଳେ ଯାତାୟତ ଥିବା ବାଟୋଇଙ୍କୁ ବନ୍ୟ ପ୍ରାଣୀ ବିଭାଗ ଦ୍ୱାରା ସଚେତନ କରାଯାଉଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ କିଛିଦିନ ତଳେ ଉକ୍ତ ରେଞ୍ଜରେ ହାତୀ ଗଣନା କାର୍ଯ୍ୟ
Read More...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ଶେଷକୃତ୍ୟ ସମ୍ପନ୍ନ,ଗଭୀର ଶୋକପ୍ରକାଶ କଲେ ଜିଲ୍ଲାପାଳ

କେନ୍ଦୁଝର,୨/୬:- କେନ୍ଦୁଝରର ଗର୍ବ ଓ ଗୌରବ ବିଶିଷ୍ଟ କଣ୍ଢେଇ ନୃତ୍ୟଗୁରୁ ମାଗୁଣି ଚରଣ କୁଅଁରଙ୍କ ବିୟୋଗ ପରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଦୀର୍ଘ ବର୍ଷ ଧରି କଣ୍ଢେଇ ନୃତ୍ୟ ପରିବେଷଣ କରି ସ୍ୱର୍ଗତ କୁଅଁର ଏହି ଲୁପ୍ତପ୍ରାୟ ଲୋକକଳାର ବ୍ୟାପକ ପ୍ରଚାର ପ୍ରସାର କରି ଲୋକଙ୍କ ପାଖରେ
Read More...

ବ୍ୟବସାୟୀ ସୁନୀଲ ସାହୁ ଘର ଡକାୟତି କେଶରେ ୧୩ ଜଣ ଗିରଫ

ନବରଙ୍ଗପୁର,୨/୬:- ନବରଙ୍ଗପୁର ଜିଲ୍ଲା ଡଙ୍ଗରଭେଜା ଗ୍ରାମରେ ବ୍ୟବସାୟୀ ସୁନୀଲ ସାହୁଙ୍କ ଘରେ ଗତ ମେ ୧୪ ତାରିଖ ରାତିରେ ଡକାୟତି ହୋଇଯାଇଥିବାବେଳେ ନବରଙ୍ଗପୁର ପୋଲିସ ୧୨ ଜଣ ଡ଼କାୟତ ଓ ଚୋରି ସୁନା ଅଳଙ୍କାର କିଣିଥିବା ସୁନାରୀଙ୍କୁ ଗିରଫ କରିଛି । ଏନେଇ ଏସପି ରୋହିତ ବର୍ମା ଏକ ପ୍ରେସ
Read More...

ଶ୍ରୀମନ୍ଦିରରେ ଭିତର ଚନ୍ଦନଯାତ୍ରା ଆରମ୍ଭ

ପୁରୀ : ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ଏହା ଦେବସ୍ନାନ ପୂର୍ଣ୍ଣମୀ ପୂର୍ବଦିନ ପର୍ଯ୍ୟନ୍ତ ଚାଲୁରହିବ । ଆସନ୍ତା ରବିବାର ଜ୍ୟେଷ୍ଠ କୃଷ୍ଣ ଏକଦଶୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଜଳକ୍ରୀଡ଼ା କରିବେ ।ବୈଶାଖ ଶୁକ୍ଳ ତୃତୀୟା ବା
Read More...

ଖେଳୁଥିବା ବେଳେ ପିଠିରେ ପଶିଗଲା ଲୁହ ଛଡ଼

ବରଗଡ : ଖେଳୁଥିବା ସମୟରେ ୯ ବର୍ଷର ଶିଶୁ ଦେହରେ ପଶିଲା ଲୁହା ଛଡ଼ । ଚିକିତ୍ସା ପାଇଁ ପରିବାର ଲୋକେ ତୁରନ୍ତ ତାକୁ ବରଗଡ଼ ଟୁକୁର୍ଲ୍ଲା ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ତେବେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ଏବଂ ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଆଇସିୟୁର ବ୍ୟବସ୍ଥା
Read More...

କେନ୍ଦ୍ରାପଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଣ୍ଠୁମାଡି ପ୍ରଣାମ କଲେ ଜଣେ ସାଧାରଣ ମହିଳାଙ୍କୁ

କେନ୍ଦ୍ରାପଡ଼ା,୩୦/୫:- କେନ୍ଦ୍ରାପଡାରେ ନିର୍ବାଚନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କେନ୍ଦ୍ରାପଡ଼ା ବାରୋ ସିଦ୍ଧମଠ ପଡିଆରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଅପରାହ୍ନରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ନିଜ
Read More...

ଯାଜପୁର ବାସୀଙ୍କପାଇଁ ଡ଼ଃ ରବିନାରାୟଣ ବେହେରାଙ୍କର ନିବେଦନ ବାର୍ତ୍ତା

ଯାଜପୁର ; ଯାଜପୁର ଲୋକସଭା ଆସନ ପାଇଁ ନିର୍ବାଚନ ଲଢ଼ୁଥିବା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଡ଼ଃ ରବି ନାରାୟଣ ବେହେରା ତାଙ୍କର ଭୋଟଦାତା ମାନଙ୍କ ଉଦ୍ଦେଶ୍ୟରେ ଏକ ଭାବାବେଗ ଭରା ବାର୍ତ୍ତା ଜାରି କରିଛନ୍ତି I ସେ କହିଛନ୍ତି ଯେ, “ଯାଜପୁରର ମୋର ପ୍ରିୟ ପରିବାରଜନଙ୍କୁ ସାଦର ନମସ୍କାର
Read More...