ଟାକରା ଗ୍ରାମ ପଞ୍ଚାୟତରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ଦଶପଲ୍ଲା : ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ପ୍ରତି ପଂଚାୟତର ପ୍ରତି ଘରେ ଘରେ ନିଜର ସ୍ଥିତିକୁ ଜାହିର କରିବା ପାଇଁ ବିଜେଡି ପକ୍ଷରୁ ଘରେ ଘରେ ଶଂଖ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ଘରକୁ ଘର ବୁଲି ସଚେତନତା ଓ ସରକାରଙ୍କର ଲୋକାଭିମୁଖୀ କାର୍ଯ୍ୟକୁ ପ୍ରତି ପରିବାରରେ ପହଞ୍ଚାଇ ଆଗାମୀ
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବୌଦ୍ଧରେ ଆଭାସୀ ମାଧ୍ୟମରେ କ୍ରିକେଟ ଏକାଡେମୀ ଉଦଘାଟିତ

ବୌଦ୍ଧ,୨୭/୨:- ସମଗ୍ର ରାଜ୍ୟରେ ୪୧ ଟି କ୍ରିକେଟ ଏକାଡେମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ଉଦଘାଟିତ ହୋଇଥିବାବେଳେ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ଠାରେ ଓଡିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ବୌଦ୍ଧ କ୍ରିକେଟ ଏକାଡେମୀ
Read More...

ମାର୍ଚ୍ଚ ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି

ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏ ନେଇ ସୂଚନା ଦେଇଛନ୍ତି । କେବେ ଆସିବେ ଏଯାଏ ତାରିଖ ଆସିନି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।ଏନେଇ ପିଏମ ଓ କାର୍ଯ୍ୟାଳୟ ରୁ ସୂଚନା ଆସିବା ପରେ ବିଜେପି ପାର୍ଟି ଅଫିସ ରେ ସୂଚନା
Read More...

ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ୱ ଯାତ୍ର

ପୁରୀ : ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ । ପୁରୀରୁ ବାଲେଶ୍ୱର ଅଭିମୁଖେ ଯାତ୍ରୀ ବାହି ବସ ଯାତ୍ରା କରୁଥିବା ବେଳେ ପିପିଲି ଟୋଲ ଗେଟ ନିକଟରେ ବସରେ ନିଆଁ ଲାଗି ଥିବା ନେଇ ଟୋଲ କର୍ମଚାରୀ କହିବା ପରେ ବସରେ ନିଆଁ ଲାଗିବା ନେଇ
Read More...

ହତ୍ୟା ଉଦ୍ୟମ ଅଭିଯୋଗରେ ଜଣେ ଗିରଫ

ପୁରୀ : ଜଣେ ବୟସ୍କ ବ୍ୟକ୍ତିଙ୍କୁ ଅଟୋ ଚଢ଼ାଉ ଜୀବନରେ ମାରିଦେବାକୁ ଉଦ୍ୟମ କରିବା ସହ ମାଡ ମାରିବା ଅଭିଯୋଗରେ ପୁରୀ ଟାଉନ ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଲବଣୀଖିଆ ଛକର ପୂର୍ଣ୍ଣଚନ୍ଦ୍ର ଦାସ । ମୁସଲିମ ପଡାର ସୟଦ ସାନଉଲ୍ଲା ଅଲ୍ଲୀ
Read More...

ମା’ ବରାଳ ଦେବୀଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ବିଶାଳ କଳସ ଯାତ୍ରା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବରାଳ ଦେବୀଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଇଁ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ପ୍ରଥମେ ଅଙ୍କୁରା ରୋପଣ ପୂଜା ସମାପ୍ତ ହେବା ପରେ ଆଜି ଅନୁଷ୍ଠିତ ହୋଇଛି କଳସ ଯାତ୍ରା । ମା ବରାଳ ଦେବୀଙ୍କ ପୀଠରେ ସକାଳ ନିତି
Read More...

ଆରମ୍ଭ ହେଲା ନାଟ ମଣ୍ଡପ ମରାମତି କାର୍ଯ୍ୟ

ପୁରୀ: ଆଜିଠାରୁ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ପ୍ରର୍ଯ୍ୟାୟରେ ଲୁହାଭାରା କଢ଼ାଯାଇ ଷ୍ଟେଜିଙ୍ଗ ବା ମଞ୍ଚା କରାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୧୨୦ଦିନ ମଧ୍ୟରେ କାର୍ଯ୍ୟ ସାରିବାକୁ ଥିବାରୁ ମାର୍ଚ୍ଚ ୧୯ସୁଦ୍ଧା ବିମର ଫାଟ ମରାମତି କରି
Read More...

ଓଡ଼ିଶାରେ ପ୍ରସ୍ତୁତ ହେବ ପ୍ରତିରକ୍ଷା ଯନ୍ତ୍ରାଂଶ

ଭୁବନେଶ୍ୱର: ଓଡ଼ିଶାରେ ପ୍ରସ୍ତୁତ ହେବ ପ୍ରତିରକ୍ଷା ଯନ୍ତ୍ରାଂଶ ଓ ବିମାନର ଯନ୍ତ୍ରାଂଶ । ଏ ନେଇ ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର କରିଛି କଲ୍ୟାଣୀ ଷ୍ଟିଲ୍ । ଲୋକସେବା ଭବନର କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମ୍.ଓ. ୟୁ. ସ୍ୱାକ୍ଷର କରାଯାଇଛି ।
Read More...

ମାର୍ଚ୍ଚ ୧୩ ପରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ

ମାର୍ଚ୍ଚ ୧୩ ପରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି। ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ବାବଦରେ ଜାଣିବା ପାଇଁ ଆୟୋଗ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ତାରିଖ ଘୋଷଣା କରାଯିବ ବୋଲି
Read More...

ଆଜି ଠୁ ବଦଳିବ ପାଗ, ରାଜ୍ୟରେ କମିବ ତାତି

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ ଦିନର ତାପମାତ୍ରା ବଢିବାରେ ଲାଗିଛି । ଫେବୃଆରୀ ନ ସରୁଣୁ ରାଜ୍ୟର ଅନେକ ସ୍ଥାନରେ ଦିନର ତାପମାତ୍ରା 35 ଡିଗ୍ରୀ ପାର୍ ହୋଇଛି । କିନ୍ତୁ ଆଜି ଠାରୁ ପାଗ ବଦଳିବ । ଦିନର ତାପମାତ୍ରା କମିବା ସହ ତାତିରୁ ମିଳିବ ତ୍ରାହି ।ରାଜ୍ୟର କେତେକ ସ୍ଥାନରେ
Read More...