ବୌଦ୍ଧ ଜିଲ୍ଲାରେ ୪୦ ସଶସ୍ତ୍ର ନକ୍ସଲଙ୍କ ଅନୁପ୍ରବେଶ, ଅପରେସନ ବେଳେ ନକ୍ସଲଙ୍କ ଛତ୍ରଭଙ୍ଗ, ବହୁ ସାମଗ୍ରୀ ଜବତ
ବୌଦ୍ଧ,୨୧/୧୧:- ଗତ ୧୬ ତାରିଖରେ ବୌଦ୍ଧଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ଫାଣ୍ଡି ରାବଣେଶ୍ୱର ଜଙ୍ଗଲରେ ୩୫ ରୁ ୪୦ ସଶସ୍ତ୍ର ନକ୍ସଲ ବୁଲୁଥିବା ଖବର ଏକ ବିଶେଷ ସୂତ୍ରରୁ ପୋଲିସକୁ ମିଳିଥିଲା । ୧୯ ତାରିଖରେ ଜିଲ୍ଲା ପୋଲିସ ଏସଓଜି ଏବଂ ଡିଭିଏଫ ଟିମ୍ ମିଳିତ ଭାବେ ଅପରେସନରେ!-->…
Read More...
Read More...