ଶୁଭାରମ୍ଭ ହେଲା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ସମାରୋହ

ସୁବର୍ଣ୍ଣପୁର: ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରଯୋଜନାରେ ଅନୁଷ୍ଠାନର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ "କ୍ରୀଡ଼ା ,ସାମାଜିକ କାର୍ଯ୍ୟକଳାପ ଓ ସଂସ୍କୃତିର ଏକ ସମନ୍ୱିତ
Read More...

ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର

ଯାଜପୁର,୨୦/୧୧:- କେ.ଏନ୍‌.ଡି.ଏ. ସମ୍ମିଳନୀ ଗୃହ, କଳିଙ୍ଗ ନଗର ଠାରେ ମିଳିତ ଜନ ଅଭିଯୋଗ ଜିଲ୍ଲାସ୍ତରୀୟ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କ୍ରବର୍ତ୍ତୀ ସିଂହ ରାଠୋର ଅଭିଯୋଗ ଶୁଣାଣିରେ ଅଧ୍ୟକ୍ଷତା କରି ଥିବାବେଳେ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲ, ଅତିରିକ୍ତ
Read More...

ଅଜଣା ଯୁବକର ମୃତଦେହ ଉଦ୍ଧାର

ଚମ୍ପୁଆ: ଚମ୍ପୁଆ ଥାନା ଅନ୍ତର୍ଗତ ମହେଶ୍ୱରପୁର ଛକ ନିକଟରେ ଗତକାଲି ସଂଧ୍ୟା ପ୍ରାୟ ୬. ୩୦ ମିନିଟ ସମୟରେ ଏକ ଅଜଣା ଯୁବକଙ୍କ ମୃତ୍ୟୁ ଘଟିଛି । ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ତେବେ
Read More...

ବାଲିବେରେଣା ଗ୍ରାମରୁ ବାଘ ଛାଲ ଜବତ, ଜଣେ ଗିରଫ

ଦଶପଲ୍ଲା : ବନ୍ୟଜନ୍ତୁଙ୍କ ପ୍ରତି ମାଡି ଆସୁଛି ମହା ବିପତ୍ତି । ଆଉ ନିଜକୁ ସୁରକ୍ଷା ଦେଇପାରୁନି, ବନରାଜ ବାଘ । ଶିକାରୀଙ୍କ ହାତରେ ଚାଲି ଯାଉଛି ଜୀବନ । ସାରା ଓଡିଶା ସମେତ ଦଶପଲ୍ଲା ବନାଂଚଳରେ ମଧ୍ୟ ହେଉଛି ବାଘ ଶିକାର । ବିଶେଷ ସୂତ୍ରରୁ ଖବର ପାଇ ଭୁବନେଶ୍ୱର ଏସଟିଏଫ୍‌ ଟିମ୍‌ ଅଚାନକ
Read More...

ଜାନୁୟାରୀ ୧୭ରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଚାଲିଛି ଜୋରଦାର ପ୍ରସ୍ତୁତି

ପୁରୀ : ଭକ୍ତ ତଥା ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର । ଆସନ୍ତା ଜାନୁୟାରୀ ୧୭ ତାରିଖରେ ଲୋକାର୍ପଣ ହେବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ
Read More...

ଆସନ୍ତାକାଲି ପବିତ୍ର ଅଁଳାନବମୀ,ରାଧାପାଦ ଦର୍ଶନ କରିବେ ଭକ୍ତ

ପୁରୀ: ଆସନ୍ତାକାଲି ପବିତ୍ର ଅଁଳାନବମୀ ତଥା ରାଧାପାଦ ଦର୍ଶନ । ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ଏହି ଦୁର୍ଲଭ ପାଦ ଦର୍ଶନର ସୌଭାଗ୍ୟ ଲାଭ କରିବା ପାଇଁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା
Read More...

ରାଣୀ ଲକ୍ଷ୍ମବାଈ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ

ହରଭଙ୍ଗା :ହରଭଙ୍ଗା ବ୍ଲକ ଅନ୍ତର୍ଗତ ଚାରିଛକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବିଦ୍ୟାଳୟ ଛାତ୍ରୀ ମାନଙ୍କର "ରାଣୀ ଲକ୍ଷ୍ମୀବାଈ ଆତ୍ମ ସୁରକ୍ଷା ତାଲିମ' ଶିବିର ଆଜି ଉଦଘାଟିତ ହୋଇଛି । ଏହି ତାଲିମ ଶିବିରକୁ ବିଦ୍ୟାଳୟ ପ୍ରଧାନଶିକ୍ଷକ ନିର୍ମଳ କୁମାର ରଣା ଉଦଘାଟନ କରିଥିବା ବେଳେ ହାଇସ୍କୁଲର
Read More...

ରାଜଧାନୀକୁ ଫେରିଲା ‘ରାହାଗିରି’

ଡିସେମ୍ବର ଶେଷ ରବିବାର ଭୁବନେଶ୍ୱରରେ ଆରମ୍ଭ ହେବ ରାହାଗିରି। ଏବର୍ଷ ୩ଟି ଜୋନରେ ୩ଟି ରାହାଗିରି ହେବ। ଡିସେମ୍ବର ଶେଷ ରବିବାର ଓ ଜାନୁଆରୀ ମାସର ପ୍ରଥମ ଦୁଇଟି ରବିବାର ଅନୁଷ୍ଠିତ ହେବ ରାହାଗିରି। ସେଥିପାଇଁ ଆଜି ପ୍ରତି ଜୋନରୁ ଦୁଇଜଣ ଲେଖାଏଁ କର୍ପୋରେଟର, ZDC ଓ ଆଡିସନାଲ କମିଶନରଙ୍କୁ
Read More...

ଅଫିସ୍‌ରେ ପଶି ପତ୍ନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ସ୍ୱାମୀ

ଭୁବନେଶ୍ୱର ; ଅଫିସ୍‌ରେ ପଶି ପତ୍ନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ସ୍ୱାମୀ। ଆଜି ଅପରାହ୍ନରେ ଏପରି ହୃଦୟ ବିଦାରକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। କମିଶନରେଟ୍‌ ପୁଲିସ୍‌ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖିଥିବା ବେଳେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି
Read More...

ଆଜି ଶ୍ରୀମନ୍ଦିରରେ ବଡଠାକୁରଙ୍କ ହରିହର ବେଶ

ପୁରୀ : ଆଜି ଶ୍ରୀମନ୍ଦିରରେ ବଡଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଛି । ଅବକାଶ ନୀତି ପରେ ବଡଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି । ବଡଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବାବେଳେ ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ । ଏହି
Read More...