ବନ ବିଭାଗ ଚଢାଉ ୨୦ କେଜି ସମ୍ବର ମାଂସ ଜବତ, ୩ ଅଟକ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବନ ବିଭାଗ ଚଢାଉ କରି ୨୦ କେଜି ସମ୍ବର ମାଂସ ଜବତ କରିବା ସହ ୩ଜଣଙ୍କୁ ଅଟକ ରହିଥିବା ଜଣାପଡିଛି । ଗୋଟିଏ ସୁପର୍ ଏକ୍ସସଲ ଗାଡ଼ି ସହ ୨ ଜଣ ଶିକାରୀ ବନ୍ୟ ଜନ୍ତୁ ମାଂସ ଚାଲାଣ କରୁଥିଲେ । କୋମନା ବନାଞ୍ଚଳ ଅଧିକାରୀ ଦେବଦତ୍ତ ସୁତାରଙ୍କ ନେତୃତ୍ୱରେ ଏକ!-->…
Read More...
Read More...