ଖରିଫ ଧାନ ସଂଗ୍ରହ ପାଇଁ ଧାନକ୍ରୟ କମିଟି ବୈଠକ
ବୌଦ୍ଧ,୧୭/୧୧:- ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଖରିଫ ଧାନ ସଂଗ୍ରହ ପାଇଁ ଧାନକ୍ରୟ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ଡିସେମ୍ବର ମାସରେ ଧାନକ୍ରୟ ଅ ।ରମ୍ଭ ହେବ । କଣ୍ଟାମାଳ , ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ରହିଥିବା ସମସ୍ତ ଧାନମଣ୍ଡି ଖୋଲାଯାଇ ଧାନକ୍ରୟ କରାଯିବ ।!-->…
Read More...
Read More...