ଏସିଆନ୍ ଗେମ୍ସ ଓ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ପଦକ ଜିତିଥିବା କିଟ୍ ଖେଳାଳିଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,୨୨ । ୧୦: ଚୀନ୍ ହାଙ୍ଗଝଉରେ ନିକଟରେ ଶେଷ ହୋଇଥିବା ୧୯ତମ ଏସିଆନ୍ ଗେମ୍ସ ଓ ଚେଙ୍ଗୁଡ଼ୁଠାରେ ଅନୁଷ୍ଠିତ ୩୧ତମ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ପଦକ ହାସଲ କରିଥିବା କିଟ୍ ଖେଳାଳିମାନଙ୍କୁ ରବିବାର କିଟ୍ ଓ କିସ୍ରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ଅଲିମ୍ପିଆନ୍!-->…
Read More...
Read More...